ରଥଯାତ୍ରା: ବଳଗଣ୍ଡିରେ ଅଟକଥିବା ନନ୍ଦିଘୋଷ ରଥ ଟଣାଗଲା, ଗୁଣ୍ଡିଚା ମନ୍ଦିରକୁ ଟାଣିନେଲେ ସହସ୍ରାଧିକ ଭକ୍ତ

ପୁରୀ : ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ଏହି ଯାତ୍ରା ହେଉଛି ରଥଯାତ୍ରା । ଗତକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବଡ଼ଭାଇଙ୍କ ତାଳଧ୍ୱଜ ରଥ ଓ ସାନଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟ ହୋଇଥିଲେ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ କିନ୍ତୁ ବଳଗଣ୍ଡି...

ଲର୍ଡ଼ସ ଦିନିକିଆରେ ଇଂଲଣ୍ଡ ଠାରୁ ଭାରତ ୮୬ ରନରେ ପରାସ୍ତ

ଇଂଲଣ୍ଡ ବୋଲରଙ୍କ ଜାଦୁକାରୀ ବୋଲିଂ ଆଗରେ ଭାରତକୁ ଶେଷରେ ମଥାନତ କରିବାକୁ ପଡ଼ିଛି । ଲଣ୍ଡନର ଐତିହାସିକ ଲର୍ଡ଼ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ୮୬ ରନରେ ପରାସ୍ତ ହୋଇଛି । ଟସ ଜିତି ଇଂଲଣ୍ଡ ପ୍ରଥମେ...

ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନିରଥ ପହଞ୍ଚିଲେ, ୧୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ଅତ୍ୟନ୍ତ ଶୃଙ୍ଖଳାର ସହିତ ବହୁ ପ୍ରତିକ୍ଷୀତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ ପାଳିତ ହୋଇଯାଇଛି । ପ୍ରଥମଥର ଲାଗି ପ୍ରାୟ ଦେଢଘଣ୍ଟା ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା...

ଭକ୍ତ ଓ ଭଗବାନ: ଦାସିଆ ନଡ଼ିଆ ସିନା ତୋତେ ବଢିଆ…

ପୁରୀ : ‘ଦାସିଆ ନଡ଼ିଆ ସିନା ତୋତେ ବଢିଆ, ହେଲେ ତୋ ଅବଢା ଅନ୍ନ ମୋତେ ବଢିଆ’ । ଭକ୍ତ ଭିକାରୀ ବଳଙ୍କ ସୁଲଳିତ କଣ୍ଠସ୍ୱରରେ ଏହି ଗୀତଟିରେ ଭକ୍ତ ଦାସିଆ ବାଉରୀଙ୍କ ଅଚଳାଚଳ ଭକ୍ତିର କଥା କହିଥାଏ । ଭକ୍ତ ଓ...

ଭକ୍ତଙ୍କ ଭିଡ଼ରେ ବଡ଼ଦାଣ୍ଡ ଦୁଲୁକୁଛି : ମହାପ୍ରଭୁ ଝୁଲି ଝୁଲି ପହଣ୍ଡି ବିଜେ କଲେ, ଆନନ୍ଦରେ ରଥାରୂଢ ହେଲେ

ପୁରୀ : ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ସମସ୍ତ ରତ୍ନବେଦୀ ନିକଟରେ ସମସ୍ତ ପାରମ୍ପରିକ ନୀତିକାନ୍ତି ସମାପ୍ତ ପରେ ଚତୁର୍ଦ୍ଦା ମୂରତୀ ପହଣ୍ଡି ବିଜେ ଶେଷ କଲେ । ପହଣ୍ଡିରେ ଝୁଲି ଝୁଲି ମହାପ୍ରଭୁ ଶ୍ରୀଜଗନ୍ନାଥ ବାଇସି ପାହାଚ ଓ ପରେ...

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଯୁବ ଗବେଷକ ଓ ନବପ୍ରବର୍ତ୍ତକଙ୍କ ବିଜ୍ଞାନ ମେଳା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଆରମ୍ଭ ହୋଇଥିବା ଆଇଆର୍ଆଇଏସ୍ ନ୍ୟାସ୍ନାଲ୍ ସାଇନ୍ସ ଫେୟାରରେ ସାଉଥ୍-ଇଷ୍ଟ ଇଣ୍ଡିଆ ରିଜିଓନାଲ୍ କ୍ୟାମ୍ପରେ ଭିନ୍ନ ଧରଣର ଏକ ମେସିନ୍ ପ୍ରଦର୍ଶିତ ହୋଇଛି । କେମିତି ହୁଅନ୍ତା ଏମିତି କୋ÷ଣସି ମେସିନ୍ ମଣିଷକୁ...

ପୁରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଫଟୋ ପ୍ରଦର୍ଶନୀ ଉଦଘାଟିତ

ପୁରୀ : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଂଚଳିକ ଲୋକ ସମ୍ପର୍କ ବ୍ୟୁରୋ ପକ୍ଷରୁ ପୁରୀଠାରେ ଏକ ମଲ୍ଟି ମିଡିଆ ଫଟୋ ଚିତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି । ଶୁକ୍ରବାର ଅପରାହ୍ନ ୫ଟା ବେଳେ ପୁରୀ ବଡଦାଣ୍ଡର ଶରଧା...

ରାଜଧାନୀ ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଥାଏ । ସେହିପରି ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଥାଏ । ରାଜଧାନୀ ଭୁବନେଶ୍ୱରରେ ଅନେକ ପୁରୁଣା ତଥା ନବନିର୍ମିତ...

ପ୍ରବଳ ବର୍ଷା ଆଶଙ୍କା: ୧୦ଟି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପକୂଳ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଘନୀଭୁତ ହେବା ଯୋଗୁଁ...

ଓଡ଼ିଶାର ୧୨ଟି ଜିଲ୍ଲାକୁ ଡ଼େଙ୍ଗୁ ବ୍ୟାପିଲା !

ଭୁବନେଶ୍ୱର : ଓଡ଼ିଶାର ୧୨ଟି ଜିଲ୍ଲାରେ ଡ଼େଙ୍ଗୁ ରୋଗ ବ୍ୟାପିଛି । ରାଜ୍ୟର ୧୨ଟି ଜିଲ୍ଲାରେ ଥିବା ବିଭିନ୍ନ ଡ଼ାକ୍ତରଖାନାରେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟର କଟକ ଜିଲ୍ଲାରେ ଡ଼େଙ୍ଗୁ ରୋଗୀ ସର୍ବାଧିକ ୨୪ ଜଣ ଥିବା ବେଳେ, ଯାଜପୁର ଜିଲ୍ଲାରେ...

ସାହିତ୍ୟ