Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଭସ୍ମୀଭୂତ

ମୋରଡା : ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ଭସ୍ମୀଭୂତ ହୋଇଛି । ମୟୁରଭଞ୍ଜ ମୋରଡା ବ୍ଲକ ବଡ଼ମୁଣ୍ଡାବଣିରେ ନିଆଁ ଲାଗି ଜଣକ ଘର ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର କେଦାର ଚନ୍ଦ୍ରଙ୍କ ତିନି ବଖରା ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଯେଉଁଥିରେ ପରିବାରର ଖାଦ୍ୟ…

ରାସ୍ତା ନଥିବାରୁ ଖଟିଆରେ ବୋହି ପ୍ରତିବାଦ

ସାରସକଣା: ମୌଳିକ ସୁବିଧାରୁ ବଞ୍ଚିତ ବାଙ୍କଦହ ଗ୍ରାମବାସୀ । ଖଟିଆରେ ବୋହି ନିଜ ଦାବି ଜଣାଇଲେ । ମୟୂରଭଞ୍ଜ ବାଙ୍କଦହ ଗ୍ରାମ ମୁରୁଣିଆ ପଂଚାୟତର ଏକ ଗାଁ । ଏହି ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯିବା ପାଇଁ ସାରସକଣା ପଂଚାୟତ ମହୁଲବରେଇ ହୋଇ କୋଚିଲା ନାଳ ପାରି ହୋଇ…

ବାରିପଦାରେ ରଥଯାତ୍ରାକୁ ଅନୁମତି ଦାବିରେ ପଦଯାତ୍ରା

ବାରିପଦା: ପୁରୀ ଭଳି କୋଭିଡ୍ କଟକଣାରେ ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି । ଏନେଇ ଆଜି ବାରିପଦାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ହୋଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ ସମେତ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା । ମଠମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ…

ଚିକିତ୍ସା ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଯୁବକ

ବାରିପଦା: ଚିକିତ୍ସା ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଯୁବକ । ହସପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ  । ଆଉ ମୃତ୍ୟୁ ସହ ସଂଗ୍ରାମ କରୁଛି ଜଣେ ଯୁବକ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଯୁବକ ଜଣକ ଜୀବନ ବଂଚିବାକୁ ସଂଘର୍ଷ କରୁଛନ୍ତି । ପାରିବାରିକ କଳହ ଯୋଗୁ ମହୁଳିଆ…

ନିଶାସକ୍ତ ଜେଲ୍ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ

ଉଦଳା: ନିଶାସକ୍ତ ଜେଲ୍ ୱାର୍ଡରଙ୍କ ଉନ୍ମୁକ୍ତ କାଣ୍ଡ । । ନିଶା ଗ୍ରସ୍ତ ହୋଇ ସବଇନସପେକ୍ଟରଙ୍କୁ ହାତ ଉଠାଇବା ସହିତ ଦୁର୍ବ୍ୟହାର କରିଥିବା ହୋଇଛି ଅଭିଯୋଗ । ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ଥାନା ଅଞ୍ଚଳରେ । ନିଶାରେ ସବ ଇନ୍ସପେକଟରଙ୍କୁ ହାତ ଉଠାଇଲେ ଜେଲ ୱାଡ଼ର ।ମଙ୍ଗଳବାର ସନ୍ଧ୍ୟାରେ ଉଦଳା…

ମର୍ମନ୍ତୁଦ ସଡକ ଦୁର୍ଘଟଣା ..ଜଣେ ମୃତ ,୨ ଗୁରୁତର

ବାରିପଦା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ତେବେ ଏକ କାର ଦୁର୍ଘଟଣାରେ ଘଟଣାସ୍ଥଳରେ…

ଗୋଚରଜମି ଦଖଲ ନେଇ ନାବାଳକକୁ ହତ୍ୟା

ବାରିପଦା : ଗୋଚରଜମି ଦଖଲକୁ ନେଇ ହତ୍ୟାକାଣ୍ଡ । ଦଶମ ଶ୍ରେଣୀ ଛାତ୍ର ହରେକୃଷ୍ଣ ମହାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ଦୁବୃର୍ତ୍ତ ।। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ମହୁଲବଣୀ ଗାଁରେ । ସରକାରୀ ଗୋଚର ଜମି ଦଖଲକୁ ନେଇ ଉନ୍ମତ୍ତ କାଣ୍ଡ । ବିବାଦ ଯୋଗୁଁ ଚାଲିଗଲା…

ଅପରାଧୀଙ୍କୁ ଧରିବାକୁ ଯାଇ ଥାନା ଅଧିକାରୀ ଆହତ

ବାରିପଦା : ଅପରାଧୀଙ୍କୁ ଧରିବାକୁ ଯାଇ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ । ଏହି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସଦର ଥାନାରେ। ତେବେ ପାଞ୍ଚଦିନ ପୂର୍ବରୁ ଶ୍ୟାମାଖୁଣ୍ଟ ବ୍ଲକ ବିଡିଓ ଜୟକୃଷ୍ଣ ପାତ୍ରଙ୍କୁ ବିଲ୍ ନକରିଦେବାରୁ କିଛି ଠିକାଦାର ମାଡ଼ମାରିବା ସହ ଦୁର୍ବ୍ୟବହାର କରିଥିଲ ।…

ମୋରଡାରେ ଦୁର୍ଘଟଣା,ଜଣେ ଆହତ

ମୟୁରଭଞ୍ଜ: ଚିପ୍ସ ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଛି । ମୋରଡା ବ୍ଲକ ଭାଲିଆଡିହାର କଲରାଫୁଲିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ଚିପ୍ସ ବୋଝେଇ ହାଇୱା ବାରିପଦାରୁ ଅମର୍ଦା ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରେଇ ରାସ୍ତା ମଝିରେ ଓଲଟି ଯାଇଥିଲା । ଡ୍ରାଇଭର ଜଣଙ୍କୁ ଆହତ…

ଘାଟିରେ ଓଲଟିଲା ଆମ୍ବୁଲାନ୍ସ

ଉଦଳା : ରୋଗୀ ଆଣିବାକୁ ଯାଉଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ । ଶନିବାର ଦିନ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣିବାକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଶରତ ଘାଟିରେ ଓଲଟି ପଡ଼ିଛି ।ଗାଡ଼ିରେ ଥିବା ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି।…