Latest Odisha News

BREAKING NEWS

Browsing Category

ଯାଜପୁର

Jajpur

କାହିଁକି ଜେଲରେ ଆତ୍ମହତ୍ୟା କଲେ ବିଚାରଧୀନ କଏଦୀ ? କାରଣ ଖୋଜୁଛି ପୋଲିସ

ଯାଜପୁର: ରଗଡି ସବଜେଲରେ ବିଚାରଧୀନ କଏଦୀ ଙ୍କ ଆତ୍ମହତ୍ୟା। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୧୧ଟା ବେଳେ  ଜେଲ ଭିତରେ ଥିବା ନିର୍ମାଣଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀ ଙ୍କ ସହାୟତା ରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍, ୧୦ ଆହତ

ଯାଜପୁର: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ବଡ଼ଚଣା ନିକଟରେ ଟ୍ରକକୁ ପିଟିଲା ଭୁବନେଶ୍ବର ଆସୁଥିବା ଏକ ଘରୋଇ ବସ୍ । ଦୁର୍ଘଟଣାରେ ୧୦ ଆହତ । ୮ ଜଣଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି, ୨ ଜଣଙ୍କୁ କଟକ ସ୍ଥାନାନ୍ତର । ସୂଚନା ଅନୁସାରେ, ନାୟକ ନାମକ ଏକ ଘରୋଇ ବସ୍ ବାଲେଶ୍ଵରରୁ…

ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ପୁଣି ଅଲୋଡା ହେଲେ ଶିଶୁ କନ୍ୟା । ଗତକାଲି ଯାଜପୁର ବ୍ୟାସନଗର ସହରର ଏକ ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି  । ଶିଶୁର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଶିଶୁଟିକୁ ଧରି ସପିଂ ମଲରେ ବୁଲୁଥିବାର ଗ୍ରାହକଙ୍କ ନଜରରେ ପଡିଥିଲା ।…

ସାବଧାନ ! ଦଶରଥପୁର ବ୍ଲକରେ ବୁଲୁଛି ବଣୁଆ ହାତୀ

ଯାଜପୁର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଜୀବନ ହରାଉଛି । ବାରମ୍ବାର ବିଭିନ୍ନ ଅଞ୍ଚଳରୁ ହାତୀ  ଦୌରାତ୍ମର ଖବର ସାମ୍ନାକୁ ଆସୁଛି  । ହେଲେ କହିବାକୁ ଗଲେ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି  । ଏହାରି…

ବିଦ୍ୟୁତ ଟାୱାର ଉପରେ ମୃତ୍ୟୁ ସହ ଖେଳ

ଯାଜପୁର : ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚାଲିଥିଲା ମୃତ୍ୟୁ ସହ ଖେଳ। ବହୁ ସମୟ ଧରି ବ୍ୟକ୍ତି ଜଣକ ଟାୱାର ଉପରେ ଚଢି ପାଟିତୁଣ୍ଡ କରୁଥିଲେ । ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର କହୁଥିଲେ । ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା  । ଅଗ୍ନିଶମବାହିନୀ ପହଞ୍ଚିଥିଲେ…

ହାର୍ ମାନିନି ମନୋବଳ, ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

ଯାଜପୁର: ପିଲା ବେଳୁ ଭିନ୍ନକ୍ଷମ । ତଥାପି ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି ସେ । ଆଜି ଜଣେ ସକ୍ଷମ ବ୍ୟକ୍ତି ହୋଇପାରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଏ ହେଉଛନ୍ତି ଯାଜପୁର ବିଞ୍ଝାରପୁର ବ୍ଲକ ପ୍ରୀତିପୁର ଗାଁର ସୁବାସ ଚନ୍ଦ୍ର ପାତ୍ର । ଘର ପାଖରେ ଏକ ଫାଷ୍ଟ ଫୁଡ଼ ଦୋକାନ କରି…

୪୦ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଯାଜପୁର: ଥମିବାର ନାଁ ନେଉନାହିଁ ରାଜ୍ୟରେ ଧଳା ଜହର କାରବାର । ଯାଜପୁର ସହରରେ ବୃଦ୍ଧି ପାଉଥିବା ଧଳା ଜହର କାରବାର ପୋଲିସ ଓ ଅବକାରୀ ବିଭାଗର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଆଜି ପୁଣି ଯାଜପୁରରୁ ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଯାଜପୁର ଥାନା ପୋଲିସ ବ୍ରାଉନ…

ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍, ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର: ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍ । ହଠାତ୍ ବେହୋସ୍ ହୋଇଗଲେ ଛାତ୍ର । ଡାକ୍ତରଖାନାରେ ଭର୍ତ୍ତି କଲେ ଶିକ୍ଷକ ହେଲେ ଚାଲିଗଲା ଛାତ୍ରର ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁ ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ । ସୂଚନା ଅନୁସାରେ,…

ଚୌଧୁରୀ ମହାବିଦ୍ୟାଳୟର ବିଏମପି ହୋଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ

ଯାଜପୁର: ଜିଲ୍ଲାର ସର୍ବ ପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ବିଏମପି ଛାତ୍ର ନିବାସରୁ ଛାତ୍ର ନିଖୋଜ। ନିଖୋଜ ଛାତ୍ର ଜଣଙ୍କ ହେଲେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ର ଚିରଞ୍ଜୀବ ସାହୁ। ଚିରଞ୍ଜୀବ ବିଂଝାରପୁର ଥାନା ଅନ୍ତର୍ଗତ ମଲ୍ଲିଆ ଗ୍ରାମର ଭରତ…

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ, ବଡ ବାପା ନାଁରେ ଅଭିଯୋଗ

ଯାଜପୁର: ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକାଙ୍କୁ ଅସୁସ୍ଥ ମାଆକୁ ମେଡ଼ିକାଲରେ ଦେଖା କରାଇବାକୁ କହି ସମ୍ପର୍କୀୟ ବଡ଼ବାପା ଦୟାନିଧି ଜେନା ବସ୍ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଦଶରଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି…