Home ଟିକେ ହଟ୍‌କେ

ଟିକେ ହଟ୍‌କେ

ହସ୍ପିଟାଲରେ ବିଲେଇ ଆତଙ୍କ, ବିପଦରେ ନବଜାତ ଶିଶୁ

ଜବଲପୁର: କୁହାଯାଏ ଡାକ୍ତରଖାନା ହେଉଛି ରୋଗୀଙ୍କ ପାଇଁ ସଂଜୀବନୀ ସ୍ଥଳୀ । ହେଲେ ମଧ୍ୟପ୍ରଦେଶର ଜବଲପୁରରେ ଲୋକେ କିନ୍ତୁ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି । ସେମାନଙ୍କ ଭୟ ପଛରେ ଏକ ବିଲେଇ କାରଣ ସାଜିଥିଲାବେଳେ ବିପଦରେ ପଡିଛି ନବଜାତ ଶିଶୁଙ୍କ ଜୀବନ...

୮୭ ଘଣ୍ଟାରେ ୨୦୮ ଦେଶ ବୁଲି ରେକର୍ଡ କଲେ ମହିଳା

ଭୁବନେଶ୍ୱର: ବିଭିନ୍ନ ଦେଶ ବୁଲିବାର ନିଶା ଜଣେ ମହିଳାଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡର ଅଧିକାରୀ ବନାଇଛି । ଦୁବାଇର ଡା. ଖୱାଲା ରୋମାଇଥୀ ନାମକ ଜଣେ ମହିଳା ୮୭ ଘଣ୍ଟାରୁ ବି କମ୍ ସମୟରେ ସାତଟି ମହାଦେଶ ପରିଭ୍ରମଣ କରିଥିଲେ । ଯେଉଁଥିରେ...

[ଭିଡିଓ] ମୁମ୍ବାଇର କରାଚି ସୁଇଟ୍ସକୁ ଶିବସେନାର ଧମକ !

ମୁମ୍ବାଇ: ବହୁଚର୍ଚ୍ଚିତ ମିଠା ଦୋକାନ କରାଚି ସୁଇଟ୍ସକୁ ମିଳିଲା ଶିବସେନାର ଖୋଲା ଧମକ । ଶେଷରେ ଧମକକୁ ଶିବସେନା ନେତା ଆଗରେ ମୁଣ୍ଡ ନୁଆଁଇଲେ ମିଠା ଦୋକାନୀ । ଦୋକାନରେ ଲାଗିଥିବା କରାଚିର ନାମ ଫଳକକୁ ସେ ଖବର କାଗଜରେ ଘୋଡାଇଥିବା ଫଟୋଟି...

ରତନ ଟାଟାଙ୍କ ପୋଷା କୁକୁର ନାଁ ଗୋଆ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ଅଜଣା ନୁହଁନ୍ତି ରତନ ଟାଟା । ହେଲେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଷୟରେ ହୁଏ ତ ଅନେକ ଜାଣିନଥିବେ । ଦୀପାବଳି ଅବସରରେ ସେ ଏକାଧିକ କୁକୁରଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ...

ଦୁନିଆର ସବୁଠୁ ଦାମୀ ପାରା, ଦାମ୍ ୧୪ କୋଟି ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ଦୁନିଆ ଜାଣିଛି, ଦିନ ଥିଲା ପାରା ସାଜିଥିଲେ ପୋଷ୍ଟମ୍ୟାନ୍ । ରାଜାମହାରାଜ ଅମଳରୁ ଆରମ୍ଭ କରି ଚଳଚ୍ଚିତ୍ରରେ ବି ଏହାର ପ୍ରମାଣ ରହିଛି । ହେଲେ ଏବେ ବଡବଡ ବିଲ୍ଡିଂରେ ସେମାନଙ୍କୁ ବସା ବାନ୍ଧି ରହିବାରେ ଦେଖିବାକୁ ମିଳେ । ହେଲେ...

ବାଜୁଥିଲା ପିୟାନୋ, ଚାଲିଥିଲା ସର୍ଜରୀ !

ଭୁବନେଶ୍ୱର: ସାଧାରଣତଃ ଅପରେଶନ ଥିଏଟରରେ ସର୍ଜରୀ ସମୟରେ ଅନେକ ବୈଜ୍ଞାନିକ ଉପକରଣର ଶବ୍ଦ ଶୁଣିବାକୁ ମିଳିଥାଏ । ହେଲେ ଜଣେ ନାବାଳକର ସର୍ଜରୀ ସମୟରେ କିନ୍ତୁ ବ୍ୟତିକ୍ରିମ ଘଟିଥିଲା । ବୈଜ୍ଞାନିକ ଉପକରଣର ଶବ୍ଦ ବଦଳରେ ଶୁଭିଥିଲା ପିୟାନୋର ସୁମଧୁର ସଙ୍ଗୀତ ।...

ଓଦା କପଡ଼ାରେ ଚାର୍ଜ ହେଉଛି ମୋବାଇଲ୍ ଫୋନ୍

ତ୍ରିପୁରା: ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ସତ । ଓଦା କପଡାରେ ଚାର୍ଜ ହେଉଛି ମୋବାଇଲ, ଜଳୁଛି ଏଲ୍‌ଇଡି ଲାଇଟ୍ । ଏଭଳି କଳ୍ପନାକୁ ସତ କରି ଦେଖାଇଛନ୍ତି ତ୍ରିପୁରାର ଜଣେ ଇଂଜିନିଅର । ଏହି ଦକ୍ଷତା ତଥା ଉଦ୍ଭାବନ ପାଇଁ ତାଙ୍କୁ...

[ଭିଡିଓ] କୁକୁର ପ୍ରେମରେ ରାଷ୍ଟ୍ରପତି, ସ୍ଥାପନ କଲେ ସୁନାର ପ୍ରତିମୂର୍ତ୍ତୀ !

ଭୁବନେଶ୍ୱର: କୌଣସି ମହାନ ବ୍ୟକ୍ତିତ୍ୱଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ହେବା କିଛି ନୂଆ ଘଟଣା ନୁହେଁ । ହେଲେ ଏକ କୁକୁରର ପ୍ରତିମୂର୍ତ୍ତୀ ସ୍ଥାପନା ନିଶ୍ଚିତ ଭାବେ ଅବିଶ୍ୱସନୀୟ ଘଟଣା । ଆଉ ତା ପୁଣି ପଥର କି ସିମେଣ୍ଟର ନୁହେଁ । ବରଂ...

କଡକନାଥ କୁକୁଡା ଫାର୍ମ କରିବେ ଧୋନୀ !

ଝାଡଖଣ୍ଡ: ୨୦୧୯ କ୍ରିକେଟ ବିଶ୍ୱକପ ପରେ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ହେଲେ ଏବେ ବି ଜାରି ରଖିଛନ୍ତି କ୍ରିକେଟ୍ ଖେଳ । ନିକଟରେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲେ ବି ୨୦୨୧ରେ ସେ ହଳଦିଆ ଜର୍ସିରେ...

[ଭିଡିଓ] ଆମେରିକୀୟ ଗାୟିକା ମେରି ମିଲବେନ୍ ଗାଇଲେ ହିନ୍ଦୀ ଭଜନ !

ଭୁୁବନେଶ୍ୱର: ଜଣାଶୁଣା ଆମେରିକୀୟ ଗାୟିକା ମେରି ମିଲବେନ୍ । ଦୀପାବଳି ଅବସରରେ ଏହି ବିଦେଶୀ ଗାୟିକା ନିଜ କଣ୍ଠରେ ଏକ ହିନ୍ଦୀ ଭଜନକୁ ସଜାଇ ଚର୍ଚ୍ଚାକୁ ଆସିଛନ୍ତି । ଭଜନର ଲିରିକ୍ସ ଲାଇନ୍ ଓମ୍ ଜୟ ଜଗଦିଶ ହରେ ଥିବାବେଳେ ସୋସିଆଲ୍ ମିଡିଆରେ...

ସାହିତ୍ୟ