Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ଯାଜପୁର ରୋଡ୍‌ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ, ୨ ଗୁରୁତର

ଯାଜପୁର: ରାତି ୮ଟା ସମୟରେ ଯାଜପୁର ରୋଡ୍‌ ଲକ୍ଷ୍ମୀ ମାର୍କେଟରେ ଅଗ୍ନିକାଣ୍ଡ। କିରଣ ଲାଇଟ୍ ହାଉସ ଗୋଦାମ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ। ଅଗ୍ନିକାଣ୍ଡରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି…

ଅଲ୍ ଇଣ୍ଡିଆ ପୋଲିସ ଗେମରେ ଗୋଲଡ଼ ମେଡାଲ ପାଇଲେ ଓଡ଼ିଆ ପୁଅ ଅକ୍ଷୟ ମଲ୍ଲିକ

ଯାଜପୁର: ଅଲ୍ ଇଣ୍ଡିଆ ପୋଲିସ ଗେମରେ ଗୋଲଡ଼ ମେଡାଲ ପାଇଲେ ଓଡ଼ିଆ ପୁଅ। ରାଜ୍ୟ ତଥା ଜିଲ୍ଲା ପାଇଁ ଏଭଳି ସଫଳତା ଓ ସୁନାମ ଆଣିପାରିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପାଇକରାପୁର ଗ୍ରାମର ଅକ୍ଷୟ ମଲ୍ଲିକ। ଅକ୍ଷୟ ଓଆଇଏସଏଫରେ କାର୍ଯ୍ୟ କରୁଥିବା ବେଳେ ପିଲା ବେଳୁ ତାଙ୍କର ବଡି ବିଲଣ୍ଡିଙ୍ଗ…

ଶକ୍ତିପୀଠର କାହାଣୀ: ମହିଷାମର୍ଦ୍ଦିନୀ ଦ୍ଵିଭୁଜା ଦୁର୍ଗା ମା’ ବିରଜା

ଭୁବନେଶ୍ଵର: ଆରମ୍ଭ ହୋଇଛି ଜଗତଜନନୀ ମା'ଙ୍କ ଷୋଡ଼ଶ ପୂଜା ଉପଚାର । ମୂଳାଷ୍ଟମୀଠାରୁ ଶରତ କାଳୀନ ଦୂର୍ଗାପୂଜା ଆରମ୍ଭ ହେବା ସହ ପାରମ୍ପରିକ ଷୋଡ଼ଶ ଦିନାତ୍ମକ ପୂଜା ଜାରି ରହିଛି । ଦଶହରା ଯାଏ ୧୬ ଦିନ ଧରି ସମସ୍ତ ଶକ୍ତିପୀଠରେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ନଦୀରୁ…

ଶାରଦୀୟ ଦୁର୍ଗାପୂଜା ୨୦୨୩: ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠ କୁ ଅବତରଣ କରିବେ ମା । ସେଥିପାଇଁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଥିବା ଷୋଡଶ ଉପଚାର ପୂଜା ଏବଂ ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି…

ଯାଜପୁର ପାଣିକୋଇଲିରେ ଅଘଟଣ: ଗ୍ୟାସ୍ ଲିକ୍ ହୋଇ ଶାଶୁ , ବୋହୂ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଏକ ବଡ ଧରଣର ଅଘଟଣ  ।  ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କି ଲିକ୍ ହୋଇଛି  । ଫଳରେ ଶାଶୁ ବୋହୁ ଙ୍କ ଦେହରେ ନିଆଁ ଲାଗି ଯାଇଛି  । ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି  ।…

ସାଇବର ଠକେଇରେ ଲାଗିବ ବ୍ରେକ୍, ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ରାଜ୍ୟରେ ଦିନକୁଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ବଡ ବଡ ଶିକ୍ଷିତ ଲୋକମଧ୍ୟ ଫସିଯାଉଛନ୍ତି ଠକଙ୍କ ଜାଲରେ । ତେଣୁ ସାଇବର ଠକେଇକୁ ରୋକିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଜନସାଧାରଣଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବାକୁ ସାଇବର ସୁରକ୍ଷା…

ହଷ୍ଟେଲରେ ଡରାଉଛି ଭୂତ: ଆଶ୍ଚର୍ଯ୍ୟଜନକ ଭାବେ ବଦଳୁଛି ପିଲାଙ୍କ ବ୍ୟବହାର

ଯାଜପୁର: ସରକାରୀ ପଲିଟେକ୍ନିକର ଛାତ୍ରୀ ନିବାସରେ ଭୂତ ଭୟ। ଆଶ୍ଚର୍ଯ୍ୟଜନକ ଭାବେ ବଦଳୁଛି ଛାତ୍ରୀଙ୍କ ବ୍ୟବହାର। ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଗଡି ସ୍ଥିତ ସରକାରୀ ପଲିଟେକ୍ନିକରେ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି  । ଗତ ସପ୍ତାହରୁ କଲେଜ ପରିସରରେ ଏଭଳି ଭୂତ ଆତଙ୍କ ଦେଖାଦେଉଛି  ।…

କେନାଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଯାଜପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି  । ଖରସ୍ରୋତା କେନାଲ ରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ…

ବେଆଇନ ମଦ ଭାଟିରେ ଚଢଉ: ୧୦୦ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ଯାଜପୁର: ଯାଜପୁର ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି  ।  ଦଶରଥପୁର ଥାନା ପଲ୍ଲାସାହି ରେ ନକଲି ବିଦେଶୀ ମଦ ତିଆରି ବେଳେ ଚଢାଉ କରାଯାଇଛି  । ଫଳରେ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି  । ଏବଂ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି  । ଗିରଫ ଅଭିଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ…

ମା ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ : ସୁନିଆଁରୁ ମାଙ୍କର ଶାରଦୀୟ ପୂଜାର ହୋଇଛି ଶୁଭାରମ୍ଭ

ଯାଜପୁର: ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ମା ବିରଜା ଙ୍କ ଶାରଦୀୟ ପୁଜାର ଶୁଭାରମ୍ଭ ହୋଇଛି  । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୁଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ…