Latest Odisha News

BREAKING NEWS

Browsing Category

କୋରାପୁଟ

Koraput

କୋରାପୁଟରେ ପୋଲିସ ଡିଜି: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ମାଓ ମୁକାବିଲାର ସମୀକ୍ଷା

କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସୁନାବେଡାରେ ପହଞ୍ଚି କୋରାପୁଟ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ଶାନ୍ତିପୂର୍ଣ୍ଣ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା…

ଓଡ଼ିଶା ପୁଣି ପଡ଼ିଶା: ଗଞ୍ଜେଇପଦରରେ ବାଣ୍ଟଲା ପଟ୍ଟା

କୋରାପୁଟ: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଓଡ଼ିଶାରେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିବା ଜଣାଯାଇଛି । କୋଟିଆ ପଞ୍ଚାୟତବାସୀଙ୍କୁ ଆନ୍ଧ୍ରମୁହାଁ କରିବା ପାଇଁ ପଡ଼ିଶା ରାଜ୍ୟ ପୁଣି ଆରମ୍ଭ କରିଛି ପ୍ରୟାସ । କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର…

ବ୍ୟାଙ୍କରୁ ସୁନା ଚୋରି ମାମଲାରେ ନିଲମ୍ବିତ ହେଲେ ନାରାୟଣପାଟଣା ଆଇଆଇସି

କୋରାପୁଟ :ସୁନା ଚୋରି ମାମଲାରେ ନିଲମ୍ବିତ ହେଲେ ନାରାୟଣପାଟଣା ଆଇଆଇସି । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ଆଇଆଇସି ନିଲମ୍ବିତ ହୋଇଛନ୍ତି । କୋରାପୁଟ ଏସପି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଲକ୍ଷ୍ମୀପୁର ବ୍ୟାଙ୍କ ଲକରରୁ  ସୁନା ଚୋରି ଘଟଣାରେ ତାଙ୍କର ହାତ ଥିବା…

[ଭିଡ଼ିଓ] STF ପଞ୍ଝାରେ ୨ ବଜ୍ରକାପ୍ତା ଚୋରା ଚାଲାଣକାରୀ, ଗୋଟିଏ ବଜ୍ରକାପ୍ତା ଉଦ୍ଧାର

କୋରାପୁଟ: ଏସଟିଏଫ୍ ପଞ୍ଝାରେ ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀ । କୋରାପୁଟ-ବୋରିଗୁମ୍ମା ବାଇପାସ୍ ନିକଟରେ ଚଢ଼ାଉ କରି ଧରିଲା ଏସଟିଏଫ୍ ଓ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଧମ…

କୋରାପୁଟରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ

କୋରାପୁଟ :ଆଜି ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । କୋରାପୁଟରେ ମଧ୍ୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଅବଦୁଲ୍ଲ୍ ଅକ୍ତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତ୍ତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।ଚଳିତ ଥର କୋଭିଡ ଗାଇଜ ଲାଇନ…

ପରିବା ମାର୍କେଟରେ ନିଆଁ, ୪୦ ଦୋକାନ ଛାରଖାର

ଜୟପୁର(କୋରାପୁଟ): ପରିବା ମାର୍କେଟରେ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୪୦ ଦୋକାନ। କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିଦ୍ୟାଧର ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ପରିବା ବଜାର ସମ୍ପୂର୍ଣ୍ଣ  ଛାରଖାର ହୋଇ ଯାଇଛି। ଗତକାଲି ରାତି…

ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୋରାପୁଟ: ଚଳନ୍ତା ହାଇୱାରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା । ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡ଼ିଙ୍ଗାମାଳି ଅଞ୍ଚଳରେ । ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପାହାଡ଼ଠାରୁ ବକ୍ସାଇଟ ବହନ କରୁଥିବା ହାଇୱାରେ ଗତକାଲି…

ଜୟପୁରରେ ସାଧାରଣତନ୍ତ୍ର ଦିବସ ନେଇ ପ୍ରସ୍ତୁତି ବୈଠକ

କୋରାପୁଟ: ଜୟପୁରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉପଜିଲ୍ଲାପାଳ ଦେବବର ପ୍ରଧାନଙ୍କ ସଭାପତିତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା ।ଏହି ବୈଠକରେ ଆସନ୍ତା ସାଧାରଣତନ୍ତ୍ର ଦିବସ  ଦଶହରା ପଡିଆରେ କରବା ନେଇ ସ୍ଥିର ହୋଇଥିଲା । ସରକାରୀ ଏବଂ…

ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ପୋଲିସ, ୨ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ପୋଲିସ । ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣବେଳେ ପୋଲିସ ହାତରେ ଧରାପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ । ଗଞ୍ଜେଇ ଭର୍ତ୍ତି ଏକ ପିକଅପ୍ ଭ୍ୟାନ ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ,…

ଶବ ସାପକୁ ଜଗିରହିଥିବା ସାପର ସମ୍ପର୍କ କ’ଣ?

କୋରାପୁଟ: ଶୀତୁଆ ରାତିର ରାଜୁତି । କିଟମିଟ୍ ଅନ୍ଧାର, ଖାଁ ଖାଁ ରାସ୍ତା । ଶୀତକୁ ଖାତିର ନକରି ରାସ୍ତା ଉପରେ ସାଥୀକୁ ଜଗିଛି ସାଥୀଟିଏ । ରାସ୍ତା ପାରିବେଳେ କେଉଁ ଏକ ଅମଣିଷ, ଗାଡ଼ି ମଡେଇ ଚାଲିଗଲା । ସେଇ ରାସ୍ତା ଉପରେ ହିଁ ସାପଟିର ଜୀବନ ଚାଲିଗଲା । କଳା ମଚମଚ ରାସ୍ତା ଉପରେ ପଡ଼ିଥିଲା…