Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ଆସ ବୁଲିଯିବା ଓଡିଶା: ପ୍ରକୃତିପ୍ରେମୀଙ୍କୁ ଆନମନା କରେ କଙ୍କିଳୀ କାଜୁ ଫିଲ୍ଡ

ତାଳଚେର: ଚାଲିଛି ଶୀତ ଋତୁ । ଆଉ ରାତି ପାହିଲେ ନୂଆବର୍ଷ । ସାଧାରଣତଃ ନୂଆବର୍ଷର ଆଗମନରେ ସମସ୍ତେ ବାହାରିଯାଆନ୍ତି ପିକନିକ୍ କରିବା ପାଇଁ । ପରିବାର ବର୍ଗଙ୍କ ସହ ହେଉ ଅବା ସାଙ୍ଗ ସାଥି ମେଳରେ ବୁଲି ଯିବା ସହ ଭୋଜି ଭାତ କରି ମଉଜ କରିବା ସହ କଲରଫୁଲ ଫଟୋ ଉଠାଇ ସାଇତି ରଖିବା ସମସ୍ତଙ୍କ ମନ ।…

ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଫୁସ୍‌ଫୁସ ସଂକ୍ରମଣରେ ପୀଡ଼ିତ…

ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ, ଭୟରେ ଗ୍ରାମବାସୀ

ଅନୁଗୋଳ: ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତକ ଦୁଇ ଜଣ ହେଉଛନ୍ତି ୧୮ ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଆନ୍ଦୋଳନକୁ…

ବାଲିଆମ୍ବ ଗାଁରେ ଅଘଟଣ, ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ

ଅନୁଗୁଳ: ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଅଘଟଣ। ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ। ମୃତ ଦୁଇ ଶିଶୁ ହେଲେ କାଳିଆ ବେହେରାଙ୍କ ପୁଅ ବାଦଲ ବେହେରା ଓ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଜୟନ୍ତ ପ୍ରଧାନ। ଉଭୟଙ୍କ ବୟସ ୯ ବର୍ଷ ବୋଲି ଜଣାପଡିଛି। ସୂଚନା ଅନୁସାରେ ଉଭୟ ଶିଶୁ ନାଳକୁ ଯାଇଥିଲେ। ତେବେ…

ବେଆଇନ ଗଞ୍ଜେଇ ଚାଷ ନଷ୍ଟ , ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇଛି  । ଫଳରେ  ଚାଙ୍ଗୁଡ଼ିଆ ପଞ୍ଚାୟତର ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣ ଗିରଫ ହୋଇଛନ୍ତି  ।  ସୂଚନା ମୂତାବକ ଗତକାଲି ଛେଣ୍ଡିପଦା ଥାନା ଅଧିକାରୀ ବେଆଇନ…

ସାତକୋଶିଆକୁ ଫେରିବେ ହଳେ ମହାବଳ, ଅଭୟାରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ

ଅନୁଗୁଳ: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଅନୁଗୁଳ ଜିଲ୍ଲାର ସାତକୋଶିଆରେ ପୁଣି ଫେରିବ ମହାବଳ। ଅଭାୟରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ। ପ୍ରୋଜେକ୍ଟ ଟାଇଗରର ବିଫଳତା ପରେ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିବାକୁ ପଡିଥିଲା। ଏହା ପରେ ସାତକୋଶିଆରେ ଆରମ୍ଭ ହୋଇଥିଲା…

ଥମୁନି ଧଳା ଜହର କାରବାର : ଅନୁଗୁଳରୁ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଗିରଫ

ଅନୁଗୁଳ : ଥମୁନି ଧଳା ଜହର କାରବାର  । ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ ବେଳେ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଅବକାରୀ ବିଭାଗ  । ସୂଚନା ମୂତାବକ ନାଲକୋନଗର ଥାନା କନ୍ୟାବେଡା ଓ କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ…

ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ପଡିଲା ମହଙ୍ଗା: ଜଣେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ଜଣେ ଯୁବକଙ୍କୁ ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ଗିରଫ କରିଛି ବନ ବିଭାଗ  । ଗିରଫ ଯୁବକ ଜଣକ କୁଲାଡ ଗାଁର ଦିନେଶ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷ ହେବ ବଅଁରପାଳ ବ୍ଲକ ଅଞ୍ଚଳ ହାତୀ ମାନଙ୍କର…

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ମଦ ବ୍ୟବସାୟକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ  ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ ବୋଲି ଜଣାପଡିଛି । ରତନ ଗତ ଶନିବାର ଦିନଠାରୁ ଘରୁ କେଉଁଆଡୁ ନିଖୋଜ…

ତାଳଚେରରେ ପୁଣି ହାତୀ ଉପଦ୍ରବ, ଉଜାଡ଼ିଦେଲେ ସୁନାର ଫସଲ

ଅନୁଗୁଳ: ଦିନକୁ ଦିନ ବଢୁଛି ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଶଣରେ ଆସି ଧନ ଜୀବନ ନଷ୍ଟ କରୁଛନ୍ତି ହାତୀ। ଗତ ଦୁଇ ବର୍ଷ ହେବ ହାତୀ ଚିନ୍ତାରେ ଭୟଭିତ ହୋଇ ରହୁଛନ୍ତି ଅଞ୍ଚଳବାସୀ। ଚାଷୀ ଋଣ କରି ଚାଷ କରୁଥିବା ବେଳେ ହାତୀପଲ ଆସି ଏକର ଏକର ଚାଷ ଜମିକୁ ନଷ୍ଟ କରୁଛନ୍ତି ଓ ଯାହା ଫଳରେ ଚାଷୀଙ୍କ…