‘ଧଉଳି ଏକ୍ସପ୍ରେସ’ର ଗୋଟିଏ ବଗି ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର : ହାୱଡା-ପୁରୀ ଧଉଳି ଏକ୍ସପ୍ରେସ ମଙ୍ଗଳବାର ସକାଳେ ଖଡଗପୁର ନିକଟସ୍ଥ ଭୋଗପୁର - ପାଂସକୁରା ମଧ୍ୟରେ ଲାଇନଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ ଭୋଗପୁର - ପାଂସକୁରା ମଧ୍ୟରେ ଆସୁଥିବାବେଳେ ଏହି ଏକ୍ସପ୍ରେସର ଗୋଟିଏ ବଗି ଟ୍ରାକରୁ ବାହାରି ଯାଇଥିଲା। ଅନ୍ୟପକ୍ଷରେ ଏହି ବଗିରେ ପ୍ରାୟ...

‘ପ୍ରେମ ପାଇଁ ମହାଭାରତ’ରେ ରିୟା-ସମ୍ବିତଙ୍କ ରିଲ୍ ରୋମାନ୍ସ

ଭୁବନେଶ୍ୱର: ରିୟା-ସମ୍ବିତଙ୍କ ରିୟଲ୍ ନୁହେଁ ରିଲ୍ ରୋମାନ୍ସକୁ ନେଇ ଏବେ ଓଲିଉଡ଼ରେ ବେଶ୍ ଚର୍ଚ୍ଚା । ଓଲିଉଡ଼ର କୁଲ୍ ବୟ ସମ୍ବିତଙ୍କ ସହିତ ଚୁଲବୁଲି ନାୟିକା ରିୟା ଦେ ‘ପ୍ରେମ ପାଇଁ ମହାଭାରତ’ରେ ଅଭିନୟ କରିଛନ୍ତି । ଫିଲ୍ମଟିରେ ଅଭିନୟ କରିଥିବା ଏହି ଦୁଇ...

ପୋଲିସ-ଓକିଲ ବିବାଦ: ଆଜି ହାଇକୋର୍ଟରେ ମାମଲାର ଶୁଣାଣି

କଟକ: ଓଡ଼ିଶା ହାଇକୋର୍ଟ ଆଇନଜୀବୀ-ପୋଲିସ ମାମଲାର ଶୁଣାଣି ଆଜି ଅନୁଷ୍ଠିତ ହେଉଛି । ସୋମବାରଦିନ ହାଇକୋର୍ଟ ପୋଲିସ କନେଷ୍ଟବଳଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ’କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୨୮ ତାରିଖରେ ପୋଲିସ ପକ୍ଷରୁ ଆକ୍ରମଣ ହୋଇଥିବା ନେଇ ଓକିଲଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା,...

କନ୍ଧମାଳରେ ମାଓବାଦୀ ପୋଷ୍ଟର, ଆନ୍ଦୋଳନରତ କୃଷକଙ୍କ ଦାବିକୁ ସମର୍ଥନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅନ୍ତର୍ଗତ ଆଦିବାସୀ ବହୁଳ କୁକୁରୁମା ଏବଂ ଖଦିର ଗ୍ରାମରେ ପୋଲିସ ଦ୍ୱାରା ମାଓବାଦୀ ପୋଷ୍ଟର ଜବତ ହୋଇଛି । ଜବତ ହୋଇଥିବା ଏହି ପୋଷ୍ଟରଟି ସିପିଆଇ (ମାଓବାଦୀ)ରାଜ୍ୟ କମିଟି ପକ୍ଷରୁ ଲଗା ହୋଇଥିବା ଉଲ୍ଲେଖ ରହିଛି ଏବଂ...

ଖୋର୍ଦ୍ଧା: ଏଟିଏମ୍ ତାଡି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଟାଉନ୍ ଥାନା ଅନ୍ତର୍ଗତ ତୁଳସୀପୁର ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ତାଡ଼ି ନେଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଟାଟା ଇଣ୍ଡିକାଶ୍ ଏଟିଏମ୍ ଭିତରେ ପଶି...

ପାଲାର ‘ପାଠାଗାର’ – ଗାୟକ ମାର୍କଣ୍ଡେୟ ବାହିନୀପତି

ଭୁବନେଶ୍ୱର: ୧୯୬୪ ମସିହାର ଘଟଣା । ଶ୍ରୀଗଣେଶ ପୂଜା ଉପଲ୍ଲକ୍ଷେ ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରରେ ବାଦୀପାଲାର ଆୟୋଜନ ହୋଇଥାଏ । ତକ୍ରାଳୀନ ସ୍ୱନାମଧନ୍ୟ ଗାୟକ ମାର୍କଣ୍ଡେୟ ବାହିନୀପତି ଆସିଥାନ୍ତି ପାଲା ଗାଇବାକୁ । ସେ ବର୍ଷ ମରୁଡି ପଡିଥିବାରୁ ମଂଚରେ ବିଶେଷ ଜନସମାଗମ...

ଆଜି ମାଲକାନଗିରି ଗସ୍ତରେ ଓଡିଶା ରାଜ୍ୟପାଳ

ଭୁବନେଶ୍ୱର : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ଦିନ ମାଲକାନଗିରି ଗସ୍ତ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଗସ୍ତ କରି ରାଜ୍ୟପାଳ ପ୍ରଥମେ ବିଏସଏଫ୍ ଶିବିରରେ ପହଞ୍ଚି ସେଠାରେ ଆୟୋଜିତ ଏକ ବୈଠକରେ ଯୋଗଦେବେ । ବାଲିମେଳା ବ୍ଲକର...

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ଆଜି ୨ୟ ଦିନରେ ଗୁରୁତ୍ୱପୂର୍ଣ୍ଣ ‘ବିଜିନେସ ଲିଡ଼ରସିପ୍ ସମ୍ମିଳନୀ’

ଭୁବନେଶ୍ୱର: ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ କରିବା ତଥା ବିଦେଶର ଶିଳ୍ପପତିମାନଙ୍କୁ ପୁଞ୍ଜିନିବେଶ କରି ରାଜ୍ୟକୁ ସମୃଦ୍ଧିଶାଳୀ କରିବା ଉଦ୍ଦେଶ୍ୟରେ ରାଜଧାନୀରେ ଅନୁଷ୍ଠିତ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ଆଜି ହେଉଛି ୨ୟ ଦିନ । ଏହି ଶିଳ୍ପମହାକୁମ୍ଭ ‘ମେକ୍ ଇନ୍...

ମୀନତି ବେହେରା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ସୁଦୃଢ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ମହିଳା ଜନତା ଦଳକୁ ପୁନର୍ଗଠନ କରି କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜୁ ମହିଳା...

‘ରାଜ୍ୟ ମହିଳା କମିଶନ’ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ଦେଲେ ଲୋପାମୁଦ୍ରା ବକ୍ସିପାତ୍ର

ଭୁବନେଶ୍ୱର: ଲୋପାମୁଦ୍ରା ବକ୍ସିପାତ୍ର ରବିବାର ଦିନ ‘ରାଜ୍ୟ ମହିଳା କମିଶନ’ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦବୀରେ ଥିବା ଲୋପାମୁଦ୍ରାଙ୍କର କାର୍ଯ୍ୟକାଳ ଆସନ୍ତା ଡ଼ିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଥିଲା, ତେବେ ସେ...

ସାହିତ୍ୟ