Latest Odisha News

BREAKING NEWS

Browsing Category

ଯାଜପୁର

Jajpur

[ଭିଡ଼ିଓ ] ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍

ଯାଜପୁର: ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍ । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ ହୋଇଛି । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ…

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର

ଯାଜପୁର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ…

ଯାଜପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରୁ ୯ଛାତ୍ରୀ କରୋନା ପଜିଟିଭ

ଯାଜପୁର: ସ୍କୁଲ, କଲେଜ ଖୋଲିବା ପରେ କାୟା ମେଲାଉଛି କରୋନା । ବୁର୍ଲା ଭିମସାର ମେଡ଼ିକାଲ କଲେଜ, ଢ଼େଙ୍କାନାଳର ଏକ ଆବାସିକ କଲେଜର ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ଯାଜପୁରରେ ମଧ୍ୟ କରୋନା ନିଜ କାୟା ମେଲାଇଛି । ଯାଜପୁର ଜିଲ୍ଲା ଦଶରଥପୁରର ଏକ ସରକାରୀ ଆବାସିକ ବାଳିକା…

ଭିଜିଲାନ୍ସ ପଞ୍ଝାରେ ପୋଲିସ ଏସଆଇ , ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଯାଜପୁର : ପୁଣି ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପୋଲିସ ଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ବିଂଝାରପୁର ଥାନା ଏସଆଇ ଫକୀର ମୋହନ ସିଂ। କଲ୍ୟାଣପୁର ପଂଚାୟତ ବରିବାଗଗାଁ ର ବସନ୍ତ କୁମାର ଜେନା ଙ୍କୁ ଏକ କେଶ ରେ ସହାୟତା କରିବା ପାଇଁ ୬ହଜାର ଟଙ୍କା…

ପୁଣି ବିଗିଡିଲା ନନ୍ଦ ସାରଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ପୁଣି ବିଗିଡିଲା ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି। ଗତ ୩୦ ତାରିଖରେ ତାଙ୍କ ଦେହ ଯେତେବେଳେ ଅସୁସ୍ଥ ହୋଇପଡିଥିଲା।ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ…

ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ସୁନା ଦୋକାନୀ ଓ କର୍ମଚାରୀ ଗୁରୁତର, ଲୁଟ୍ ଉଦ୍ୟମ ବିଫଳ

ଯାଜପୁର: ପୁଣି ଲୁଟ୍ ଉଦ୍ୟମ । ଯାଜପୁର ହରିପୁର ବଜାରରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ହେଲେ ଲୁଟ୍ ଉଦ୍ୟମ ବିଫଳ ହୋଇଥିଲା । ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ୨ଜଣ ସୁନା ଦୋକାନୀ ଓ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଦୁର୍ବୁତ୍ତ ଫେରାର…

[ଭିଡ଼ିଓ]କମ୍ପ୍ୟୁଟର ବିଜ୍ଞାନ ପ୍ରତିଯୋଗିତାରେ ଛାତ୍ରୀଙ୍କ କମାଲ, ସର୍ବଭାରତୀୟ ସ୍ତରରେ ସମ୍ମାନୀତ

ଯାଜପୁର:ସର୍ବଭାରତୀୟ କମ୍ପ୍ୟୁଟର ବିଜ୍ଞାନ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରୀଙ୍କ କମାଲ । ଯାଜପୁରର ସିଧେଶ୍ୱର ଗ୍ରାମର ସୁଚିସ୍ମିତା ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଏକ ପ୍ରତିଯୋଗିତାରେ ସୁଚିସ୍ମିତା ଶାରୀରିକ ବ୍ୟାୟାମ ପାଇଁ ଏକ ସଫ୍ଟୱେୟାର…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ

ଯାଜପୁର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦୂରନ୍ତ ଏକ୍ସପ୍ରେସ । ଯାଜପୁର ଜିଲ୍ଲାର ହରିଦାସପୁର ଷ୍ଟେସନ ନିକଟରେ ଦୂରନ୍ତ ଏକ୍ସପ୍ରେସର ତିନିଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି । ୧୨୨୪୬ ନମ୍ବର ଟ୍ରେନ ବେଙ୍ଗାଲୁରୁଠାରୁ ହାୱଡ଼ା ଯିବା ବେଳେ ପୂର୍ବତଟ ରେଳପଥର ହରିଦାସପୁର ଷ୍ଟେସନ…

ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ଯାଜପୁର ଜିଲ୍ଲାର ଚାଷୀମାନେ

ଯାଜପୁର : ଆସୁଛି ସାମୁଦ୍ରିକ ଝଡ 'ଜୱାଦ' । ଏଥିପାଇଁ ରାଜ୍ୟର ଉପକୂଳ ସହିତ ଅଧିକାଂଶ ଜିଲ୍ଲାରେ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଛନ୍ତି ଯାଜପୁର ଜିଲ୍ଲାର ଚାଷୀମାନେ। ବର୍ତମାନ ବିଲରେ ପାଚିଲା ଥାନ ଲହଡି ଭାଙ୍ଗୁଥିବା ବେଳେ ବର୍ଷା ଓ ବାତ୍ୟା ପୂର୍ବରୁ କିଭଳି ଅମଳ ହେବ…

ଅସହ୍ୟ ଋଣଭାର, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ଯୁବକ

ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କଲେ ଯାଜପୁର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ଯୁବକ । ବ୍ୟବସାୟ ପାଇଁ ଋଣ ଆଣି ବିଫଳ ହେବାରୁ କିଛି ଏପରି ନିଷ୍ପତ୍ତି ନେଇଛନ୍ତି ରାକେଶ ଦାସ । ଏହି ଘଟଣା କେବଳ ଯାଜପୁର ନୁହେଁ ବରଂ ସାରା ଓଡିଶାରେ ଆଲୋଡନ ସୃଷ୍ଟି କରିଛି । ବିଂଝାରପୁର…