Latest Odisha News

BREAKING NEWS

Browsing Category

କଟକ

Cuttack

ଲାଂଚ ନେଇ ଧରାପଡ଼ିଲେ ଏଏସଆଇ

କଟକ: ଲାଂଚ ନେବା ପଡ଼ିଲା ମହଙ୍ଗା । ଭିଜିଲାନ୍ସ ହାତରେ ଧରାପଡ଼ିଲେ କଟକ  ଭଦ୍ରେଶ୍ବର ଥାନା ଏଏସଆଇ ଆଲୋକ ଷଡ଼ଙ୍ଗୀ । ଥାନା ପରିସରରେ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏକ ମାମଲାର ଦଫା କୋହଳ ପାଇଁ  ଏଏସଆଇ ଆଲୋକ ଲାଞ୍ଚ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ…

ମାହାଙ୍ଗା: ନେତା, କର୍ମୀ ଏବେ କଂଗ୍ରେସ ମୁହାଁ, ଅସନ୍ତୁଷ୍ଟ ବିଜେଡି-ବିଜେପି ନେତା!

ମାହାଙ୍ଗା: ଆସନ୍ତା ନିର୍ବାଚନ ପାଇଁ ରାଜନୀତି ବେଶ୍ ସରଗରମ୍ । ଭୋଟରଙ୍କୁ ମନାଇବାକୁ ପ୍ରସ୍ତୁତ ହୋଇଗଲେଣି ନେତା । କିଏ ପଦ୍ମ ଛାଡ଼ି ହାତ ଧରୁଛି, ଆଉ କିଏ ହାତ ଛାଡ଼ି ପଦ୍ମ ଆଉ ଶଙ୍ଖକୁ ବାଛି ନେଉଛନ୍ତି । ସବୁବେଳେ ରାଜନୀତିକୁ ନେଇ ଚର୍ଚ୍ଚାରେ ରହିଛି ମାହାଙ୍ଗା । ଏବେ ମାହାଙ୍ଗା…

ଯୁକ୍ତ ୨ ପରୀକ୍ଷା: ମାର୍ଚ୍ଚ ୨୨ରୁ ଖାତା ଦେଖା, ୧୫ରେ ଫଳ

କଟକ: ମେ’ ୧୫ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ବାହାରିବ । ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ନିର୍ବାଚନ…

ସମ୍ପୁର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍, ନୂତନ ଶୈଳୀରେ ହେବ ନିର୍ମାଣ

କଟକ: ନୂଆ ରୂପ ନେବ ଐତିହାସିକ ବାରବାଟୀ ଷ୍ଟାଡିୟମ । ସମ୍ପୁର୍ଣ୍ଣ ଭାବରେ ଭଙ୍ଗା ହେବ ବାରବାଟୀ ଷ୍ଟାଡିୟମ । ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହାର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌।…

ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ବାଘ ଛାଲ ଜବତ ଘଟଣା, ୭ ଗିରଫ, ଏବେବି ୬ ଅଭିଯୁକ୍ତ ଫେରାର

କଟକ: କଟକ ନେତାଜୀ ବ୍ରିଜ୍ ପାଖରୁ ବାଘ ଛାଲ ଜବତ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛନ୍ତି । ଏବେବି ୬ଜଣ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି ପୋଲିସ ।…

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ

କଟକ: ବିବାହ ବନ୍ଧନରେ ବାନ୍ଧି ହେଲେ ପୁଣି ଜଣେ ଜିଲ୍ଲାପାଳ । ଓଏଏସ୍‌ ଅଫିସ୍‌ର  ଅମୃତା ପ୍ରିୟମ୍ବଦା ମିଶ୍ରଙ୍କ ହାତ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍‌ ଅମ୍ରିତ୍ ଋତୁରାଜ୍ । ବୈଦିକ ରିତିନୀତିରେ କଟକର ହୋଟେଲ୍‌ ଆକବରୀରେ ମହା ଆଡମ୍ବର ସହକାରେ ଦୁଇ ଅଧିକାରୀଙ୍କ…

ଚିରନିଦ୍ରାରେ ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା

କଟକ: ଆଉ ନାହାନ୍ତି ଚିକିତ୍ସକ ଜଗତରେ ଅତି ପରିଚିତ ଚେହେରା ଡାକ୍ତର ଭୁବନାନନ୍ଦ ମହାରଣା । ୬୯ ବର୍ଷ ବୟସରେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଚିକିତ୍ସା ଜଗତରେ ତାଙ୍କର ଅବଦାନ ଅତୁଳନୀୟ । ମସ୍ତିଷ୍କାଘାତ ପାଇଁ ନିକଟରେ ତାଙ୍କର ଅପରେସନ…

ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି କାମ

କଟକ: ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ । ଏନେଇ ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସ୍‌‌ କ୍ୟୁରି ଏନ୍‌‌.କେ ମହାନ୍ତି । ୧୦ ତାରିଖରେ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଆମିକସ୍‌ କ୍ୟୁରି ହାଇକୋର୍ଟଙ୍କୁ ଜଣାଇଛନ୍ତି ।…

ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ୨ ଆହତ

କଟକ: ମକର ସଂକ୍ରାନ୍ତି ପାଇଁ ଗାଁଠୁ ସହର ଚାରିଆଡେ ଏବେ ଉତ୍ସବର ମାହୋଲ । କିନ୍ତୁ ଏହାରି ଭିତରେ କଟକରେ ଘଟିଲା ଅଘଟଣ । ଗୁଡି ସୂତା ଲାଗି ଦୁଇ ଜଣ ବାଇକ୍ ଆରୋହି ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର ବେକରେ ସୂତା ଲାଗିଥିବା ବେଳେ ଅନ୍ୟ ଜଣଙ୍କର ପାପୁଲିରେ ସୂତା ଲାଗି କଟିଯାଇଛି । ୨ ଯୁବକ…