ଟ୍ରାଫିକ ସଚେତନତା ସୃଷ୍ଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନୋଟାର ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଟାଫ୍ରିକ ସଚେତନତାକୁ ନେଇ ହୋଇଥିବା ଅନଲାଇନ ପ୍ରତିଯୋଗିତା ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ନୋଟାର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟ ସମୂହର ଉପଦେଷ୍ଟା ବିଜୟ ସାହୁ । ଏହି ଅବସରରେ ଏସଏମ୍‌ଇର ପ୍ରମୁଖ...

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର କଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର। ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲାକୁ ସ୍ଥାନାନ୍ତର କରାଯାଇଛି। ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ଯାକଗ୍ରାଉଣ୍ଡ ଆଧାରରେ ମାମଲାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀନ ଅପରାଧରେ ଅଭିଯୁକ୍ତର ବୟସ...

ନିଆଁ ଆଁରେ ଚାଲିଗଲା ୬ଟି ପରିବାରର ୮ ବଖରା ଘର

ନୟାଗଡ଼: ରାତିରେ ଲାଗିଲା ନିଆଁ । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପିଲା । ଚାହୁଁ ଚାହୁଁ ନିଆଁ ଗିଳିଦେଲା ୮ ବଖରା ଘର । ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଥରଦ୍ୱାର ଗାଁରେ ଏହି ଅଗ୍ନିକାଣ୍ଡ ହୋଇଛି...
Special Squad Of Commissionerate Police Arrested 4 Lootera In City

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ପୋଲିସ ଅଧିକାରୀ

ନୟାଗଡ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୟାଗଡ ବାଣୀଗୋଛା ଏଏସ୍‌ଆଇ । ଆଜି ଜଣେ ବ୍ୟକ୍ତିଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ, ବାଣୀଗୋଛା ଥାନା ଅନ୍ତର୍ଗତ କୁଳକୁମ୍ଫା...

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଆବେଦନ ଉପରେ ଆଜି ବିଚାର

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ହେବ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍-SIT କରିଥିବା ଆବେଦନର ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ...

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ...

ଜୁଭେଲାଇଲ୍ ଜଷ୍ଟିସ ବୋର୍ଡରେ ହାଜର ହେଲା ପରୀ ହତ୍ୟାକାଣ୍ଡର ନାବାଳକ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର 'ପରୀ' ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ଅଭିଯୁକ୍ତ ନାବାଳକ । ଅନୁଗୁଳ ବାଳସୁଧାର ଗୃହରୁ ତାକୁ ଆଣି ହାଜର କରାଯାଇଛି । ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ଦେବାକୁ ଏସଆଇଟି କରିଥିବା ଆବେଦନ...

ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ପରୀ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ: ଯଦୁପୁର ପରୀ ହତ୍ୟା ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ସରୋଜ ସେଠୀକୁ ହାଜର କରାଇଲା ଏସଆଇଟି । ଆଜି କୋର୍ଟରେ ସରୋଜର ମାଆ ଓ ଭଉଣୀ ବି ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି...

ପରୀ ହତ୍ୟା ମାମଲା: ଚାର୍ଜସିଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସାଇଟିକୁ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଘଟଣାକୁ ବହୁ ଦିନ ବିତିଯାଇଥିବାରୁ ଶୀଘ୍ର ଚାର୍ଜସିଟ୍ ଦାଖଲ...

ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ ପରେ ରିମାଣ୍ଡରେ ନେଇ ଜେରା କରୁଛି ଏସଆଇଟି । ଅଧିକ ତଥ୍ୟ ହାସଲ କରୁଛି । ଏପଟେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ଆଜି ଯଦୁପୁର ଗାଁରେ ପହଞ୍ଚି ଖୋଳତାଡ କରୁଛନ୍ତି...

ସାହିତ୍ୟ