ପାଲା ଜଗତର ଅନନ୍ୟ ପ୍ରତିଭା; ପୁରୁଷ ସରସ୍ୱତୀ କାହ୍ନୁଚରଣ ପତ୍ରୀ

ଭୁବନେଶ୍ୱର: ପୁରୁଷ ସରସ୍ୱତୀ ଏଭଳି ଏକ ଉପାଧି, ଯାହା ଶୁଣିବା ବେଳକୁ ଭିନ୍ନ ଲାଗିବା ସ୍ୱାଭାବିକ । ଏହିଭଳି ଏକ ଉପାଧି ପାଇଛନ୍ତି ଗାୟକ କାହ୍ନୁଚରଣ ପତ୍ରୀ । ଦେଶର ସମସ୍ତ ବଡବଡ ବିଦ୍ୱାନମାନଙ୍କ ଉପସ୍ଥିତିରେ ସ୍ୱୟଂ କାଞ୍ଚି ଶଙ୍କରାଚାର୍ଯ୍ୟ ତାଙ୍କୁ ଏହି ଉପାଧି...

ଓଡ଼ିଶା ମୋ ପରିବାର ଦ୍ୱାରା ତେଲେଙ୍ଗାନା ଇଟାଭାଟିରୁ ୧୬ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ୧୬ ଜଣ ଶ୍ରମିକ । ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା ଥିବା ଜଣାପଡିଛି । ବଲାଙ୍ଗୀର ଓ...

୨୦୧୬ ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ଡ୍ରାଇଭର ଗିରଫ

ରାୟଗଡ: ୨୦୧୬ ମସିହାରେ ହୋଇଥିବା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ପରେ ଛତିଶଗଡ ପୋଲିସ ଏବେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଗିରଫ କରିଛି । କଳ୍ପନା ଦାସ(୩୨) ଓ ତାଙ୍କ ୧୪ ବର୍ଷର ଝିଅକୁ ଛତିଶଗଡ...

କିସ୍ ର ବଲାଙ୍ଗୀର ଶାଖା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀରରେ ଶନିବାର ଦିନ ମୋତିଲାଲ ଓସୱାଲ-କିସ୍ ରେସିଡେନ୍ସିଆଲ ସ୍କୁଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ମୁଁ ବଲାଙ୍ଗୀରରେ ମୋତିଲାଲ ଓସୱାଲ-କିସ୍ ରେସିଡେନ୍ସିଆଲ ସ୍କୁଲର ଉଦଘାଟନ କରି ବହୁତ ଖୁସି । ମୁଁ ଆଶା...

ଫିକ୍ସିଂ ଅଭିଯୋଗ: ବଦଳିବ ୨୦ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ବଦଳିବ ୨୦ଟି ପରୀକ୍ଷା କେନ୍ଦ୍ର । ଫିକ୍ସିଂ ଅଭିଯୋଗ ଆସିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୧୧୪୨ କେନ୍ଦ୍ର ମଧ୍ୟରୁ ୨୦ଟି କେନ୍ଦ୍ର ପରିବର୍ତ୍ତନ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା...

ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ, ପରିବହନ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ପରେ ଆଉ ଜଣେ ବିଜେଡି ବିଧାୟକ ତଥା ମନ୍ତ୍ରୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଭିନ୍ନ ନିର୍ବାଚନରେ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା କଂଗ୍ରେସ...

ବ୍ୟାଙ୍କ ଦଖଲକୁ ଗଲା ମୈଥାନ ଇସ୍ପାତ କାରଖାନା

ଯାଜପୁର: ଯାଜପୁର କଳିଙ୍ଗନଗର ସ୍ଥିତ ମୈଥାନ ଇସ୍ପାତ କାରଖାନା ବ୍ୟାଙ୍କ ଦଖଲକୁ ଯାଇଛି । ଋଣ କିସ୍ତି ପରିଶୋଧ ନ କରିବାରୁ ମୈଥାନ ଇସ୍ପାତ କାରଖାନା ବିରୋଧରେ ବ୍ୟାଙ୍କ ଆଇନଗତ ପଦକ୍ଷେପ ନେଇଛି । ଯାହାକି ଏବେ ମାଲିକାନା ପରିବର୍ତନ ପାଇଁ ପ୍ରକ୍ରିୟା...

ବଡ ଭାଇର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଦେଉଳହୁଡି ଗାଁରେ ଚାଂଚଲ୍ୟ । ପାରିବାରିକ କଳହରୁ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ବାପା, ମାଆ, ଓ ଦୁଇ ଶିଶୁ ଅଛନ୍ତି । ହତ୍ୟା ସନ୍ଦେହରେ...

ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ

ପୁରୀ: ଭିଜିଲାନ୍ସ ମାଲରେ ପୋଲିସ ବାବୁ । ଲାଂଚ ନେଇ ଧରାପଡିଲେ ପୁରୀ ଟାଉନ ଥାନା ଏଏସ୍‌ଆଇ ବିରଂଚି ରାଉଳ । ସେ ଶନିବାର ୩ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଏକ...

୨୮ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୮ରେ ରାଜ୍ୟ ବିଜେପି ପକ୍ଷରୁ ହେବାକୁ ଥିବା ସିଏଏ ସମର୍ଥନ ସଭାରେ ସେ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ...

ସାହିତ୍ୟ