Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

ଘର ଛାଡିବାକୁ କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମାମ ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ହତ୍ୟା । ଘର ଛାଡିବାକୁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ଜଣଙ୍କ ହେଉଛନ୍ତି ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ । ସୂଚନା ଅନୁସାରେ, ରୋହିତ ଆଜକୁ ବର୍ଷେ ତଳେ…

ଯୋରନ୍ଦା ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୀଠର ଉନ୍ନତିକରଣ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଓଡିଶାର ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦାପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି । ଯୋରନ୍ଦାଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ…

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା  । ଜାଡରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ପୁଇଁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି  । ଏହାରି ଭିତରେ ଏକ ଅଘଟଣ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଚାଉଳିଆଝରଣ ଗାଁରେ । ନିଆଁ ପୋଇଁ ହେଉଥିବା ବେଳେ…

ମହାଦେବ ଦର୍ଶନ ସାରି ଫେରିବା ବେଳେ କଲେ ମହୁମାଛି ଆକ୍ରମଣ, ୪ ଗୁରୁତର

କାମାକ୍ଷାନଗର: ବଡ଼ଓଷାରେ ଘଟିଲା ବଡ ଅଘଟଣ । ଶିବ ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବଡଓଷା ଥିବାରୁ ଆଜି ସକାଳେ ରାମେଶ୍ୱର…

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ଆଗରେ ଅଭିଭାବକଙ୍କ ଧାରଣା

ଢେଙ୍କାନାଳ: ଶିକ୍ଷକ ନିଯୁକ୍ତି ଦାବି ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ପାଠ ପଢାଇବା ପାଇଁ ଅଛନ୍ତି ମାତ୍ର ଦୁଇଜଣ ଶିକ୍ଷକ। ନୂଆ ଶିକ୍ଷକ ନିଯୁକ୍ତି ନେଇ ଦାବି ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଅଭିଭାବର। ଢେଙ୍କାନାଳ ଜିଲ୍ଲା…

ଭାଇ ହେଲା ଭଗାରୀ : ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କଲା ଭାଇ

ଭୁବନ: ଭାଇ ହେଲା ଭଗାରୀ  । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଭାଇ ଏସିଡ୍ ମାଡ କରିଛି  । ଏମିତି କିଛି ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ  । ସୂଚନା ଅନୁସାରେ ଜମି ବାଡିକୁ କେନ୍ଦ୍ର କରି ଗଡଗହଁପୁର ଗାଁରେ ରହୁଥିବା ଭାଗିରଥୀ ନାୟକ ଏବଂ…

ରାଜ୍ୟରେ କମୁନି ହାତୀ ମୃତ୍ୟୁ: ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ: ରାଜ୍ୟରେ କମୁନି ହାତୀ ମୃତ୍ୟୁ । ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଠାବ । ଦନ୍ତାଟିର ବୟସ ୨୦ରୁ ୨୫ ବର୍ଷ ହୋଇଥିବା ବେଳେ ହାତୀ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ…

୧୧ ଦିନର ଯାତ୍ରା ସାରି ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ

ଢେଙ୍କାନାଳ : ୧୧ ଦିନ ହେବ ଚାଲିଥିଲା ମାଆଙ୍କର ଯାତ୍ରା  । ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ  । ଆଜି ଢେଙ୍କାନାଳରେ ମାଆଙ୍କା ଭସାଣୀ ଉତ୍ସବ  । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା ମକୁଟରେ ଝଲସୁଥିଲେ ମାଆ । ସନ୍ଧ୍ୟା ହେଲେ ଚିକମିକ୍…

ଆଜିଠୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା : ମାଙ୍କୁ ଆବାହନ ସହ ମଣ୍ଡପରେ ଘଟ ସ୍ଥାପନ

ଢେଙ୍କାନାଳ : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ମାଆଙ୍କ ଆବାହନରେ ସବୁଠି ଉତ୍ସବର ମାହୋଲ  । ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜା ବେଶ୍‌ ଧୂମଧାମ ସହକାରେ  ଅନୁଷ୍ଠିତ ହେଉଛି । କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ…

ରାତି ପାହିଲେ ଧରାପୃଷ୍ଠକୁ ବିରାଜିବେ ଐଶ୍ଚର୍ଯ୍ୟର ଦେବୀ ମା’ ପଦ୍ମାଳୟା ,ଚଳଚଞ୍ଚଳ ପୂଜା ମଣ୍ଡପ

ଭୁବନେଶ୍ଵର: ରାତି ପାହିଲେ ଆରମ୍ଭ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଉ ଏହାକୁ ନେଇ ଢେଙ୍କାନାଳ ସହର ହୋଇଉଠିଛି ଚଳଚଂଚଳ । ସହରର ସମସ୍ତ ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତି ନିର୍ମାଣରେ କାରିଗରମାନେ ଶେଷ ସ୍ପର୍ଶ ଦେବାରେ ଲାଗିପଡିଥିବାବେଳେ, ମିଳିତ ପୂଜାକମିଟି ପକ୍ଷରୁ ସମସ୍ତ କାର୍ଯ୍ୟକୁ…