Latest Odisha News

BREAKING NEWS

Browsing Category

ମାଲକାନଗିରି

Malkangiri

ପୋଲିସ ଗୁଳିରେ ହାର୍ଡ଼କୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟର। ପୋଲିସ ଗୁଳିରେ ଜଣେ ହାର୍ଡ଼କୋର ମାଓବାଦୀ ନିହତ। ଛୋଟେ ଡ଼ଙ୍ଗର ଥାନା ଅନ୍ତର୍ଗତ ବହକର ଜଙ୍ଗଲରେ ନକ୍ସଲମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି…

୧୦୦ କୋଟିର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ମାଲକାନଗିରି ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ସଫଳତା । ସ୍ୱଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ଟଙ୍କାର ବେଆଇନ ଗଞ୍ଚେଇ ଗଛକୁ ନଷ୍ଟ କରିଛି ମାଲକାନଗିରି ପୋଲିସ । ଏହି ଗଞ୍ଜେଇର ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱଭିମାନ ଅଞ୍ଚଳରେ…

ବଣ୍ଡାଘାଟିରେ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ମାଲକାନଗିରି: ବଣ୍ଡାଘାଟିରେ ୬୫ହଜାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ବଡ଼ଡ଼ୁରାଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ବଜାର ମୂଲ୍ୟ ୪୦କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ତହସିଲଦାର ରାମ କୃଷ୍ଣ ନାୟକଙ୍କ…

ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଗ୍ୟାଙ୍ଗର କାରନାମା ଭିଡ଼ିଓ

ମାଲକାନଗିରି: ପୁଣି ସାମ୍ନାକୁ ଆସିଛି ଆଉ ଏକ ଗ୍ୟାଙ୍ଗର କାରନାମା। ଭୁବନେଶ୍ୱର କେବିଏନ୍, କଟକର ପବ୍ଲିକ ଷଣ୍ଢ, ବଲାଙ୍ଗୀରର କିଙ୍ଗ୍ ଗ୍ରୁପ ଭିଡ଼ିଓ ଭାଇରାଲ ପରେ ମାଲକାନଗିରିରେ ବି ଦେଖିବାକୁ ମିଳିଛି ସମାନ ଷ୍ଟାଇଲର ଦୃଶ୍ୟ। କ୍ୟାମରାରେ କଏଦ ହୋଇ ଏହି ଦୃଶ୍ୟ ଭାଇରାଲ ହେବା ପରେ ସମଗ୍ର…

ପୋଲିସର ଗୁଇନ୍ଦା ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ତାତିଲେ ମାଓବାଦୀ। ପୋଲିସର ଗୁଇନ୍ଦା ଯବାନଙ୍କୁ ହତ୍ୟା କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲା ଟେଟମ ଗ୍ରାମରେ ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟେଟମ ଗାଁରେ ୧୦ରୁ ୧୫ଜଣ ଶସସ୍ତ୍ର ମାଓବାଦୀ ଉମେଶ ମାରକାମ ନାମକ ଜଣେ…

ଅପହୃତ ୫ଜଣ ଆଦିବାସୀଙ୍କୁ ମୁକ୍ତ କଲା ଲାଲବାହିନୀ

ମାଲକାନଗିରି: ପୋଲିସ ଇନଫର୍ମର ସନ୍ଦେହରେ ଅପହୃତ ୫ଜଣ ଆଦିବାସୀଙ୍କୁ ମୁକ୍ତ କଲା ଲାଲବାହିନୀ। ମୁକ୍ତ ହେଲା ପରେ ସେମାନେ ନିଜ ଗ୍ରାମ ବାଟେରଠାରେ ପହଞ୍ଚିଥିଲେ। ସୂଚନା ଅନୁସାରେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କଣ୍ଟା ଥାନା ଅନ୍ତର୍ଗତ ବାଟେର ଗ୍ରାମର ୫ଜଣ ଆଦିବାସୀଙ୍କୁ…

ସିଆରପିଏଫ୍ ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୪ଜଣ ଯବାନ

ମାଲକାନଗିରି: ସିଆରପିଏଫ୍ ଯବାନଙ୍କ ଗୁଳିରେ ଚାରି ଜଣ ସାଥୀ ଯବାନ ପ୍ରାଣ ହରାଇଛନ୍ତି। ଏପରି ଅଭାବନୀୟ ଘଟଣା ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି। ତିନି ଜଣ ଗୁରୁତର ଅଛନ୍ତି। ଗୁଳି ଚାଳନା କରିଥିବା ଯବାନ ହେଲେ ରିତେଶ ରଞ୍ଜନ। ସୂଚନା ଅନୁସାରେ,…

ପୋଲିସ ଇନଫର୍ମର ସନ୍ଦେହରେ ପାଞ୍ଚ ଜଣ ଆଦିବାସୀଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ପୋଲିସ ଇନଫର୍ମର ସନ୍ଦେହରେ ପାଞ୍ଚ ଜଣ ଆଦିବାସୀଙ୍କୁ ଅପହରଣ କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କଣ୍ଟା ଥାନା ଅନ୍ତର୍ଗତ ବାଟେର ଗ୍ରାମରେ ଘଟଣା ଘଟିଛି। ଅପହୃତ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସର୍ବ ଆଦିବାସୀ ସମାଜ ଅନୁରୋଧ କରିଛି। ତେବେ ଏନେଇ…

ସିଆରପିଏଫ୍ ଯବାନ ପ୍ରସୂତି ଓ ନବଜାତ ଶିଶୁର ଜୀବନ ବଞ୍ଚାଇଲେ

ମାଲକାନଗିରି : ସିଆରପିଏଫ୍ ଯବାନଙ୍କ ମହାନତା । ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲାରେ ଜଣେ ପ୍ରସୂତିଙ୍କ ଜୀବନକୁ ବଞ୍ଚାଇ ପୁଣି ଥରେ ମାନବିକାତାର ପରିଚୟ ଦେଇଛନ୍ତି ମାଓ ପ୍ରବଣ ଅଞ୍ଚଳରେ ନିୟୋଜିତ ସୁରକ୍ଷା କର୍ମୀ। ଗତକାଲି ଡିଆରଜି ଓ ସିଆରପିଏଫର ଯବାନ ମାନେ କମ୍ବିଂ ଅପରେସନ…

ଦାନ୍ତେୱାଡ଼ାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ମହିଳା ମାଓବାଦୀ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ତିନି ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କଟେକଲ୍ୟାଣ ଥାନା ଅନ୍ତର୍ଗତ ଅରବାଲ ଜଙ୍ଗଲ ଭିତରେ ମାଓବାଦୀମାନେ ଏକ କ୍ୟାମ୍ପ କରି…