ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ISO ମାନ୍ୟତା

ସୁନ୍ଦରଗଡ଼: ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ମାନ୍ୟତା ।  ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)କୁ ଆଇଏସଓ ମାନ୍ୟତା ମିଳିଛି । ଜୁଲାଇ ୧୪ ତାରିଖରେ ୨୦୨୧ ବର୍ଷ ପାଇଁ...

ଚାଷୀ ମାନଙ୍କ ପାଇଁ ସଫଳ ମହୁ ଚାଷ ତାଲିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସଫଳ ମହୁ ଚାଷ ଲାଗି ଅଧିକାରୀ ଓ ତାଲିମଦାତାଙ୍କୁ ନେଇ ପ୍ରଶାସନର ବିଶେଷ କର୍ମଶାଳା ।  ମହୁଚାଷ ମାଧ୍ୟମରେ ଚାଷୀମାନଙ୍କ ରୋଜଗାର ବଢ଼ାଇବା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଜିଲ୍ଲାର ୮ଟି ବ୍ଲକରେ...

ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ନିରୂପମା ପତି ମନୋନୀତ

ସୁନ୍ଦରଗଡ଼ : ନୂଆଗାଁ ବ୍ଲକସ୍ଥିତ ଲୁଆରାମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ନିରୂପମା ପତିଙ୍କୁ ୨୦୨୦ ମସିହା ପାଇଁ ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଶ୍ରୀମତୀ...

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ TDCCର ଜିଲ୍ଲା ପରିଚାଳକ, କାରରୁ ୧୯ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା ବା TDCCର ଜିଲ୍ଲା ପରିଚାଳକ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଇସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଚଢ଼ାଉ ବେଳେ ଜୟପ୍ରକାଶଙ୍କ...

ପାଉଡ଼ି ଭୂୟାଁ ଜନଜାତିଙ୍କ ସୁରକ୍ଷା ଚିନ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୂୟାଁ ସଂପ୍ରଦାୟ ଲୋକଙ୍କ ସୁରକ୍ଷା ଚିନ୍ତା । କରୋନା ସଂକ୍ରମଣ ବଢୁଥିବା ବେଳେ ଏମାନଙ୍କ ଲାଗି ନିଆଯାଇଛି ପଦକ୍ଷେପ । ସେମାନଙ୍କ ସୁରକ୍ଷା ସହ କରୋନା ଚେନ୍ ଭାଙ୍ଗିବା ଲାଗି...

କରୋନା ସଂକ୍ରମଣ ରୋକିବାକୁ ୩-ଏସ୍ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଚେନ୍ କୁ ଗାଁ ଅଞ୍ଚଳରେ ରୋକିବା ପାଇଁ ୱାଇ.ଏସ୍.ଡି (YSD)ର ‘୩-ଏସ୍’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରେ ସଚେତନ, ସତର୍କତା ଓ ସହଭାଗିତାକୁ ଗୁରୁତ୍ଵ ଦିଆଯାଇଛି । ହେମଗିରି, ସୁନ୍ଦରଗଡ଼...

ରାଉରକେଲା ମହାନଗରରେ ଆଜିଠୁ ୧୮-୪୪ ବର୍ଷ ବର୍ଗଙ୍କୁ ଟିକାକରଣ

ରାଉରକେଲା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ପଞ୍ଜିକରଣ କରିଥିବା ବ୍ୟକ୍ତି ନିଜ ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରକୁ...

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ, କୋଭିଡ୍ ସ୍ଥିତି ସମୀକ୍ଷା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି । ବିଶେଷ କରି ରାଉରକେଲା ମହାନଗର ନିଗମରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଉରକେଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା...

ପରଲୋକରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ୍ ଅଫିସର ଲିଭିନସ କିଣ୍ଡୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଇଏଏସ୍ ଅଫିସର ଲିଭନିସ୍ କିଣ୍ଡୋଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ରାତି ସାଢେ ୧୦ଟାରେ ରାଜଗାଙ୍ଗପୁର ମାଲିଡିହି ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ...

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ତହସିଲ୍ ଅଫିସ ବନ୍ଦ

ସୁନ୍ଦରଗଡ଼: ରାଜ୍ୟରେ ପୁଣି ଥରେ ଭୟଙ୍କର ରୂପ ନେଲାଣି କରୋନାର ଲେଉଟାଣି । ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ବଢୁଛି । ପଜିଟିଭ୍ ଚିହ୍ନଟ ପରେ ବନ୍ଦ ହେଲା ସୁନ୍ଦରଗଡ଼ ସଦର ତହସିଲ୍ ଅଫିସ । ଏଠାରୁ ତିନି ଜଣ କର୍ମଚାରୀ କରୋନା...

ସାହିତ୍ୟ