Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ଚାଲିଥିଲା ଡିଲ୍, ମାଡିବସିଲା ଏସଟିଏଫ: ୨ଜଣଙ୍କୁ ଗିରଫ କଲା ବନବିଭାଗ

ଜୟପୁର: ଏସଟିଏଫ୍ ଜାଲରେ ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । କୋରାପୁଟ ଜିଲ୍ଲା ପୋଲିସ ଓ ଜୟପୁର ବନବିଭାଗ ସହାୟତରେ ଏସଟିଏଫ୍ ଜୟପୁର-ବୈପାରିଗୁଡା ବାଇପାସ ରୋଡରେ ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ରାସ୍ତା କଡରେ ଡିଲ ଚାଲିଥିବା ବେଳେ ଏସଟିଏଫ୍ ଏବଂ ବନ ବିଭାଗ ମିଳିତ…

ଲମତାପୁଟ ପୋଲିସକୁ ବଡ ସଫଳତା: ୨୫ କେଜି ଗଞ୍ଜେଇ ଜବତ, ଦୁଇ ବେପାରୀ ଗିରଫ

ଲମତାପୁଟ: ଲମତାପୁଟ ପୋଲିସକୁ ବଡ ସଫଳତା ମିଳିଛି  । ୨୫ କେଜି ଗଞ୍ଜେଇ ସହ ଦୁଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରେ । ଜଲାପୁଟ ରୁ ବାଣରାଶିକୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ପୋଲିସ ଏକ ଗଞ୍ଜେଇ…

ଚର୍ଚ୍ଚାରେ କୋରାପୁଟିଆ କଳାଜିରା ଧାନ, ଖୁବଶିଘ୍ର ମିଳିବ GI ଟ୍ୟାଗ୍

କୋରାପୁଟ: କୋରାପୁଟର କଫି, ଝାଡୁ, ସାବୁନ ଓ ହଳଦୀ ପରେ ଏବେ ବିରଳ କୋରାପୁଟିଆ କଳାଜୀରା ଧାନକୁ ମିଳିବାକୁ ଯାଉଛି ଜିଆଇ ଟ୍ୟାଗ । ସେହିପରି ଓଡିଶାର ୭ ଉତ୍ପାଦ ଯଥା ଓଡିଶାର ଖଜୁରି ଗୁଡ, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆ ସଉରାଙ୍କ ପଟ୍ଟଚିତ୍ର, ଢେଙ୍କାନାଳର ମଗଜ ଲଡୁ, ଶିମିଳିପାଳର…

ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ-୩ ରାକ୍ଷୀ ପ୍ରସ୍ତୁତ କଲେ ଜୟପୁରର ହସ୍ତଶିଳ୍ପୀ

ଜୟପୁର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା  ।  ଭାଈ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ  । ଏଥିପାଇଁ ସହରର ବିଭିନ୍ନ ରାକ୍ଷୀ ମାର୍କେଟରେ ଲୋକଙ୍କର ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି । ବଜାରରେ ବିଭିନ୍ନ ରକମର ରାକ୍ଷୀ ଉପଲବ୍ଧ ଥିବାବେଳେ ଚଳିତବର୍ଷ ପ୍ରସ୍ତୁତ ହୋଇଛି ଚନ୍ଦ୍ରାୟନ-୩…

କେନ୍ଦ୍ରର ଅନୁମୋଦନକୁ ଅପେକ୍ଷା: ଅଟକିଛି ଜୟପୁରରୁ-ବୋରିଗୁମ୍ମା ଏଲଇଡି ଆଲୋକୀକରଣ ପ୍ରସ୍ତାବ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫଲାଇନ୍ ରାସ୍ତା ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥରେ ୩୦୦ରୁ ଊର୍ଦ୍ଧ୍ବ ସୋଲାର ଏଲଇଡି ଲାଇଟ୍ ଲଗାଇବାକୁ ଜୟପୁର ଏନଏଚ ଡିଭିଜନ ଯୋଜନା କରିଛି। ଏ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଳାୟକୁ ପ୍ରସ୍ତାବ ଯାଇଛି ପ୍ରସ୍ତାବ। କିନ୍ତୁ  ଏଯାଏଁ…

ଦ୍ୱିତୀୟ ଗରିବ ଜିଲ୍ଲା ରାୟଗଡ଼ା: ନିତି ଆୟୋଗ ରିପୋର୍ଟ

ରାୟଗଡା: ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ, ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯୋଜାନାର ଅଭାବ ନାହିଁ  ତଥାପି ଜିଲ୍ଲାରେ  ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର  ନିତି ଆୟୋଗର ରିପୋର୍ଟ ସ୍ପଷ୍ଟ କରିଛି ।…

ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଏଏସଆଇ ଗିରଫ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଶା ପୋଲିସର ୨ ଏଏସଆଇ ଗିରଫ। ଗିରଫ ଦୁଇ ପୋଲିସ କର୍ମାଚାରୀ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନାର ଏଏସଆଇ ଶୁଭେନ୍ଦୁ ପ୍ରଧାନ ଓ ପିସି ନାୟକ। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ଗତ ୬ ତାରିଖ…

ଲକ୍ଷ୍ମୀପୁର ଭୁଇପାଟଣୀରେ ଟ୍ରେନ ଧକ୍କାରେ ୫ ଗାଈ ଓ ଜଣେ ମୃତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଭୁଇପାଟଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ଭୁଇପାଟଣୀ ଗ୍ରାମ ଦେଇ ଯାଇଥିବା ଟ୍ରେନ ଲାଇନରେ ମୁକୁନା ପ୍ରେପେକା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରେଳ ଧାରଣା ଦେଇ ଗାଈ ନେଇ ଆର ପାରିକୁ ଯାଉଥିବା ସମୟରେ ଟ୍ରେନ ଧକ୍କାରେ…

ବଗେଇପଦା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ସଦର ଥାନା ବଗେଇପଦର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ରାଓଙ୍କୁ ଶୁକ୍ରବାର ଗିରଫ ହୋଇଥିବା ଖବର ଅତିରିକ୍ତ ଏସପି ଉକ୍ରଳ କେଶରୀ ଦାସ ସୂଚନା ଦେଇଛନ୍ତି । ଗତ ମାସ ୨୮ ତାରିଖରେ ଜୟପୁର ପାୱାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀଙ୍କୁ…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…