Latest Odisha News
Browsing Category

ଯାଜପୁର

Jajpur

ନ୍ୟାୟ ଅପେକ୍ଷାରେ ପରିବାର …

ଯାଜପୁର : ପରିବାରକୁ ମିଳୁନି ନ୍ୟାୟ। ପୁଲିସର ଖାମଖିଆଲ ନୀତି ସାଙ୍ଗକୁ ବେଧଡ଼କ ବୁଲୁଛି ହତ୍ୟାକାରୀ। ଯାଜପୁର ବିଂଝାରପୁର ବିତନା ଗାଁର ରୁଦ୍ରପ୍ରସାଦଙ୍କ ମୃତ୍ୟୁର ମାସଟିଏ ପୁରା ହୋଇସାରିଲାଣି। ହେଲେ ପୁଲିସ ହାତ ଖାଲି। ମୃତ ଦେହ ଉଦ୍ଧାର ବେଳେ ଦେହରେ କ୍ଷତବିକ୍ଷତ ଯୋଗୁୂ ଏହା ଏକ…

ଗାଁରେ ଥମୁନି ହାତୀ ଆତଙ୍କ

ଯାଜପୁର: ହାତୀ ଉପଦ୍ରବ ଦିନ କୁ ଦିନ ବୃଦ୍ଧି ପାଉଛି। ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା, ଗୋବର୍ଦ୍ଧନପୁର ପଂଚାୟତ ଜାତୀୟ ରାଜପଥ ପାର୍ଶ୍ଵରେ ହାତୀ  ଆତଙ୍କ । ଟମକା ମହାଗିରି ଜଙ୍ଗଲରୁ ହାତୀପଲ ଆସି ଥପଦା , ଦୁର୍ଗାପୁର,କମଳା ବାହାଳି , ଓ ଶଗଡ଼ ଗୁଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ।…

ଯାଜପୁରରେ ମାତିଛନ୍ତି ଚୋର, ଦୋକାନରୁ ଚୋରି ଅଭିଯୋଗ

ଯାଜପୁର : ଯାଜପୁରରେ ମାତିଛନ୍ତି ଚୋର । ଯାଜପୁର ଜିଲ୍ଲା ବିଝାରପୁର ଥାନା ବାଳମୁକିଳି ଛକରେ ବିଳମ୍ବିତ ରାତିରେ ଦୋକାନ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩ଟି ଦୋକାନରୁ ଚୋର ମାନେ ସ୍କାଇ ଲାଇଟ ଭାଙ୍ଗି ବହୁ ଜିନିଷ ପତ୍ର ଲୁଟ୍ କରିଛନ୍ତି । ବଜାରରେ ଥିବା ମେଡିସିନ ଷ୍ଟୋର…

ବୈତରଣୀରେ କୁମ୍ଭୀର ଆତଙ୍କ

ଯାଜପୁର : ଯାଜପୁର ଜିଲ୍ଲା ବୈଚରଣୀ ନଦୀରେ କୁମ୍ଭୀର ଆତଙ୍କ । ମଇଁଷିକୁ ପାଣି ଭିତରକୁ  ଟାଣିନେଲା କୁମ୍ଭୀର । ଦଶରଥପୁର ବ୍ଲକ ଅନ୍ତର୍ଗତ କୟାଁ ଅଞ୍ଚଳ ରେ ଏଭଳି ଘଟଣା ଘଟିଛି । ଯାହାକୁ ନେଇ ସ୍ଥାୟୀୟ ଅଞ୍ଚଳ ବାସୀ ଭୟଭୀତ ହୋଇପଡ଼ିଛନ୍ତିା କୟାଁ ପଞ୍ଚାୟତ ଇଚ୍ଚାପୁର ନିକଟରେ କୁମ୍ଭୀର…

ଟ୍ରେନ୍ ଦୁର୍ଘଟଣାରେ ଆଖି ବୁଜିଲେ ହାସ୍ୟ ଅଭିନେତା ଗୁଡୁଙ୍କ ମାଆ

ଯାଜପୁର: ଓଲିଉଡ୍ ହାସ୍ୟ ଅଭିନେତା ଗୁଡୁଙ୍କ ମାଆ ଟ୍ରେନରୁ ଖସି ପଡ଼ି ମୃତ୍ୟୁବରଣ କରିଛନ୍ତି । ଯାଜପୁର ଜିଲ୍ଲା ଯଖପୁରା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନରେ ଚଢୁଥିବା ବେଳେ ଖସି ପଡ଼ିଥିଲେ ଗୁଡୁଙ୍କ ମାଆ ଗୀତାଞ୍ଜଳି ।  ସେ ତାଙ୍କ ଝିଅ ସହ ଖୋର୍ଦ୍ଧା-କେନ୍ଦୁଝର ଇଣ୍ଟରସିଟି…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ଯୁବକ

ଯାଜପୁର: ମାଛ ଧରିବାକୁ  ଯାଇ ନାଳରେ ବୁଡି ଯୁବକଙ୍କ ମୃତ୍ୟୁ ।  ଏଭଳି ଅଘଟଣ ଘଟିଛି ଯାଜପୁର ସଦର ଥାନା ଯମଧର ଡିଆ ନାଳରେ । ମୃତକ ହେଲେ ଯମଧର ଗାଁର ରାମହରି ଖୁଣ୍ଟିଆ । ଆଜି ଭୋରରୁ ସେ ମାଛ ଧରିବାକୁ ଯାଇଥିଲେ । ଏତିକିବେଳେ ନାଳରେ ଖସି ଯାଇଥିଲେ ରାମହରି । କିଛି ଲୋକ ତାଙ୍କୁ ଭାସି…

ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା

ଯାଜପୁର: ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ପ୍ରତ୍ୟେକ ଶକ୍ତିପୀଠରେ ଚଳଚଂଚଳ ପରିବେଶ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ତିଥିକ୍ଷୟ ପାଇଁ…

ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଶକ୍ତିପୀଠ ଚଳଚଞ୍ଚଳ ହେଲାଣି । ମା’ଙ୍କ ଆଗମନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ…

ରାସ୍ତା ପାଲଟିଛି ମରଣ ଯନ୍ତା

ଯାଜପୁର : ଦିର୍ଘ ଦିନ ହେଲା ମରାମତି ଅଭାବ । ଯାଜପୁର ବିଂଝାରପୁର ବ୍ଲକ ଶାସନ୍ଦା-ତାଉନ୍ତରା ରାସ୍ତା ପାଲଟିଛି ମରଣ ଯନ୍ତା। ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା ପରେ ବି ବାଧ୍ୟ ହୋଇ ରାସ୍ତାରେ ଧାନ ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ତଥାପି ସମାଧାନ ହୋଇନଥିବାରୁ…

ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଯାଜପୁର : ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖରେ ଅମର ଆତ୍ମାର ସଦଗତି ପାଇଁ ପ୍ରଦୀପ ପ୍ରଜ୍ୱଳନ ସହ ନୀରବ ପ୍ରାର୍ଥନା…