ପବିତ୍ର ସ୍ନାନପୂର୍ଣ୍ଣିମା: ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ଜନ୍ମତିଥି ଓ ସ୍ନାନବିଧି ପାଳନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ପହଣ୍ଡି ବିଜେକରି ରତ୍ନବେଦୀରେ ସ୍ନାନ କରିଛନ୍ତି । ସ୍ନାନପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡ ଗୁରୁବାର ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଉଛୁଳି ପଡୁଛି । ଆଜି ପାରମ୍ପରିକ ଭାବେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ...

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଲାଗି ନୀତି ପରେ ଗଜବେଶ ଲାଗି ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ । ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ...

ଟିଟିଲାଗଡ଼ରୁ ଜବତ ହେଲା ୪ ଲକ୍ଷ ୬୮ ହଜାର ଟଙ୍କାର ଜାଲ୍ ନୋଟ

ଟିଟିଲାଗଡ଼ : ରାଜ୍ୟରେ କାୟାବିସ୍ତାର କରିଚାଲିଛନ୍ତି ଜାଲ୍ ନୋଟ କାରବାର କରୁଥିବା ଗ୍ୟାଙ୍ଗ । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଜାଲନୋଟ କାରବାର କରୁଥିବା ବ୍ୟକ୍ତିମାନେ ସକ୍ରିୟ ହୋଇ ଉଠିଛନ୍ତି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନରୁ ଆଜି...

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: କାର୍ଯ୍ୟରେ ଯୋଗଦେଲେ ସରକାରଙ୍କ ନିଯୁକ୍ତ କମିଶନ ଜଷ୍ଟିସ ରଘୁବୀର ଦାସ

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତର ଗୃହ ଚାବି ହଜିବା ଘଟଣାରେ ସରକାର ଏକ କମିଶନ ଗଠନ କରିଥିଲେ । ଏହି ତଦନ୍ତତ କମିଶନ ଦ୍ୱାରା ଚାବିହଜିବାର ତଦନ୍ତ ପ୍ରକ୍ରିୟା କରିବାକୁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ...

ଘର ମଧ୍ୟରୁ ପୁଣି ୩୦ଟି ବିଷାକ୍ତ ନାଗସାପ ଉଦ୍ଧାର: ଭଦ୍ରକ ଓ ପିପିଲି ପରେ ଏବେ ଜଗତସିଂହପୁର ଓ...

କେନ୍ଦ୍ରାପଡ଼ା/ଜଗତସିଂହପୁର: ବିଷାକ୍ତ ନାଗସାପ ଏବେ ଲୋକଙ୍କ ନିଦ ହଜାଇଦେଲେଣି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏବେ ନାଗସାପ ଉପଦ୍ରବର ଖବର ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେଉଁଠୁ ନା କେଉଁଠୁ ବିଷାକ୍ତ ନାଗସାପ ବାହାରୁଥିଲା ବେଳେ କୌଣସି ଜଣଙ୍କ ଘରୁ...

‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ମହିଳା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାକୁ ଚିକିତ୍ସା ସୁବିଧା ବୃଦ୍ଧି କଲେ...

ଭୁବନେଶ୍ୱର : ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ମହିଳା ମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାନୁଭବତା କହିଲେ ଅତ୍ୟୁକ୍ତି ହେବନାହିଁ,...

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ: ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ସକ୍ରୀୟ ଥିବା ଏହି...

ଏକସଙ୍ଗେ ସବୁ ନିର୍ବାଚନ ସପକ୍ଷରେ ନବୀନ ପଟ୍ଟନାୟକ: ଜାତୀୟ ଲ’ କମିଶନ ଚିଠିକୁ ‘ହଁ’ମାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରର ଲ’କମିଶନର ଏସମ୍ପର୍କରେ ଏକ ଚିଠି ଆସିଥିଲା ଓଡ଼ିଶା ସରକାରଙ୍କ ନିକଟକୁ । ଆଗକୁ ଦେଶରେ ସାଧାରଣ ନିର୍ବାଚନ...

ଗଜପତି ମହାରାଜାଙ୍କୁ ଭେଟିଲେ ସ୍ମୃତି ଇରାନୀ: ୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କଲେ

ଭୁବନେଶ୍ୱର: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଆଜି ତାଙ୍କ ଦିନିକିଆ ଭୁବନେଶ୍ୱର ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏକ ପ୍ରେସମଟରେ ମଧ୍ୟ ଉଦବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ...

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ : ଆଜି ମିଳିଛି ପ୍ରଭାତ ବିଶ୍ୱାଳଙ୍କୁ ଜାମିନ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ପୂର୍ବ ସର୍ତ୍ତାନୁସାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ବିଧାୟକ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ୨୦ ଲକ୍ଷ ଟଙ୍କା ରାଶି ମୁଚାଲିକାରେ ଦାଙ୍କୁ...

ସାହିତ୍ୟ