Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ଅନୁଗୁଳରେ ଥମୁନି ହାତୀ ଉପଦ୍ରବ: ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ  । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି  । ତ ଆଉ କେତେବେଳା ହାତୀ-ମଣିଷ ଲଢେଇ ମଧ୍ୟରେ ହାତୀର ଜୀବନ ଯାଉଛି  । ଅନେକ ସ୍ଥାନରେ ଖାଦ୍ୟ ଅନ୍ବେଶଣରେ ଆସି ଗାଁ ମୁହାଁ ହେଉଛନ୍ତି ହାତୀ ପଲ  । ଆଜି ଏମିତି କିଛି ଘଟଣା ଦେଖିବାକୁ…

ରାସ୍ତା ପାଇଁ ୬ ଘଣ୍ଟିଆ ଆନ୍ଦୋଳନ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଓକିଲ ସଂଘ

ଅନୁଗୁଳ : ରାସ୍ତା ପାଇଁ ଆନ୍ଦୋଳନ । ୬ ଘଣ୍ଟିଆ ଅବରୋଧ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓକିଲ ସଂଘ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ରାସ୍ତା ଅବରୋଧ କରିଛନ୍ତି ଅନୁଗୁଳ ୫୫ନମ୍ବର ମୁଖ୍ୟ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପ୍ରତିଦିନ ଶହଶହ ଲୋକେ ସେହି ରାସ୍ତା ଦେଇ ଯିବା…

[ଦେଖନ୍ତୁ ଭିଡିଓ] ଜିନ୍ଦଲ ପରିସରରେ ମହାପ୍ରଭୁଙ୍କର ରଥଯାତ୍ରା

ଅନୁଗୋଳ: ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାପ୍ରଭୁଙ୍କର ରଥଯାତ୍ରା ପାଳିତ ହୋଇଛି। ଜିନ୍ଦଲ ପରିସରରେ ତିନି ଦିଅଁଙ୍କ ପାଇଁ ତିନୋଟି ରଥ ନିର୍ମାଣ ହୋଇଥିଲା । ପ୍ରଥମେ ପରିସରରେ ଥିବା ଜଗନ୍ନାଥ ମନ୍ଦିରରୁ ତିନି ଦିଅଁଙ୍କୁ ପହଣ୍ଡି ବିଜେ ପରେ ରଥାରୂଢ କରାଯାଇଥିଲା। ପରେ ପରେ…

ଜରପଡ଼ା ପତିତପାବନ ଡିଗ୍ରୀ କଲେଜରେ ଅଧ୍ୟାପକଙ୍କ ଜାଲ ସାର୍ଟିଫିକେଟ୍

ଅନୁଗୁଳ: ଜରପଡ଼ା ପତିତ ପାବନ ଡିଗ୍ରୀ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ । ସେ ତାଙ୍କ ପିଜି ମାର୍କସିଟର ଦୁଇଟି ବିଷୟରେ ଜାଲିଆତି କରି ଚାକିରି କରିଥିବା କଥା ଜଣାପଡ଼ିବା ପରେ ବିକାଶ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ତଦନ୍ତ ଆରମ୍ଭ…

[ଦେଖନ୍ତୁ ଭିଡିଓ] ମା’କୁ ପିଟି ପିଟି ହତ୍ୟା କଲା ପିଶାଚ ପୁଅ

ଅନୁଗୁଳ: ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା'କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀସାହିରେ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ଏଏନଏମ ବୀଣା ପାଣି ଦାଶ ବୋଲି ଜଣା ପଡିଛି । ବାଗଡିଆ…

ତାଳଚେର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ

ଭୁବନେଶ୍ବର: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ…

[ଦେଖନ୍ତୁ ଭିଡିଓ] ସଫଳ ହେଲା ୧୨ଘଣ୍ଟିଆ ବନ୍ଦ ଡାକରା:ମେଡିକାଲ କଲେଜ ପରିଚାଳନା କରିବାକୁ MCL ର ପ୍ରତିଶ୍ରୁତି

ଅନୁଗୁଳ: ମେଡିକାଲ କଲେଜ ପରିଚାଳନାକୁ ନେଇ ତାଳଚେର ୧୨ଘଣ୍ଟିଆ ବନ୍ଦ ଦିଆ ଯାଇଥିଲା । ଯାହାକି ସଫଳ ହୋଇଛି । ବନ୍ଦ ବେଳେ ତ୍ରିପାକ୍ଷିକ ଆଲୋଚନା ହୋଇଥିବା ବେଳେ ଏଥିରେ ମୁଣ୍ଡ ନୂଆଁଇଛି MCL । ମେଡିକାଲ କଲେଜ ପରିଚାଳନା କରିବାକୁ MCL ରାଜି ହୋଇଥିବା ବେଳେ MCL ମେଡିକାଲ କଲେଜ ପରିଚାଳନାର…

[ଦେଖନ୍ତୁ ଭିଡିଓ] ଅମୁଲକୁଲ କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ

ଅନୁଗୁଳ : କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ । ବାହାରେ ପରିତ୍ୟକ୍ତ ସ୍ଥାନରେ ପଡ଼ିରହିଥିଲା ଅମୂଲକୁଲ କ୍ୟାନ୍ । ଆଉ ସେଥିରେ ଫସିଯାଇଥିଲା ଏହି ସାପଟି । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ପିଡବ୍ଲ୍ୟୁଡି କଲୋନୀରେ। ଜଣେ ବ୍ୟକ୍ତିଙ୍କ ବାରିପଟେ ଅଳିଆଗଦାରେ ପଡିଥିବା ଅମୁଲକୁଲ କ୍ୟାନରେ…

ଅଭିଜିତ ଆତ୍ମହତ୍ୟା ମାମଲା :୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁଗୁଳ ଏସପିଙ୍କୁ ହାଇକୋର୍ଟଙ୍କ…

ଅନୁଗୁଳ : ଅନୁଗୁଳ ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା । ଏହି ମାମଲାର ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁଗୁଳ ଏସପିଙ୍କୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଅନୁସାରେ ଫେବୃଆରୀ ୧୪ ତାରିଖ ଦିନ ଅଭିଜିତ ପଟ୍ଟନାୟକ(୨୮) ଆତ୍ମହତ୍ୟା କରିଥିଲେ ।…

[ଦେଖନ୍ତୁ ଭିଡିଓ] ଚର୍ଚ୍ଚାରେ ଅନୁଗୁଳ ପୌର ରାଜନୀତି: ମଇଦାନରେ ବାପ-ପୁଅ ଟକ୍କର

ଅନୁଗୁଳ  : ଚର୍ଚ୍ଚାରେ ଅନୁଗୁଳ ପୌର ରାଜନୀତି । ପୁଅ ବିରୁଦ୍ଧରେ ବାପା ହୋଇଛନ୍ତି କାଉନସିଲର  ପ୍ରାର୍ଥୀ । ଏଠି ପୁଅ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛନ୍ତି ବାପା । ବାପା ବିଜେପି ର କାଉନସିଲର ପାର୍ଥି ହୋଇଥିବା ବେଳେ ପୁଅ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା…