Latest Odisha News

BREAKING NEWS

Browsing Category

ନୟାଗଡ଼

Nayagarh

ନୟାଗଡ ମହାବିଦ୍ୟାଳୟରେ କରୋନା, ଜଣେ ପଜିଟିଭ୍ ଚିହ୍ନଟ

ନୟାଗଡ : ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ପସିଲା କରୋନା । ମହାବିଦ୍ୟାଳୟ  ଫିଜିକ୍ସ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧ୍ୟାପକ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ବିଭାଗକୁ…

କ୍ୟାମେରାରେ କଏଦ ହେଲା କଳାବାଘ

ଦଶପଲ୍ଲା : କ୍ୟାମେରାରେ କଏଦ ହେଲା କଳାବାଘ । ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ବାଣିଗୋଛାର ବାଈଶୀପଲ୍ଲୀ ଅଭୟାରଣ୍ୟ ଅଂଚଳରେ ଏକ ବିରଳ କଳା ଚିତାବାଘ ଚିହ୍ନଟ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ଏହି ବାଘ ଚିହ୍ନଟ ହୋଇଛି। ଏହାର ବୟସ ପ୍ରାୟ ୩ରୁ ୪ ବର୍ଷ…

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ରେଡ୍

ନୟାଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ । ଆୟ ବର୍ହିଭଊତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଏତିକିବେଳେ ତାଙ୍କ ଘରୁ ନଗଦ ୨ଲକ୍ଷ ୭୪ହଜାର ୭୫ ଟଙ୍କା…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଆର୍.ଡି ଡିଭିଜନ ଆସିଷ୍ଟାଣ୍ଡ ଇଞ୍ଜିନିୟର ଋଷିନାଥ ବରାଳ । ତାଙ୍କର ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ ଚାଲିଛି । ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛନ୍ତି ଭିଜିଲାନ୍ସର ୪ଟି ଟିମ୍ । ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର…

କଙ୍ଗାରୁ କୋର୍ଟରେ ସଜ୍ଜା ! ଜୀବନ ହାରିଲେ ଯୁବକ

ନୟାଗଡ଼ : କଙ୍ଗାରୁ କୋର୍ଟର କଠୋର ନିଷ୍ପତ୍ତିରେ ଜୀବନ ହାରିଲେ ଯୁବକ । କଙ୍ଗାରୁ କୋର୍ଟରେ ଭୁଲ୍‌ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍‌ ଦେଇଥିଲେ ଯୁବକ ଜଣକ । ଏହାପରେ ଏଥିରେ ଅପମାନିତ ହୋଇ ଯୁବକ ଜଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ନୟାଗଡ଼ ଜିଲ୍ଲା ଖତିଆଁ…

ମର୍ଣ୍ଣିଂ ଓ୍ୱାକ୍ ବେଳେ ମାଡ଼ିଗଲା ଟ୍ରକ: ୨ ମହିଳା ମୃତ, ଜଣେ ଗୁରୁତର

ନୟାଗଡ଼: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ୩ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛନ୍ତି । ଆଉ ଜଣେ ଗୁରୁତର ଅଛନ୍ତି । ନୟାଗଡ଼-ଖୋର୍ଦ୍ଧା ରାସ୍ତାର ନୟାଗଡ଼ ଜିଲ୍ଲା ନୂଆଗାଁ ସଁପଡ଼ା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।…

ଶହେ ଛେଳି ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍

ନୟାଗଡ଼: ଛେଳିପଲ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ । ଏଥିରେ ଶହେ ଛେଳିଙ୍କର ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ା ଝୋଲା-ଓଡ଼ଗାଁ ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରୁ ଚମ୍ପଟ ମାରିଛି…

ଫାଟିଲା ଗ୍ୟାସ୍ ଟାଙ୍କି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନୟାଗଡ଼: ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଥିରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବିରିଡିହ ଗାଁରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ…

ବଜ୍ରାଘାତରେ ଜଣେ ଚାଷୀ ମୃତ

ଚାନ୍ଦପୁର: ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ । ଏହି ସମୟରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲା ଚାନ୍ଦପୁର ଥାନା କଟକ ସହର ଗ୍ରାମର ଯୁବ ଚାଷୀ ସଂଜିତ୍ ରଞ୍ଜନ ସେନାପତି । ବାପାଙ୍କ ସହ ଚାଷ କରୁଥିବା ଜମିକୁ ଯାଇଥିବା ବେଳେ ବର୍ଷା ହୋଇଥିଲା । ଆଉ ସେତିକିବେଳେ…

ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ୍ ଡିଲ୍, ବେପାରୀ ବେଶରେ ୨ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୟାଗଡ଼: ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଡିଲ୍ । ଖବର ପାଇଁ ବେପାରୀ ବେଶରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏତିକିବେଳେ ଦୁଇ ବନ୍ୟଜନ୍ତୁ ବେପାରୀଙ୍କୁ ବାନ୍ଧିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହାତୀ…