Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଭଦ୍ରକ : କଥାରେ ଅଛି ରଖେ ହରି ତ ମାରେ କିଏ । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଏପରି ଅଘଟଣ ଭଦ୍ରକ ଜିଲ୍ଲା ପିରାହାଟ ଥାନା ଛେଳିଆ ନେଇରେ ଘଟିଛି । ଲୋକମାନେ ନଦୀର ମାଛ ଧରୁଥିଲେ ହେଲେ ହଠାତ୍ ଏହି ସମୟରେ କେଉଁଠୁ କୁମ୍ଭୀର ଆସି ଯୁବକ ଗଗନ ନାଏକଙ୍କୁ ଝାମ୍ପି ନେଇଥିଲା ।…

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲିରେ କ୍ରାଇମ୍ ବ୍ରାଞ୍ଚ ଟିମର ତଦନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ  କ୍ରାଇମ୍ ବ୍ରାଞ୍ଚ ଟିମ୍ ପକ୍ଷରୁ ତଦନ୍ତ ଜାରି ରହିଛି । ପୁଲିସ ଶର୍ମିଷ୍ଠାର ୬ ଜଣ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଶର୍ମିଷ୍ଠାର ପତ୍ତା ପୁଲିସ ନପାଇବାରୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଏହି ଘଟଣାରେ ତଦନ୍ତ କରିଛନ୍ତି । ଗତ ଫେବ୍ରୁଆରି ମାସ ୬…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା , ଶର୍ମିଷ୍ଠାଙ୍କୁ ଖୋଜିବାକୁ ବାହାରିଲା କ୍ରାଇମବ୍ରାଞ୍ଚ ଟିମ୍

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଭଦ୍ରକ ଏସପି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟିମରେ ଡିଏସପି କଳ୍ପନା ସାହୁ , ଇନିସ୍ପେକ୍ଟର ବିଶ୍ୱ ପ୍ରକାଶ ଦାସ , ସବଇନ୍ସପେକ୍ଟର  ଅବଧୁତ ବାରିକଙ୍କ ସହିତ ଏସଆଇ…

ପୌର ନିର୍ବାଚନରେ ବି ନିର୍ବାଚନୀ ହିଂସା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଭଦ୍ରକ ଜିଲ୍ଲାରେ ନିର୍ବାଚନ ଚାଲିଥିବା ବେଳେ ଜେଣ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ ସାମ୍ନାରେ ଏହି ଘଟଣା ଘଟିଛି ।…

ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ମହଙ୍ଗା ପଡିଲା , ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

ଭଦ୍ରକ : ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ପଡିଲା ମହଙ୍ଗା । ଭଦ୍ରକରେ ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ବେଳେ ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ । ୨୫ ହଜାର ୬ ଶହ ଟଙ୍କା ଜବତ କରିଛି ପୋଲିସ । ଭଦ୍ରକ ପୌର ପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଦେବଦ୍ରତ…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ଓଡ଼ିଶା ଛାତ୍ରୀ

ଭଦ୍ରକ : ଦିନକୁ ଦିନ ଋଷ-ୟୁକ୍ରେନ୍ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ଫେରିବାରେ ଲାଗିଛନ୍ତି । ଏବେ ସୁଦ୍ଧା ବହୁ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ଫେରିବାକୁ ଅନୁରୋଧ କରିଚାଲିଛନ୍ତି । ସେହିଭଳି ଓଡ଼ିଶାର  ଜଣେ ଛାତ୍ରୀ ସେଠାରୁ ନିଜ ଘରକୁ ଫେରିଛନ୍ତି।…

ଭଦ୍ରକ: ତୃତୀୟ ଦିନର ଗଣତିରେ ୧୨ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ

ଭଦ୍ରକ: ତୃତୀୟ ଦିନର ଭଦ୍ରକ ଜିଲ୍ଲାରେ ୭ଟି ବ୍ଲକରେ ୧୨ଟି ଜିଲ୍ଲାପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭରୁ ସମସ୍ତ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ ବିଜେଡି ପ୍ରାଥୀ ସ୍ମରଣୀକା ସମଦର୍ଶନୀ ବଳ ଆଗୁଆ, ଚାନ୍ଦବାଲି ବ୍ଲକର ୫ନମ୍ବର ଜୋନରେ ବିଜେଡି…

ଭଦ୍ରକରେ ଦ୍ୱିତୀୟ ଦିନରେ ୭ଟି ବ୍ଲକରେ ୯ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି

ଭଦ୍ରକ : ରେକର୍ଡ ଭାଙ୍ଗୁଛି ବିଜେଡି । ଦ୍ୱିତୀୟ ଦିନରେ ଭଦ୍ରକରେ ୭ ଟି ବ୍ଲକରେ ୯ ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଜେଡି ବାଜିମାତ କରୁଥିବା ବେଳେ ।ଭଦ୍ରକରେ ମଧ୍ୟ ବିଜେଡିର ବିଭିନ୍ନ ଜୋନରେ ବିଜୟ ଲାଭ କରିଛି । ୧ _ଚାନ୍ଦବାଲି ବ୍ଲକର ୨…

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ଚାଲିଛି ପ୍ରସ୍ତୁତି

ଭଦ୍ରକ : ଆସନ୍ତା କାଲି ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ନୀତିକାନ୍ତି ଅନୁସାରେ ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ ହେବ । ସକଳା ୫ ଟା ସମୟରେ ମହାପ୍ରଭୁଙ୍କ ପାଇଁ ଖେଚୁଡି…

[ଦେଖନ୍ତୁ ଭିଡିଓ] କଡ଼ା ସୁରକ୍ଷା ବଳୟ ଭିତରେ ସାନି ମତଦାନ ଶେଷ

ପୁରୀ : ଆଜି ପୁରୀ ଜିଲ୍ଲାର ପୁରୀ ୫ଟି ବୁଥରେ ସ୍ଥାନରେ ସାନି ମତଦାନ ହୋଇଛି । ଜିଲ୍ଲାରେ ୫ଟି ସ୍ଥାନରେ ଗଣ୍ଡଗୋଳ ଘଟି ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହି ବୁଥ ମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇ ଥିଲା । ପୁରୀର କଣାସ ବ୍ଲକ ଅଡାଲ ଗ୍ରାମପଞ୍ଚାୟତର…