ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୁକ୍ରବାର ଦିନ ବଜ୍ରପାତ ଯୋଗୁଁ ୧୧ ବ୍ୟକ୍ତିିଙ୍କ ପ୍ରାଣହାନୀ ଘଟିଛି । କେବଳ ବାଲେଶ୍ୱର ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧ଜଣ, ମୟୁରଭଞ୍ଜରେ ୫ ଜଣ ଓ କେନ୍ଦ୍ରାପଡ଼ାରେ ଜଣଙ୍କର ବଜ୍ରପାତରେ...

କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ଯାଆଁଳା ଭାଇ ଘରକୁ ଫେରିବେ: ମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଯାଇ ଚିକିତ୍ସିତ ହେଉଥିବା ଯାଆଁଳା ଶିଶୁ ଜଗା-କାଳିଆଙ୍କୁ ଭେଟିଛନ୍ତି । ବର୍ତ୍ତନମାନ ଜଗା-କାଳିଆ ଓଡ଼ିଶା ଫେରିବେ ନାହିଁ, କାଳିଆ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କଲେ...

ଭଦ୍ରକ: ଗୋଟିଏ ମଶାଣିରେ ଜଳିଲା ୫ଟି ନିଷ୍ପାପ ପିଲାଙ୍କ ଜୁଇ, ଗାଁ’ରେ ଶୋକାକୂଳ ପରିସ୍ଥିତି

ଭଦ୍ରକ : ବୁକୁଫଟା କାନ୍ଦରେ ମଶାଣି ଭୁଇଁ ଥରିଉଠିଛି । ସାଙ୍ଗସାଥି, ବନ୍ଧୁ କୁଟମ୍ବ ଏବଂ କୋମଳମତୀ ପିଲାମାନଙ୍କର ଶେ।।କାତୁର ବାପାମାଆଙ୍କର କାନ୍ଦୁରା ମୁହଁ ଶ୍ମଶାନରେ ଏକ ଶୋକାକୂଳ ପରିବେଶ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଶ୍ମଶାନରେ ଗୋଟିଏ ଗାଁ’ର ୫ଟି...

ଓଡ଼ିଶାରେ ବନ୍ୟା ଆଶଙ୍କା ଦୃଢିଭୂତ: ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର : ଭାରତୀୟ ପାଣିପାଗର ସତର୍କ ସୂଚନାନୁଯାୟୀ ଆଗମୀ ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବୃଷ୍ଟିପାତ ହେବ । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା କରି ଓଡ଼ିଶା ସରକାର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତିର ମୁକାବିଲା ଲାଗି...

୨୪ରେ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ: ଜଳସ୍ତର ବୃଦ୍ଧି ନେଇ ଉଦବେଗ

ସମ୍ବଲପୁର : ଜୁଲାଇ ୨୪ ତାରିଖରେ ହିରାକୁଦ ଡ୍ୟାମର ବନ୍ୟାଜଳ ପ୍ରଥମ ଥର ଲାଗି ନିଷ୍କାସିତ ହେବ ବୋଲି ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଜଣାଇଛନ୍ତି । ହିରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି, ହୀରାକୁଦ ଜଳଭଣ୍ଡାରର ଜଳ ପତ୍ତନ ଆଜି ସକାଳ...

ସଂସଦରେ ଅନାସ୍ଥା ପ୍ରସ୍ତାବ: ବିଜେଡ଼ି ମତଦାନରୁ ବିରତ ରହି କକ୍ଷତ୍ୟାଗ କଲା, ୭ଘଣ୍ଟାର ଆଲୋଚନା ଆରମ୍ଭ ହେଲା

ନୂଆଦିଲ୍ଲୀ : କୁହାଯାଏ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ଚାଣକ୍ୟ ନୀତି ଅବଲମ୍ବନ କରିଥାନ୍ତି, ଏବଂ ତାହା ଆଜି ମଧ୍ୟ ଲୋକସଭାରେ ପ୍ରମାଣିତ ହେଲା । ଅତୀତରେ ବାଡ଼ି ଭାଙ୍ଗିବନି କି ସାପ ମରିବନି ନୀତିରେ ରାଜ୍ୟ ରାଜନୀତିରେ ପୋଖତ ଖେଳ...

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ବିଜେଡ଼ି ସଂସଦୀୟ ଦଳର ବୈଠକ: ଆଲୋଚନା ବେଳେ ଗୃହରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ...

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ବିରୋଧ କରି ଲୋକସଭାରେ ଆଜି ଆଗତ ହେଉଛି ଅନାସ୍ଥା ପ୍ରସ୍ତାବ । ଦେଲୁଗୁ ଦେଶମ ପାର୍ଟି ଏହି ଅନାସ୍ଥା ପ୍ରସ୍ତାବ ଆଣିଛି । ତେବେ ଆଜିର ଏହି ଅନାସ୍ଥା ପ୍ରସ୍ତାବରେ ବିଜେଡ଼ିର ପ୍ରମୁଖ ଭୁମିକା ମଧ୍ୟ ରହିଛି...

ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ: ଚର୍ଚ୍ଚାରେ ଭାଗନେବେ ଦେଶର ପ୍ରମୁଖ ରାଜନୈତିକ ଦଳ, ଚର୍ଚ୍ଚାରେ କହିବାକୁ ବିଜେଡ଼ିକୁ ମିଳିଲା...

ନୂଆଦିଲ୍ଲୀ : ଆଜି ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଚର୍ଚ୍ଚାହେବ । ବିରୋଧି ଦଳ ପକ୍ଷରୁ ଆଗତ ଏହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ କେଉଁ ଦଳମାନେ ମତ ରଖିବେ ଏବଂ କେଉଁ ଦଳ ମାନେ ଶାସକ ଏନଡ଼ିଏ ସରକାରକୁ...

ହେରାପଞ୍ଚମୀ ଓ ରଥର ଦକ୍ଷିଣମୋଡ଼: ଲକ୍ଷ୍ମୀ ସାଆନ୍ତାଣୀଙ୍କ ବିଛେଦ ବେଦନା ଓ ମାନ ଅଭିମାନର ଦିନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ୱବ୍ୟାପି ବ୍ୟାପ୍ତ, ଏହି ସମୟରେ ଭାବର ଠାକୁର ଭକ୍ତମାନଙ୍କ ମନକଥା ବୁଝିବା ସହ କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ ଘୋଷ ଯାତ୍ରାରେ , ନିଜ ଭକ୍ତମାନଙ୍କୁ ଦେଖାଦେବା ସହ...

ଭଦ୍ରକ ସ୍କୁଲ ପିଲାଙ୍କ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁକମ୍ପା ରାଶି ଘୋଷଣା, କେନ୍ଦ୍ରମନ୍ତ୍ରୀ...

ଭଦ୍ରକ : ଭଦ୍ରକ ଉପକଣ୍ଠ ରାହାଞ୍ଜ ଛକ ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାେରେ ୫ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶୋକସନ୍ତପ୍ତ ପରିବାରକୁ...

ସାହିତ୍ୟ