Latest Odisha News

BREAKING NEWS

Browsing Category

ରାୟଗଡ଼ା

Rayagada

“ଆଦିରନ ୨୦୨୩ ରେ” ଦୌଡିଲେ ରାୟଗଡାର ଯୁବ ପ୍ରତିଭା, ଦୁଲୁକିଲା ଗୋବିନ୍ଦ ଚନ୍ଦ୍ର ପଡ଼ିଆ

ରାୟଗଡା: ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆୟୋଜିତ ଆଦିରନ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦୁଲୁକିଛି ରାୟଗଡା ଗୋବିନ୍ଦ ଚନ୍ଦ୍ର ପଡିଆ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫୦୦ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବକ, ଯୁବତୀଙ୍କ ସହ ନେତା ମନ୍ତ୍ରୀ ଓ ଅଧିକାରୀ ଭାଗ ନେଇ ଥିବା…

ରାୟଗଡାରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଲାଞ୍ଜିଆ ସୌରଙ୍କ ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ

ରାୟଗଡା:  ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ରିଞ୍ଜିତାଲ ଗାଁରେ ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିର ଗତ ସେପ୍ଟେମ୍ବର ୯ ତାରିଖରୁ ଲାଞ୍ଜିଆ ସୌରା ଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଆଦିବାସୀ ଚିତ୍ରକଳା ରିଜିଂତାଲ ଓ ଆଖପାଖ ଅଞ୍ଚଳର ୫୨ଜଣ କଳାକାର ଏହି ଶିବିରରେ ଯୋଗଦେଇ…

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ: ଠିକାଦାରଙ୍କ ଠାରୁ ନେଉଥିଲେ ୭ ହଜାର ଟଙ୍କା ଲାଞ୍ଚ

ରାୟଗଡା: ଆକ୍ସନ ମୋଡରେ ଭିଜିଲାନ୍ସ  । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ସହକାରୀ ଯନ୍ତ୍ରୀ  । ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି  । ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀ ରମାକାନ୍ତ ମଲ୍ଲିକ ଭିଜିଲାନ୍ସ…

ରାୟଗଡାରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନକୁ ଉଠାଇନେଲା ପୋଲିସ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଡଙ୍ଗାସିଲ ଗାଁରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା  । ଅଭିଯୁକ୍ତ ସ୍କୁଲ ପିଅନକୁ ଉଠାଇ ନେଇଛି ପୋଲିସ  । ଘଟଣାଟି ପ୍ରଘଟ ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି  । ପରିସ୍ଥିତି ଏତେ ଭୟାନକ ହୋଇଛି ଯେ ପୋଲିସ ବାଧ୍ୟ ହୋଇ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିଲମ୍ବିତ ହେଲେ ଡିଏଫଓ ବିଜୟ କୁମାର ପରିଡା

ରାୟଗଡା: ନିଲମ୍ବିତ ହେଲେ କୋଟିପତି ରାୟଗଡ଼ା ଡିଏଫଓ ଡ.ବିଜୟ କୁମାର ପରିଡ଼ା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଭିଯୁକ୍ତ ବିଜୟ କୁମାର ପରିଡ଼ାଙ୍କୁ କୋରାପୁଟ ସ୍ଥିତ ଆରସିସିଏଫଙ୍କ କାର୍ଯ୍ୟାଳୟରେ ହାଜିରା…

ମୋବାଇଲ ଚୋରିରେ ମାତିଛନ୍ତି ନାବାଳକ: ୪ ଗିରଫ , ୩୫ଟି ମୋବାଇଲ ଜବତ

ରାୟଗଡା :ରାୟଗଡା ପୋଲିସକୁ ବଡ ସଫଳତା  ।  ମୋବାଇଲ ଦୋକାନରୁ ଦାମୀ ମୋବାଇଲ ଚୋରି କରିଥିବା ଘଟଣାରେ ପୋଲିସ ହାତରେ ଧରା ପଡିଛନ୍ତି ୪ ଜଣ ନାବାଳକ | ସେମାନଙ୍କ ଠାରୁ ପୋଲିସ ୩୫ଟି ମୋବାଇଲ ଜବତ କରିଛି  । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଡ଼ିଏସପି ପ୍ରତାପ…

ଓଡିଶାର ‘କପଡାଗୁନ୍ଦା’ ଶାଲ ଓ ‘ଇଡିତାଲ୍‌’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ

ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ  ନିଆଯାଇଥିବା ପଦକ୍ଷେପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ ଓ ଗୁଣପୁରର ଲାଂଜିଆ ସଉରାଙ୍କ କାନ୍ଥ ଚିତ୍ର ‘ଇଡିତାଲ୍‌’ କୁ…

ମୌଳିକ ସୁବିଧା ଦାବିରେ ଭୋଟ୍ ବର୍ଜନ ନିଷ୍ପତି ନେଲେ କାହ୍ନୁଗୁଡ଼ାବାସୀ

ରାୟଗଡ଼ା : ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଆମେ ପରାଧୀନ । ଏମିତି କିଛି ସ୍ଥାନ ରହିଛି , ଯେଉଁଠାରେ ଲୋକେ ଆଜି ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏମିତି କିଛି ଘଟଣା ଘଟିଛି  ରାୟଗଡା ଜିଲ୍ଲା । ଗାଁକୁ ରାସ୍ତା ଏବଂ ନଦୀ ଉପରେ ପୋଲ ନିର୍ମାଣ ନେଇ ଲୋକେ ଦୀର୍ଘ ଦିନରୁ ଦାବି…

ସରକାରଙ୍କ ଅଣଦେଖା ନୀତି ଭୋଟ୍ ବର୍ଜନ କରିବାର କାରଣ ସାଜିପାରେ

ରାୟଗଡା: ରାସ୍ତା ମରାମତି ପାଇଁ  ବାରମ୍ବାର କହିଲା ପରେ ନିରାଶ ହୋଇ ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ତୁଟିଯିବା ପରେ ବାଧ୍ୟ ହୋଇ ଶ୍ରମଦାନ କରି ଦେଢ଼ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମ ବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା…

ଥମୁନି ବେଆଇନ ଗଞ୍ଜେଇ ଚୋରାଚାଲାଣ: ରାୟଗଡାରୁ ୮୦ କେଜି ଗଞ୍ଜେଇ ଜବତ, ୭ ଗିରଫ

ମୁନିଗୁଡା: ରାୟଗଡା ପୋଲିସକୁ ବଡ ସଫଳତା ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି ୮୦ କେଜି ଗଞ୍ଜେଇ ଜବତ କରିଛି ରାୟଗଡା ପୋଲିସ । ଘଟଣାରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଚନ୍ଦ୍ରପୁର ଅଞ୍ଚଳରୁ ରାୟପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ  ମୁନିଗୁଡା ପୋଲିସ…