ନିରାପତ୍ତା ବାହିନୀ ଏନକାଉଣ୍ଟରରେ ୭ ମାଓବାଦୀ ନିହତ, ମୃତାହତଙ୍କ ମଧ୍ୟରେ ୩ ମହିଳା ମାଓବାଦୀ

ମାଲକାନଗିରି/ଭୁବନେଶ୍ୱର : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ମଧ୍ୟରେ ରହିଥିବା ଜଙ୍ଗଲରେ ଗତରାତିରେ ପୋଲସି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୭ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲପନ୍ଥୀ ରହିଥିବାର ସୂଚନା ମିଳିଛି । ମିଳିଥିବା ସୂତ୍ରରୁ...

ପୁଣି ବଙ୍ଗୋପସାଗରରେ ଲଘୁଚାପ: ୨୧ରୁ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ.ଡ଼ି)ର ସତର୍କ ସୂଚନାନୁଯାୟୀ ୨୧ ତାରିଖ ଠାରୁ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ଘନିଭୂତ ହେଉଛି । ଫଳରେ ରାଜ୍ୟରେ ଶନିବାର ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର...

ଧରାକୋଟ ରାଣୀ ସୁକନ୍ୟା ଦେବୀଙ୍କ ଦିବ୍ୟ ଛେରା ପହଁରା: ଦିନକ ପରେ ଦିଗପହଣ୍ଡିରେ ଗଡ଼େ ରଥ

ଜାତି, ଧର୍ମ, ଭାଷା ଓ ବର୍ଣ୍ଣ ନିର୍ବିଶେଷରେ ପୁରୀ ସମେତ ସମଗ୍ର ବିଶ୍ୱରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହି ପବିତ୍ର ଘୋଷଯାତ୍ରାରେ ବ୍ରାହ୍ମଣ-ଚଣ୍ଡାଳ, ଧନୀ-ଗରୀବ ତଥା ରଜା-ପ୍ରଜା ସମସ୍ତଙ୍କ ହୃଦୟରେ ଥାନ୍ତି କେବଳ ସେହି ଦାରୁବ୍ରହ୍ମ ରୂପୀ...

ବିଶ୍ୱ ପାଳିଲା ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ, ବାଲୁକାକଳାରେ ସୁଦର୍ଶନ ଦେଲେ ଶ୍ରଦ୍ଧାଞ୍ଜଳି

ପୁରୀ/ଭୁବନେଶ୍ୱର: ସାରା ବିଶ୍ୱ ପାଳନ କରିଛି ଦିବଂଗତ ଆଫ୍ରିକୀୟ ନେତା ନେଲସନ ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ । ଦକ୍ଷିଣଆଫ୍ରିକାରେ ବର୍ଣ୍ଣବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ ନେଲସନ୍ । ଅକଥନୀୟ ଅତ୍ୟାଚାର ସହି ଲଢି ଚାଲିଥିଲେ ମାଣ୍ଡେଲା । ଶେଷରେ ସତ୍ୟର ବିଜୟ...

୧୨ ଫୁଟର ବିଶାଳକାୟ ଅଜଗର ଉଦ୍ଧାର, ବିଲୁଆକୁ ଖାଇ ବଗିଚାରେ ଶୋଇଥିଲା ସାପ

ଭୁବନେଶ୍ୱର : ବିରାଟକାୟ ଅଜଗର ଧରାପଡ଼ିଛି ଗ୍ରାମବାସୀଙ୍କ ହାତରେ । ଗୋଟିଏ ବିଲୁଆକୁ ଗିଳିଦେଇ ଜଣେ ବ୍ୟକ୍ତିଙ୍କ କଦଳୀ ବଗିଚାରେ ଶୋଇଥିଲା ଏହି ବିଶାଳକାୟ ଅଜଗର ସାପ । କାଠ ଭାବି ମାଡ଼ିଦେବା ପୂର୍ବରୁ ହିଁ ଗ୍ରାମବାସୀ ଜାଣି ପାରିଲେ ଯେ, ଏହା କାଠଗଣ୍ଡି...

ବିଧାନ ପରିଷଦ ଗଠନ ପ୍ରସଙ୍ଗ: ଅନୁଧ୍ୟାନ ସାରି ବିହାର ଓ ତେଲେଙ୍ଗାନାରୁ ଫେରିଲା ସ୍ୱତନ୍ତ୍ର କମିଟି

ଭୁବନେଶ୍ୱର: ଓଡ଼ିଶାରେ ନୂତନ ଭାବେ ବିଧାନ ପରିଷଦ ଗଠନ କରିବାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସ୍ୱତନ୍ତ୍ର କମିଟି ବିହାର ଓ ତେଲେଙ୍ଗାନା ବିଧାନ ପରିଷଦ ଅନୁଧ୍ୟାନ ସାରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏନେଇ ପ୍ରସ୍ତୁତ କରିଥିବା ଏକ ରିପୋର୍ଟ...

ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ପ୍ରସଙ୍ଗ : ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବୈଜୟନ୍ତ

ନୂଆଦିଲ୍ଲୀ : ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ବାଚସ୍ପତିଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସାଂସଦ ପଣ୍ଡା ବାଚସ୍ପତିଙ୍କୁ ଭେଟି ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ବୋଲି...

ଗ୍ୟାଙ୍ଗଷ୍ଟର୍ ଟିଟୋର ୪ ସହଯୋଗୀ କଟକରୁ ଗିରଫ

ଭୁବନେଶ୍ୱର : ଓଡ଼ିଶା କ୍ରାଇମ ବ୍ରାଞ୍ଚ ବୁଧବାର ଦିନ ଗ୍ୟାଙ୍ଗଷ୍ଟର୍ ଟିଟୋର ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ୪ ଜଣ ସହଯୋଗୀ ଅଭିଯୁକ୍ତମାନେ ହେଲେ ଗୋଲ୍ଡେନ୍ ପପ୍ପୁ, ସେକ୍ ଅବଦୁଲ୍ଲା, ଇମତିଆଜ ଖାନ ଓ ଜାହାଙ୍ଗିର...

ସଂସଦର ମୌସୁମୀ ଅଧିବେଶନ: ଶପଥ ନେଲେ ରଘୁନାଥ ଓ ସୋନାଲ ମାନସିଂହ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ସଂସଦର ଉଭୟ ସଦନର ମୌସୁମୀ ଅଧିବେଶନ । ଅଧିବେଶନରେ ପ୍ରଥମ ଭାଗରେ ଉଭୟ ଗୃହ ଲାଗି ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶାରୁ ରାଜ୍ୟସଭା ଲାଗି ମନୋନୀତ ହୋଇଥିବା ସଦସ୍ୟ ସୋନାଲ ମାନସିଂହ ଓ...

ରାଜଧାନୀରେ ଚାଞ୍ଚଲ୍ୟ: ୧୦ ବର୍ଷର ନାବାଳିକାକୁ ୬୦ ବର୍ଷର ବୃଦ୍ଧଙ୍କ ଦୁଷ୍କର୍ମ, କାମାନ୍ଧ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଅଜୟ ବାରିକ ନାମକ ଜଣେ ୬୦ ବର୍ଷ କାମାନ୍ଧ ବୃଦ୍ଧ ବ୍ୟକ୍ତିକୁ ପୋଲିସ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଗିରଫ କରିଛି । ମିଳିଥିବା ସୂତ୍ରରୁ ଜଣାପଡ଼ିଛି, ସତ୍ୟନଗର ଅଞ୍ଚଳରେ ଗୋଟିଏ ୧୦ ବର୍ଷର ନାବାଳିକା ଶିଶୁକନ୍ୟା ଦାଣ୍ଡରେ ଖେଳୁଥିଲା...

ସାହିତ୍ୟ