Latest Odisha News
Browsing Category

କଳାହାଣ୍ଡି

Kalahandi

ଡାକ୍ତର-ରୋଗୀ ପିଟାପିଟି, ହସ୍ପିଟାଲ ଭିତରେ ହାଇଡ୍ରାମା

ଧର୍ମଗଡ଼ (କଳାହାଣ୍ଡି): ହସ୍ପିଟାଲ ଭିତରେ ପିଟାପିଟି । ରୋଗୀ-ଡାକ୍ତର କଳି । ବଚସାରୁ ହାତାହାତି ଯାଏ କଥା ଯାଇଥିଲା । ରୋଗୀଙ୍କୁ ନିସ୍ତୁକ ପିଟିଲେ ଡାକ୍ତର । ହସ୍ପିଟାଲ ବାହାରେ ଓ ଭିତରେ ପିଟାପିଟି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼…

ମାଓବାଦୀଙ୍କୁ ମାଓ ସାମଗ୍ରୀ ଯୋଗାଣ ଅଭିଯୋଗ: ୩ ଗିରଫ, ୱକିଟକି ଓ ମୋବାଇଲ୍ ଜବତ

ଭବାନୀପାଟଣା: ମାସବାଦୀଙ୍କୁ ମାଓ ସାମଗ୍ରୀ ଅଭିଯୋଗରେ ଆଜି ନର୍ଲା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଦୁଇଟି ୱକିଟକି, ମୋବାଇଲ ଓ ଚାର୍ଜାର ଜବତ ମଧ୍ୟ ଜବତ ହୋଇଛି । ୩ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାରେ…

କୋଟିପତି କଲେଜ ପ୍ରିନ୍ସିପାଲ, ୫ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି କଲେଜ ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗତକାଲି ତାଙ୍କ ଘର, ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ…

ଭିଜିଲାନ୍ସ ଜାଲରେ କଳାହାଣ୍ଡି ହୀରାନୀଳା କଲେଜ ପ୍ରିନ୍ସିପାଲ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଚାଲିଛି । ବିଶ୍ୱନାଥପୁର କଲେଜର ଅଫିସ୍‌ ସମେତ ଭୁବନେଶ୍ୱର…

କଳାହାଣ୍ଡିରେ ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ

କଳାହାଣ୍ଡି : ମୃଦୁ ଭୂକମ୍ପରେ ଥରିଲା କଳାହାଣ୍ଡି । କଳାହାଣ୍ଡିରେ ଗୁରୁବାର ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ପ୍ରାୟ ୧୧.୩୦ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ର ଅକ୍ଷାଂଶ…

କଳାହାଣ୍ଡି ଧର୍ମଗଡରୁ ଆସିଲା ସାଙ୍ଘାତିକ ଅଭିଯୋଗ,ମୃତକଙ୍କ ନାମରେ ପଡିଛି ଭୋଟ୍

କଳାହାଣ୍ଡି : କଳାହାଣ୍ଡି ଧର୍ମଗଡରୁ ଆସିଛି ସାଂଙ୍ଘାତିକ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତରେ ମୃତକଙ୍କ ନାମରେ ଫଲ୍ସ ଫୋଟିଂ କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦୁଇଟି ଅଭିଯୋଗ ଧର୍ମଗଡ ବିଡିଓ ତଥା ନିର୍ବାଚନୀ ଅଧିକାରୀଙ୍କ…

କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୭ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । କେସିଙ୍ଗାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭ ଜଣ ଗୁରୁତର ହୋଇଛନ୍ତି । କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲାଖମନ ଠାରେ ଏହି ସଡ଼କ…

ଲଟେରୀ ଅଫର୍ ମାଧ୍ୟମରେ ଭୋଟରଙ୍କ ମନ ମୋହୁଛନ୍ତି ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକ

କଳାହାଣ୍ଡି : ଭୋଟ ପାଇଁ ଭୋଟରଙ୍କୁ ଲଟେରୀ ଲୋଭ ଦେଖାଇଲେ ପ୍ରାର୍ଥୀ । ନିର୍ବାଚନୀ ମଇଦାନରେ ପ୍ରାର୍ଥୀମାନେ ନିଜ ନିଜ ଶୈଳିରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏବେ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ…

ପୁଣି ହାତୀର ମୃତଦେହ ଉଦ୍ଧାର

ଭବାନୀପାଟଣା: ପୁଣି ହାତୀର ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରେ ଆଉ ଏକ ହାତୀର ମୃତଦେହ ଠାବ ହୋଇଛି । ବାଗପୁର ଗାଁ ନିକଟ ବିଲରେ ପଡ଼ିଛି ହାତୀର ମୃତଦେହ । ମୃତ ହାତୀର ଶରୀରରେ ସାମାନ୍ୟ କ୍ଷତ ଚିହ୍ନ ରହିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ । ଆଜି ଜରେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର…