ରାଇରଙ୍ଗପୁର: ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର ଆହତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ବିଶୋଇ ସ୍ଥିତ ଏକ ପୋଲ ନିକଟରେ ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର ମୃତୁଞ୍ଜୟ ଶ୍ରୀବାସ୍ତବ (୪୫) ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଘର...

ଅଭିଜିତ ଆୟାରଙ୍କୁ କ୍ଷମା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ

ଭୁବନେଶ୍ୱର : ଅଭିଜିତ ଆୟାରଙ୍କୁ ରାଜ୍ୟ ସରକାର କ୍ଷମା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହୃଦୟତାକୁ ପ୍ରଂଶସା କରିଛନ୍ତି ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ୱାମୀ । https://twitter.com/Swamy39/status/1070077770061950976 ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ତଥା ଓଡିଶା ସମ୍ପର୍କରେ ରିସର୍ଚ୍ଚ...

ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ % ଆସନ ସଂରକ୍ଷଣ ଲାଗି ବିଲ୍ ପାସ୍ ହେଉ: ମୁଖ୍ୟମନ୍ତ୍ରୀଙ୍କ...

ଭୁବନେଶ୍ୱର: ସଂସଦ ତଥା ରାଜ୍ୟ ବିଧାନସଭାମାନଙ୍କରେ ମହିଳା ମାନଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ରଖିବା ନେଇ ବିଲ୍ ପାସ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି...

ଡ଼ିସେମ୍ବର ୧୧ ପରେ ଏଆଇସିସି ଓଡ଼ିଶା ପ୍ରାର୍ଥୀ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବ

ଭୁବନେଶ୍ୱର: ପାଞ୍ଚଟି ରାଜ୍ୟର ନିର୍ବାଚନ ଭୋଟ ଗଣତି ପରେ ଜାତୀୟ କଂଗ୍ରେସ କମିଟି (ଏଆଇସିସି) ଓଡ଼ିଶା ବିଧାନସଭା ଲାଗି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ଓଡ଼ିଶା ପ୍ରଦେଶ କମିଟି (ଓପିସିସି)ର ସଭାପତି ନିରଞ୍ଜନ ପଟ୍ଟନାୟକ...

ଅଭିଜିତ ଆୟାର ମିତ୍ରଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଜେଲରୁ ମୁକୁଳିବା ଲାଗି ଅଭିଜିତ ଆୟାର ମିତ୍ରଙ୍କ ରାସ୍ତା ଏବେ ପରିଷ୍କାର ହୋଇଛି । ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କ ଉପରୁ ସମସ୍ତ ଆପରାଧିକ ମାମଲା ଗୁଡ଼ିକୁ ଓଡ଼ିଶା ରାଜ୍ୟ ସରକାର ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି ନେବା ପରେ...

ମଧ୍ୟାହ୍ନ ଭୋଜନ ଗାଇଡ଼ଲାଇନ ଉଲ୍ଲଂଘନ: ଓଡ଼ିଶା ସମେତ ୫ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଜୋରିମାନା

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଗାଇଡ଼ଲାଇନ ଉଲ୍ଲଂଘନ କରିଥିବା ନେଇ ଯେଉଁ ୬ଟି ରାଜ୍ୟକୁ ଜୋରିମାନା ଦେବାକୁ ପଡ଼ିବ ସେଥିମଧ୍ୟରେ ଓଡ଼ିଶାର ନାମ ଅନ୍ତଭୃକ୍ତ ରହିଛି । ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ଜମ୍ମୁ ଓ କାଶ୍ମୀର...

ପ୍ରତି ପଞ୍ଚାୟତରେ ଖୋଲିବ ମିଶନ ଶକ୍ତି ଗୃହ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୭ ଟି ବ୍ଲକ ପାଇଁ ୨୬.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏଥିସହିତ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ...

ବାଲୁକା ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୋଣାର୍କ ନୃତ୍ୟ ଉତ୍ସବ ଅବସରରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହିତ ସଚିବାଳୟରେ ଆୟୋଜିତ ହୋଇଥିବା ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଦେଶରୁ ଆସିଥିବା...

ଡିସେମ୍ବର ୭ରୁ ଭୁବନେଶ୍ୱର-ରାଞ୍ଚି ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରୁ ରାଞ୍ଚି କୁ ଡିସେମ୍ବର ୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏକ ଟ୍ୱିଟ ମାଧ୍ୟମରେ ଏୟାର ଲାଇନ୍ କର୍ତ୍ତୃପକ୍ଷ କହିଛନ୍ତି, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ...

ଯୌନ ଶୋଷଣ ଘଟଣା: ସେଲଟର୍ ହୋମ୍ ଏମଡ଼ିଙ୍କୁ ୨ ଦିନିଆ ରିମାଣ୍ଡରେ ନେଲେ ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଥିବା ଏକ ସେଲଟର୍ ହୋମରେ ହୋଇଥିବା ଯୌନ ଶୋଷଣ ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଦିନ ‘ଗୁଡ୍ ନ୍ୟୁଜ୍ ଇଣ୍ଡିଆ’ ନାମକ ଏକ ଏଜିଓ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଫୟାଜ୍ ରେହମାନଙ୍କୁ ପଚରାଉଚରା ନିମନ୍ତେ ସଦର ପୋଲିସ...

ସାହିତ୍ୟ