ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ,୨ ପୋଲିସ କର୍ମୀ ସହିଦ
ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୨ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଗୁଳିମାଡ଼ର ପୁରା ଭିଡିଓ ସିସିଟିଭିରେ କଏଦ...
ଟ୍ରେନ୍ ତଳେ ଗଳି ରେଳ ଧାରଣା ପାରି ହେଉଥିଲେ ମହିଳା, ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍
ହରିଆଣା: ହରିଆଣାରେ ଏକ ଚଳନ୍ତା ଟ୍ରେନ୍ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜଣେ ମଧ୍ୟ ବୟସ୍କା ମହିଳା । ସେହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି...
ମାତ୍ର କେଇ ସେକେଣ୍ଡର କାହାଣୀ
ଭୁବନେଶ୍ୱର: ଜୀବନ ମୃତ୍ୟୁର ଖେଳ ତ ସବୁବେଳେ ଚାଲେ । ହେଲେ ଶେଷରେ ମୃତ୍ୟୁ ହିଁ ବିଜୟଲାଭ କରିଥାଏ । ହେଲେ ଆମ ମଧ୍ୟରୁ ବହୁତ କମ ଲୋକ ଥିବେ, ଯିଏ କି ମୃତ୍ୟୁକୁ ଅତି ନିକଟରୁ ଦେଖିଥିବେ । ଏହିଭଳି ଏକ...
ଇଣ୍ଟରନେଟ୍ରେ ନୂଆ ସେନ୍ସେସନ୍
ଗୌହାଟି: ପ୍ରତିଭା କେବେ ବି ଲୁଚି ରହେନା । କେବେ ନା କେବେ ସାମ୍ନାକୁ ଆସିଥାଏ । ବାସ୍..ଏକ ଖିଅ ଦରକାର । ମନୋବଳ ସୁଦୃଢ ଥିଲେ ପ୍ରତିଭା ହିଁ ଆପଣଙ୍କୁ ସମାଜରେ ଦେଇପାରେ ନୂଆ ପରିଚୟ । ନିକଟରେ ଗୌହାଟିର ଜଣେ...
ବୟସକୁ ନୁହେଁ, ମହାନତାକୁ ଦେଖନ୍ତୁ
ଭୁବନେଶ୍ୱର: ସେ କୌଣସି ସେଲିବ୍ରିଟି ନୁହଁନ୍ତି । ଟଙ୍କା ଆୟ କରିବାର ନିଶା ବି ନାହିଁ । ତଥାପି ସାରା ବିଶ୍ୱ ତାଙ୍କୁ ଚିହ୍ନିଛି । ଇଜିପ୍ଟର ଜଣେ ୧୨ ବର୍ଷୀୟ ଝିଅକୁ ନେଇ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି ।...
ପାଗଳାମୀରେ ବି ଚର୍ଚ୍ଚା ଅଛି !
ଭୁବନେଶ୍ୱର: ଚର୍ଚ୍ଚାକୁ ଆସିବା ଲାଗି ଲୋକେ କେତେ କ’ଣ କରିଥାନ୍ତି । କିଏ ଟାଟ୍ଟୁ କରି ଚର୍ଚ୍ଚାକୁ ଆସିଥାନ୍ତି ତ ପୁଣି କିଏ ଜୀବନ ସାରା ଭୋକିଲା ରହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏମିତି ଅନେକ ଉଦାହରଣ ଆମେ ଇଣ୍ଟରନେଟରେ...
[ଭିଡିଓ] ନାଗାଲାଣ୍ଡ ଗାୟକ ଗାଇଲେ କିଶୋର ଦା’ଙ୍କ ବଙ୍ଗଳା ଗୀତ !
ଭୁବନେଶ୍ୱର: ଲିଜେଣ୍ଡାରି ସିଙ୍ଗର କିଶୋର କୁମାର । ଏହି ମହାନ ଗାୟକଙ୍କୁ କିଏ ବା ନ ଜାଣେ । ନିକଟରେ ବେଶ ନିଆରା ଅନ୍ଦାଜରେ କିଶୋର କୁମାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଜଣେ ନାଗାଲାଣ୍ଡ ଗାୟକ । ୧୯୫୮ରେ ବଙ୍ଗଳା ଭାଷାରେ ରିଲିଜ୍...
[ଭିଡ଼ିଓ] ପିପିଇ କିଟ୍ ପିନ୍ଧି ବିପୁଳ ପରିମାଣର ସୁନା ଚୋରି !
ନୂଆଦିଲ୍ଲୀ: ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ବିରୋଧରେ ଆସିଛି କିଛି ଚକିତକର ତଥା ସଙ୍ଗୀନ ଅଭିଯୋଗ । ଜାଣି ଆଶ୍ଚର୍ଯ୍ୟ ହେବେ ଅଭିଯୁକ୍ତ ଜଣକଏକାକି ଏକ ଗହଣା ଦୋକାନରେ କଳାକନା ବୁଲାଇଥିଲା ।...
ବର୍ବରତା, ଗଙ୍ଗନଦୀର ଦୁର୍ଲଭ ଡଲଫିନ୍ଙ୍କୁ ଅତି ନିର୍ମମ ଭାବେ ହତ୍ୟା !
ପ୍ରତାପଗଡ (ଉ.ପ୍ର): ଗତମାସରେ ସାମ୍ନାକୁ ଆସିଥିଲା ଏହି ଭିଡିଓ । ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଗଙ୍ଗାନଦୀର ଦୁର୍ଲଭ ଡଲଫିନକୁ ଟାଙ୍ଗିଆ ଓ ଠେଙ୍ଗାରେ ପ୍ରହାର କରି ହତ୍ୟା କରିଥିଲେ ତିନିଜଣ ବ୍ୟକ୍ତି । ଉତ୍ତରପ୍ରଦେଶର ପ୍ରତାପଗଡରେ ଘଟିଥିବା ଏହି...
କୁବେର ସାଜିଲା ମାଙ୍କଡ, ଗଛ ଉପରୁ କଲା ଟଙ୍କା ବର୍ଷା
ଉତ୍ତରପ୍ରଦେଶ: ମାଙ୍କଡଙ୍କ ବଦମାଶୀରେ ପ୍ରାୟ ସମସ୍ତେ ଅତିଷ୍ଠ ହୋଇପଡିଥାନ୍ତି । ଛାତ ଉପରେ କପଡା ଫିଙ୍ଗା ଫୋପଡାଠୁ ଆରମ୍ଭ କରି ଘରେ ପଶି ଉତ୍ପାତ ହେବାରେ ଏମାନେ ବେଶ ମାହିର । ହେଲେ ନିକଟରେ ଏକ ମାଙ୍କଡର କାରନାମା ସମସ୍ତଙ୍କୁ ଚକିତ କରିଥିଲା...