Home ଓଡିଶା ସୁନ୍ଦରଗଡ଼

ସୁନ୍ଦରଗଡ଼

Sundargarh

ପଶ୍ଚିମ ଓଡ଼ିଶାରେ ମାଡୁଛି କରୋନା, ଫୋକସରେ S-S-B ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଛି କରୋନା ଚେର । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ କେସ ଶତକ ପାର କରିଥିବା ବେଳେ ବରଗଡ଼...

ଆଜି ପୁଣି ମିଳିଲା ଗ୍ରାମସାଥୀଙ୍କ କଟା ଗୋଡ, ତଦନ୍ତ ଚଳାଇଛି ପୋଲିସ

ସୁନ୍ଦରଗଡ : ହତ୍ୟାର ଶିକାର ହୋଇଥିବା କିରେଇ ଗ୍ରାମପଞ୍ଚାୟତର ଗ୍ରାମସାଥୀ ରମେଶ ସିଂ ଆଜି ଏକ କଟା ଗୋଡ ମିଳିଛି । ଗତକାଲି ତାଙ୍କର କଟା ମୁଣ୍ଡ, ଗଣ୍ଡି, କଟା ହାତ ଆଦି ମିଳିଥିଲା । ପୋଲିସ ଏ ଘଟଣାରେ ୨ ଜଣଙ୍କୁ...

ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’। କମୁଛି ପ୍ରସବ ଜନିତ ମାତୃ ମୃତ୍ୟୁ ସଂଖ୍ୟା । ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି । ୨୦୨୦ ନଭେମ୍ବର...

ସୁନ୍ଦରଗଡ଼ ଜିଲ୍ଲାର ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ବାହାରିଛି ୫୨ ପଜିଟିଭ୍ କେସ । ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଏମାନଙ୍କ ଭିତରେ ଅଛନ୍ତି ୬ ଜଣ ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଫେରିଥିଲେ । ୭ ଜଣ...

କରୋନା ଲଢ଼େଇ ଜିତିଲେ ୩୪ କରୋନା ଯୋଦ୍ଧା

ସୁନ୍ଦରଗଡ଼: ହାରିଲା କରୋନା । ଜିତିଲେ କରୋନା ଯୋଦ୍ଧା । କରୋନା ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ପୋଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହସ୍ପିଟାଲ...

ପାକିସ୍ତାନ ଜେଲରୁ ମୁକ୍ତି ପରେ ଆଜି ଜନ୍ମମାଟି କୁତ୍ରାରେ ପହଞ୍ଚିବେ ବିରଜୁ କୁଲୁ

ସୁନ୍ଦରଗଡ଼: ଆଉ କେଇ ଘଣ୍ଟାର ଅପେକ୍ଷା । ୨୦ ବର୍ଷ ପରେ ପରିବାର ଲୋକଙ୍କୁ ଆଖିରେ ଦେଖିବେ । ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁରେ ପହଞ୍ଚିବେ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ ।...

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା ।...

ଏଲପିଜି ସିଲିଣ୍ଡର ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ

ସୁନ୍ଦରଗଡ଼ ଏଲପିଜି ସିଲିଣ୍ଡର ଭର୍ତି ଟ୍ରକରେ ଲାଗିଲା ନିଆଁ । ସୂଚନା ଅନୁସାରେ ଟ୍ରକଟି ସମ୍ବଲପୁର-ରାଉରକେଲା ଏକ୍ସପ୍ରେସ ୱେରେ ଝାରସଗୁଡାରୁ ରାଉରକେଲା ଯାଉଥିଲା ବେଳେ ଏପରି ଅଘଟଣ ଘଟିଛି । ଗାଡି ଚାଳକ ରସରାଜପୁର ନିକଟରେ ଗାଡିର ଇଞ୍ଜିନରେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ...

ଲଜ୍ଜା ! ବନ୍ଦ ଘରେ ନାବାଳିକାଙ୍କୁ ପାଞ୍ଚ ମାସ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ନାବାଳିକାଙ୍କୁ ପାଞ୍ଚ ମାସ ଗୋଟିଏ ଘର ଭିତରେ ବନ୍ଦ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତନାଘନା ତଦନ୍ତ...

ଆଜିଠୁ ଖୋଲିଲା ଖଣ୍ଡାଧାର ଜଳପ୍ରପାତ, ଭୋଜିକୁ ବାଦ୍‌ ଦେଇ ପର୍ଯ୍ୟଟକମାନଙ୍କୁ କେବଳ ଭ୍ରମଣ ଅନୁମତି

ସୁନ୍ଦରଗଡ : ଆଜିଠୁ ଖୋଲିଲା ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଖଣ୍ଡାଧାର ଜଳପ୍ରପାତ । ନୂଆବର୍ଷ ପୂର୍ବରୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି ।  କୋଭିଡ୍‌ ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିଲା ଏହି ପର୍ଯ୍ୟଟନସ୍ଥଳୀ । କୋଭିଡ୍ କଟକଣା...

ସାହିତ୍ୟ