ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର : ଆଜି ହୀରାକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଦିନ ୧୧ଟା ପରେ ଯେକୌଣସି ସମୟରେ ଜଳଭଣ୍ଡାରରୁ ପୂଜାର୍ଚ୍ଚନା ପରେ ବନ୍ୟାଜଳ ଛଡ଼ାଯିବ ବୋଲି ହୀରାକୁଦ ଡ୍ୟାମର ନିର୍ବାହୀ ଯନ୍ତ୍ରୀ ଜ୍ୟୋତିର୍ମୟ ନନ୍ଦ ସୂଚନା ଦେଇଛନ୍ତି ।
ଜଳଭଣ୍ଡାରକୁ...
ଆଜି ଅଧରପଣା ନୀତି, ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଉତ୍ସୁକତା
ପୁରୀ : ବାହୁଡ଼ା ଯାତ୍ରାର ଅବସାନ ପରେ ଏକାଦଶୀ ତିଥିରେ ସୂଚାରୁରୂପେ ସମ୍ପନ୍ନ ହେଲା ତିନିଠାକୁରଙ୍କ ସୁନାବେଶ । ଆଜିର ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ତିନୋଟି ରଥରେ ସଜା ହେବ ୯ଟି ଲମ୍ବା ଲମ୍ବା...
ସୁନାବେଶ: ସୁନାରେ ଚମକିଲେ ତିନିଠାକୁର, ଲକ୍ଷାଧିକ ଭକ୍ତଙ୍କ ଦର୍ଶନ
ପୁରୀ: ରଥରେ ତିନିଠାକୁରଙ୍କୁ ସୁନାବେଶରେ ଲକ୍ଷାଧିକ ଭକ୍ତ ଦର୍ଶନ କରିଛନ୍ତି । ରଥ ଉପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ବଡ଼ଦାଣ୍ଡ ଜନସମଦ୍ର ପାଲଟିଥିଲା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ବହୁ ପ୍ରତିକ୍ଷୀତ ସୁନାବେଶ ଅତ୍ୟନ୍ତ...
ସୁନାବେଶର ରହସ୍ୟ: ମହାପ୍ରଭୁ କାହିଁକି ଓ କି କି ସ୍ୱର୍ଣ୍ଣାଳଙ୍କାର ପିନ୍ଧନ୍ତି ରଥରେ
ପୁରୀ : ପରମାତ୍ମା ସେ ପରମବ୍ରହ୍ମ ସେ, ସେ ଅନାଦି ସେ ଅନ୍ତ । ଶ୍ରୀଜଗନ୍ନାଥ ହିଁ ଆରମ୍ଭ ସେହି ଶେଷ । ସେ କୃପାମୟ ସେ ଲୀଳାମୟ ମହାପ୍ରଭୁ ଅନ୍ତର୍ଯ୍ୟାମୀ । ଜୀବର ପରମ ଗତିର ଅନ୍ତିମସ୍ଥଳୀ ସେହି ପରମାତ୍ମା ଦାରୁବ୍ରହ୍ମ...
କୃଷି କ୍ଷେତ୍ରରେ ଚାକିରିର ଯଥେଷ୍ଟ ସୁଯୋଗ ରହିଛି – ବିଶିଷ୍ଟ କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟ
ଭୁବନେଶ୍ୱର : କୃଷି ବିଜ୍ଞାନ ପାଠ୍ୟକ୍ରମକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଉଭୟ ସରକାରୀ ସଂସ୍ଥା ସହିତ ବିଭିନ୍ନ ସଂସ୍ଥା ଏବଂ ଗବେଷଣା ପ୍ରତିଷ୍ଠାନରେ ଚାକିରିର ସୁଯୋଗ ରହିଥିବା କହିଛନ୍ତି...
ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା: ବନ୍ୟା ମୁକାବିଲା ଲାଗି ସଜାଗ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ମହାନଦୀ ଅବବାହିକାରେ ବର୍ଷା ଯୋଗୁଁ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ଥିବାରୁ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରିସ୍ଥିତିର...
ଆସୁଛି ପ୍ରଳୟଙ୍କାରୀ ବନ୍ୟା ! ୬ଟି ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର : ଗତ ୨ ଦିନ ହେଲା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି । ତେବେ ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ଆଶଙ୍କା କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ବନ୍ୟାର ଯଥେଷ୍ଟ ସମ୍ଭାବନା ରହିଥିଲେ ମଧ୍ୟ...
ରଥରେ ମହାପ୍ରଭୁଙ୍କ ସୁନାବେଶ: ଦର୍ଶନ ଲାଗି ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଲା
ପୁରୀ: ଆଜି ହେଉଛି ଆଷାଢ ଶୁକ୍ଳ ଏକାଦଶୀ ତିଥି । ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ କରିବେ ସୁନା ବେଶରେ । ଭାଇ ଭଉଣୀଙ୍କ ସହ ମାଉସୀ ଘରେ ପିଠା ମିଠା ଖାଇ ମଉଜ ମଜଲିସ କରି ଘର ମୁହାଁ ହୋଇଛନ୍ତି...
ମହାନଦୀରେ ବଢୁଛି ଜଳସ୍ତର: ମଧ୍ୟମ ଧରଣର ବନ୍ୟା ଆଶଙ୍କା, ୨୪ରେ ହିରାକୁଦରୁ ଜଳ ନିଷ୍କାସନ
ଭୁବନେଶ୍ୱର : ହିରାକୁଦ ଜଳଭଣ୍ଡାରରୁ ୨୪ ତାରିଖରେ ଜଳ ନିଷ୍କାସନ ହେବାକୁ ଥିବା ବେଳେ ଏବେ କିନ୍ତୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ରାଜ୍ୟର ୬ଟି ଜିଲାରେ ମହାନଦୀ ଓ ତା’ର ଶାଖାନଦୀ ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ସ୍ୱତନ୍ତ୍ର...
ସିଂହଦ୍ୱାରରେ ପହଞ୍ଚିଲେ ମହାପ୍ରଭୁ, ଗଜପତିଙ୍କ ମଧ୍ୟସ୍ଥତାରେ ସମ୍ପନ୍ନ ହେଲା ଲକ୍ଷ୍ମୀ-ନାରାୟଣ ଭେଟ
ପୁରୀ: ରବିବାର ପୁରୀ ଶ୍ରୀକ୍ଷେତ୍ରଧାମରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଦ୍ଧା ମୂରତିଙ୍କର ପବିତ୍ର ବାହୁଡ଼ା ଯାତ୍ରା ଏବଂ ତତସହିତ ସମ୍ପନ୍ନ ହୋଇଛି ଚର୍ଚ୍ଚିତ ଲକ୍ଷ୍ମୀ-ନାରାୟଣ ଭେଟ ।
ଦୀର୍ଘ ୫୦ ବର୍ଷର ରେକର୍ଡ଼ ଭଙ୍ଗ କରିଛି ପୁରୀର ବାହୁଡ଼ା ଯାତ୍ରା । ସଂଜ ହେବା ପୂର୍ବରୁ...