ଅଣସର ପିଣ୍ଡିରେ ଶ୍ରୀଜଗନ୍ନାଥଙ୍କ ଜ୍ୱର ଚିକିତ୍ସା: ଦେବବୈଦ୍ୟଙ୍କ ଜଡ଼ିବୁଟିରେ ଆରୋଗ୍ୟ ହୁଅନ୍ତି ଚତୁର୍ଦ୍ଦା ମୂରତି !

ସାଧାରଣ ମଣିଷ ପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାନବୀୟ ଲୀଳା ସମଗ୍ର ବିଶ୍ୱବାସୀଙ୍କୁ ଚମତ୍କୃତ କରିଥାଏ । ସକାଳର ଦିନଚର୍ଯ୍ୟାରେ ଦାନ୍ତକାଠିରେ ଦାନ୍ତଘଷାରୁ ଆରମ୍ଭ କରି ଦହି ପଖାଳ ଖାଇ ଶୋଇବାରୁ ଜଣାପଡ଼େ ମହାପ୍ରଭୁ ଜଣେ ଖାଣ୍ଟି ଓଡ଼ିଆଃ ସବୁଠୁ ଅଧିକ ବିସ୍ମିତ କରିଥାଏ...

କଟକ: ନବଜାତ ଶିଶୁକୁ କୁଆ-କୁକୁର ଝୁଣି ଖାଇଲେ, ମୃତଦେହ ଉଦ୍ଧାର

କଟକ : କଟକ ଜିଲ୍ଲା ଚୌଦ୍ୱାର ନିକଟବର୍ତ୍ତୀ ମଙ୍ଗୁଳିଛକରେ ଏକ ନବଜାତ ଶିଶୁର ମୃତଦେହକୁ କୁକୁର କାମୁଡ଼ି ଖାଉଥିବା ବେଳେ ପୋଲିସ ଶବକୁ ଉଦ୍ଧାର କରିଛି । ଏହି ହୃଦୟବିଦାରକ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି । ରାସ୍ତାକଡ଼ରେ...

ରାଉରକେଲାରୁ ଧରାପଡ଼ିଲେ ୧୧ଜଣ ଏଟିଏମ ଲୁଟେରା

ରାଉରକେଲା : ଶେଷରେ ଧରାପଡ଼ିଛନ୍ତି ଏଟିଏମ ଲୁଟେରା । ରାଉରକେଲା ପୋଲିସକୁ ମିଳିଛି ଏହି ସଫଳତା । ବୁଧବାର ସକାଳେ ରାଉରକେଲା ପୋଲିସ ୧୧ ଜଣ ଏଟିଏମ ଲୁଟେରାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । ଗିରଫ ହୋଇଥିବା ଏହି ୧୧ ଜଣ ଏଟିଏମ...

ବାଦଲ ମହାନ୍ତି ଓ ଶକ୍ତି ମହାନ୍ତି ପାଇବେ ‘ଟାଇମପାସ୍ ବୁକର୍ ପୁରସ୍କାର’

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ସାହିତ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ତରଫରୁ ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ପାଣ୍ଡୁଲିପି ଲାଗି ୨୦୧୬ ଏବଂ ୨୦୧୭ ମସିହାର ‘ଟାଇମପାସ୍ ବୁକର୍ ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି । ୨୦୧୬ ମସିହାର ପୁରସ୍କାର ବାଦଲ ମହାନ୍ତିଙ୍କ...

ଚିଟଫଣ୍ଡ ଦୁର୍ନୀତି ମାମଲା: ଇଡ଼ିରେ ହାଜର ହେଲେ ଓଲିଉଡ଼ ଷ୍ଟାର ଶ୍ରୀତମ ଦାସ

ଭୁବନେଶ୍ୱର : ଜଣାଶୁଣା ଓଲିଉଡ଼ ଷ୍ଟାର ଶ୍ରୀତମ ଦାସ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ହାଜର ହୋଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ‘ତୁ ତାଆ ମୁଁ ଯାଉଛି ରୁଷି’ରେ ଓଡ଼ିଆ ଷ୍ଟାର ଶ୍ରୀତମ ଦାସ ଅଭିନୟ କରିଥିଲେ ।...

ପ୍ରକାଶିତ ହେଲା ୧ମ ପର୍ଯ୍ୟାୟ +୩ ମେରିଟ ଲିଷ୍ଟ: ୪ ଜୁଲାଇରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ମଙ୍ଗଳବାର ଦିନ ୧ମ ପର୍ଯ୍ୟାୟ +୩ ମେରିଟ ଲିଷ୍ଟ / କଟଅଫ ମାର୍କ ପ୍ରକାଶିତ ହୋଇଛି । ଛାତ୍ରଛାତ୍ରୀମାନେ +୩ ସ୍ୱୟଂଶାସିତ ମହାବିଦ୍ୟାଳୟ, ସଂସ୍କୃତ(ଶାସ୍ତ୍ରୀ) ଏବଂ ସେଲଫ ଫାଇନାନ୍ସିଂ (ଡ଼ିଗ୍ରୀ)କଲେଜରେ ନାମ ଲେଖାଇବାକୁ ଏହି ମେରିଟ ଲିଷ୍ଟ ପ୍ରକାଶ ପାଇଛି ।...

ଚିଟଫଣ୍ଡ ଦୁର୍ନୀତି ମାମଲା: ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଲା

ଭୁବନେଶ୍ୱର : ମୟୁରଭଞ୍ଜର ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଶ୍ରୀ ହାଁସଦା ନଭେମ୍ବର ୪ ତାରିଖ ୨୦୧୪ ମସିହାରେ ଗିରଫ ହୋଇ ସାଂସଦ ରାମଚନ୍ଦ୍ର ହାଁସଦା ଭୁବନେଶ୍ୱର ଝାରପଡ଼ାର...

ଭଦ୍ରକ: ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁକୁ ନେଇ ଡ଼ାକ୍ତରଖାନାରେ ତୁମୁଳକାଣ୍ଡ

ଭଦ୍ରକ : ଡ଼ାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଦହିପୁର ଗ୍ରାମର ନାବାଳିକା ଦେବସ୍ମିତା ମଲ୍ଲିକ ଭଦ୍ରକ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ...

ଜ୍ୱର ଛାଡ଼ିବାକୁ ମହାପ୍ରଭୁ ଲଗାଇବେ ଫୁଲୁରି ତେଲ

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସକାଳର ଦିନଚର୍ଯ୍ୟାରେ ମୁତୁରୀ କାଠିରେ ଦାନ୍ତଘଷା ଆରମ୍ଭ କରି ଦହି ପଖାଳ ଖାଇ ପଲଙ୍କରେ ଶୋଇବା ଯାଏ ଶ୍ରୀମନ୍ଦିରରେ ଚାଲିଥାଏ ତାଙ୍କର ଅପୂର୍ବ ଲୀଳାଖେଳା । ମହାପ୍ରଭୁ ଶ୍ରୀଜଗନ୍ନାଥ...

ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଧନେଶ୍ୱର ମହାପାତ୍ରଙ୍କ ପରଲୋକ

କଟକ : ବିଶିଷ୍ଟ ଭାଷାବିତ୍ ତଥା ସାହିତ୍ୟିକ ଧନେଶ୍ୱର ମହାପାତ୍ରଙ୍କ ସୋମବାର କଟକର ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ...

ସାହିତ୍ୟ