ବୈଜୟନ୍ତ ପଣ୍ଡାଙ୍କ ଲୋକସଭାରୁ ଇସ୍ତଫା ପ୍ରସଙ୍ଗ: ଇସ୍ତଫା ଗ୍ରହଣ କରିବା ନେଇ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡ଼ି ସଂସଦୀୟ...

ଭୁବନେଶ୍ୱର : ବୈଜୟନ୍ତ ପଣ୍ଡା ଲୋକସଭାରୁ ଇସ୍ତଫା ପତ୍ର ଦେବା ପରେ ବାଚସ୍ପତି ତାହାକୁ ଗ୍ରହଣ କରିବା ନେଇ ଚିଠି ଲେଖିଛନ୍ତି ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ । ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବାଚସ୍ପତିଙ୍କୁ ଦେଇଥିବା ତାଙ୍କ...

ପପୁ ପମ୍ ପମ୍ ସୁସ୍ଥ ହୋଇ ଓଡ଼ିଶା ଫେରିଲେ

ଭୁବନେଶ୍ୱର : ଓଲିଉଡ଼ର କମେଡ଼ି କିଙ୍ଗ୍ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ଦୀର୍ଘ ଦୁଇ ମାସ ଧରି ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ସ ଅଫ ମେଡ଼ିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ ପପୁ ।...

ରଥେ ତ୍ୱଂ ବାମନଂ ଦୃଷ୍ଟା ପୁନର୍ଜନ୍ମଂ ନ ବିଦ୍ୟତେ: ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଲେ ଜଗତର ନାଥ, ସେ ଭକ୍ତ ବତ୍ସଳ, ସେ ଭାବଗ୍ରାହୀ, ସେ ଅନ୍ତର୍ଯ୍ୟାମୀ । ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ରଥାରୂଢ ହୋଇ ତାଙ୍କର ଅଗଣିତ ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ରତ୍ନସିଂହାସନରୁ ଓହ୍ଲାଇ ବାଇସିପାହାଚରେ ମନୁଆ ହୋଇ ଚାଲି ଚାଲି...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ

ସୋରୋ/ବାଲେଶ୍ୱର : ଘରେ ଶୋଇଥିବା ବେଳେ ନାବାଳିକାକୁ ଘରୁ ଟେକିନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ଗିରଫ ହୋଇଛି ଜଣେ ବ୍ୟକ୍ତି । ଏହି ଘଟଣା ବାଲେଶ୍ୱର ଜିଲ୍ଲା ସୋରୋ ଅଞ୍ଚଳର ହାଟସାହି ଗ୍ରାମରେ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଜଣେ ନାବାଳିକା ତା’ର...

ଥାଇଲାଣ୍ଡ ଗୁମ୍ଫାରେ ଫୁଟବଲ ଖେଳାଳି ଫସିବା ପ୍ରସଙ୍ଗ: ବାଲୁକାକଳାରେ ଉଦ୍ଧାରକାରୀ ସମନ କୁନାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲେ ବାଲୁକା...

ପୁରୀ : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଥାଇଲାଣ୍ଡ ବୁଡ଼ାଳୀ ତଥା ଗୁମ୍ପାରେ ଫସିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାରକାରୀ ସମନ କୁନାନଙ୍କୁ ତାଙ୍କର ବାଲୁକା କଳା ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଦଳ ଗୁମ୍ଫା...

ରଥଖଳାରେ ରଥନିର୍ମାଣ: ଓଡ଼ିଆ କାରିଗରଙ୍କ ନିର୍ଭୁଲ ସ୍ୱାକ୍ଷର

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ନିୟୋଜିତ ହେଉଥିବା ତିନିରଥର ପାରମ୍ପରିକ ନିର୍ମାଣ ଶୈଳୀ ପ୍ରକୃତରେ ଓଡ଼ିଆ କାରିଗରଙ୍କ ଉକ୍ରୃଷ୍ଟ ନିର୍ମାଣ ପ୍ରତିଭାର ନିର୍ଭୁଲ ସ୍ୱାକ୍ଷର ରୂପେ ପ୍ରକାଶ କରିଥାଏ । ବଡ଼ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ, ସାନଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ...

ବାଲେଶ୍ୱର: ହୋଟେଲ୍ ‘ଜାଇକା ଇଣ୍ଟରନ୍ୟାସନାଲ’ରେ ଗୁଳିକାଣ୍ଡ, ବର୍ତ୍ତିଗଲେ ହୋଟେଲ ମାଲିକ

ବାଲେଶ୍ୱର : ବାଲେଶ୍ୱରର ସହରର ଜଣାଶୁଣା ହୋଟେଲ ଜାଇକା ଇଣ୍ଟରନ୍ୟାସନାଲରେ ଗୁଳିକାଣ୍ଡ ଘଟିଛି । ରବିବାର ସନ୍ଧ୍ୟାରେ ହୋଟେଲ ମଧ୍ୟରେ ପଶି ୩ ଜଣ ଦୁର୍ବୃତ୍ତ ହୋଟେଲର ମାଲିକଙ୍କ ଉପରେ ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ । ଏହି ଗୁଳିକାଣ୍ଡରେ ହୋଟେଲ ମାଲିକ...

ଏକକ ନିର୍ବାଚନ ପ୍ରସଙ୍ଗ: ବିଜେଡ଼ି ଜୁଲାଇ ୧୦ ଲ’କମିଶନ ବୈଠକରେ ଉପସ୍ଥାପନ କରିବ ଦଳର ମତ

ଭୁବନେଶ୍ୱର : ଭାରତରେ ଏକକ ନିର୍ବାଚନକୁ ନେଇ ଜୁଲାଇ ୧୦ରେ ଭାରତୀୟ ଲ’ କମିଶନ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କର ଏକ ବୈଠକ ଡ଼କାଇଛନ୍ତି । ଏହି ବୈଠକରେ ଗୋଟିଏ ଥରରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ କରିବା ନେଇ...

ସମ୍ବଲପୁରରେ ଗୁଳିକାଣ୍ଡ : ଦୁର୍ବୃତ୍ତର ଗୁଳିମାଡ଼ରେ ଜଣେ ଆହତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କ୍ଷେତ୍ରରାଜପୁର ଥାନା ଅନ୍ତର୍ଗତ ଷ୍ଟେସନପଡ଼ା ନିକଟରେ ଜଣେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଅଜଣା ଦୁର୍ବୃତ୍ତର ଗୁଳିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଣେଶ ଜଗଦ୍ଦଳ ଏବଂ ତାଙ୍କ ଡ଼ାହାଣ ଗୋଡ଼...

ପ୍ରବଳ ବର୍ଷାର ଆଶଙ୍କା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରବିବାର ସକାଳେ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ...

ସାହିତ୍ୟ