Odisha High Court Cancelled Education Department Notification

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ...

ଜୁଭେଲାଇଲ୍ ଜଷ୍ଟିସ ବୋର୍ଡରେ ହାଜର ହେଲା ପରୀ ହତ୍ୟାକାଣ୍ଡର ନାବାଳକ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର 'ପରୀ' ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ଅଭିଯୁକ୍ତ ନାବାଳକ । ଅନୁଗୁଳ ବାଳସୁଧାର ଗୃହରୁ ତାକୁ ଆଣି ହାଜର କରାଯାଇଛି । ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ଦେବାକୁ ଏସଆଇଟି କରିଥିବା ଆବେଦନ...

ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ପରୀ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ: ଯଦୁପୁର ପରୀ ହତ୍ୟା ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ସରୋଜ ସେଠୀକୁ ହାଜର କରାଇଲା ଏସଆଇଟି । ଆଜି କୋର୍ଟରେ ସରୋଜର ମାଆ ଓ ଭଉଣୀ ବି ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି...

ପରୀ ହତ୍ୟା ମାମଲା: ଚାର୍ଜସିଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସାଇଟିକୁ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଘଟଣାକୁ ବହୁ ଦିନ ବିତିଯାଇଥିବାରୁ ଶୀଘ୍ର ଚାର୍ଜସିଟ୍ ଦାଖଲ...

ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ ପରେ ରିମାଣ୍ଡରେ ନେଇ ଜେରା କରୁଛି ଏସଆଇଟି । ଅଧିକ ତଥ୍ୟ ହାସଲ କରୁଛି । ଏପଟେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ଆଜି ଯଦୁପୁର ଗାଁରେ ପହଞ୍ଚି ଖୋଳତାଡ କରୁଛନ୍ତି...

ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଉଛି ଏସଆଇଟି, ମିଳିପାରେ ଅଧିକ ତଥ୍ୟ ପ୍ରମାଣ

ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଏସଆଇଟି । ଅଧିକ ପଚରାଉଚରା ପାଇଁ ଆଜିଠାରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇଛି । ଏପଟେ ଯଦୁପୁର ଗାଁ ପୋଖରୀରୁ ପାଣି ଶୁଖାଇବା ଆରମ୍ଭ ହୋଇଛି ।...

ପରୀ ହତ୍ୟା ଘଟଣାର ଗିରଫ ଅଭିଯୁକ୍ତଙ୍କୁ ଆଜି ପକସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ନୟାଗଡ: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା...

ପରୀ ହତ୍ୟାକାରୀକୁ ଗିରଫ କଲା ଏସଆଇଟି

ଭୁବନେଶ୍ୱର : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ହତ୍ୟାକାରୀ ଗିରଫ । ଗିରଫ ବ୍ୟକ୍ତି ଜଣକ ଯଦୁପରୁର ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ନୟାଗଡ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଗିରଫ ଅଭିଯୁକ୍ତକୁ ହାଜର କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ...
IPS Arun Bothra Asks Houston Authorities To Visits Odisha Over American Journalists Erica Simon Tweets

ପରୀ ହତ୍ୟା ମାମଲା, ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ନୟାଗଡ଼: ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଏସଆଇଟି । ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରୁ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଟିମ ଉଠାଇ ନେଇଥିବା ସୂଚନା ମିଳିଛି । ତିନି ଜଣଙ୍କୁ ନେଇ...

ପରୀକୁ ନ୍ୟାୟ ପାଇଁ ବିଜେପି କରିବ ପଦଯାତ୍ରା

ଭୁବନେ‌ଶ୍ୱର:  ପରୀକୁ ନ୍ୟାୟ ଦେବାକୁ ବିଜେପି ପକ୍ଷରୁ କରାଯିବ ପଦଯାତ୍ରା । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ଦଳ ପକ୍ଷରୁ ଏହି ପଦଯାତ୍ରା ୨୦ରୁ ବାହାରି ପରୀ ଗାଁ ନୟ।ଗଡ ଯଦୁପୁରକୁ ଯିବ ।  ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି...

ସାହିତ୍ୟ