Latest Odisha News

BREAKING NEWS

Browsing Category

ଗଜପତି

Gajapati

ଏମିତି ବି ଆସେ ମୃତ୍ୟୁ : ଚଳନ୍ତା ବସରେ ଡ୍ରାଇଭରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି : ଏମିତି ବି ଆସେ ମୃତ୍ୟୁ  । କଥାରେ ଅଛି  କାହାର ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସିବ ତାହା କହିବା ମୁସ୍କିଲ । ଆଜି ଏମିତି କିଛି ଘଟଣା ସାମ୍ନାକୁ ଆସିଛି  । ଗଜପତି ଜିଲ୍ଲା ଜି.ଉଦୟଗିରି ପାବୁରିଆ ଛକ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବଡ ଦୁର୍ଘଟଣାରୁ…

ଗଜପତିବାସୀଙ୍କୁ ମିଳିଲା ଲକ୍ଷ୍ମୀ ବସ୍ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , କହିଲେ ଯୋଗାଯୋଗ ବିକାଶର ଆଧାର

ଗଜପତି : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ…

ଲଦିଗୁଡାରୁ ମୋହନା ଯାଉଥିବାବେଳେ ଘାଟିକୁ ଓଲଟିଲା ବସ୍: ୧୫ ଯାତ୍ରୀ ଆହତ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା କୁଡିକିମା ଗାଁରେ ଅଭାବନୀୟ ଘଟଣା ଘଟିଛି  । ଭାରସାମ୍ୟ ହରାଇ ଇନ୍ଦ୍ରପୁର ଘାଟିକୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ୭ଜଣଙ୍କ…

ରାଜ୍ୟରେ ଚାଲିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଲକ୍ଷାଧିକ ଲୋକ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତି ମଧ୍ୟରେ ୯ ବର୍ଷ ପୁରିବାକୁ ଯାଉଛି । ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ…

ଲଗାଣ ବର୍ଷାରେ ଧସିଲା ଦେବଗିରି ପାହାଡ: ୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଗଜପତି: ଲଗାଣ ବର୍ଷାରେ ବେହାଲ ହୋଇପଡିଛି ସାରା ଓଡିଶା  । କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି  । ଗଜପତି ଜିଲ୍ଲାରେ ବି ବର୍ଷା ଜାରି ରହିଛି  ।  ଫଳରେ ଗଜପତି ଜିଲାର ଗୁମ୍ମା ବ୍ଲକରେ ଆଜି ସକାଳେ ପାହାଡ ଧସିଯାଇ କୁଜାସିଂଠାରୁ ଅଜୟଗଡ ରାସ୍ତା ଅବରୋଧ ହୋଇଯାଇଛି ।…

ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ୍ୟୁ ଘଟଣା: ୩୨ଘଣ୍ଟା ପରେ ମିଳିଲା ମୃତଦେହ

ମୋହନା: ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକ ମୃତ୍ୟୁ ଘଟଣା  । ଦୀର୍ଘ ୩୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ । ଗତକାଲି ଗଜପତି ମୋହନା ଥାନା ବନ୍ଧାଗୁଡା ଗାଁରେ କ୍ରସର ପାଇଁ ପଥର ବ୍ଲାଷ୍ଟିଂ ବେଳେ ମାମୁ ଭଣଜା ପଥର ତଳେ ଚାପି ହୋଇ ପ୍ରାଣ ହରାଇ ଥିଲେ । ପଥର ଟି ପ୍ରାୟ ୧୦୦ ଟନ ରୁ ଅଧିକ…

ଆଜି ପୁଣି ଗଞ୍ଜାମ ଗସ୍ତରେ ଯିବେ ଫାଇଭ୍-ଟି ସଚିବ , ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ସମୀକ୍ଷା

ଗଞ୍ଜାମ: ଆଜି ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରାଡ଼ା ପରେ ପୋଲସରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଖଲିକୋର୍ଟ ଗସ୍ତ କରିବାର…

ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୫୦ ହଜାର ଲେଖାଏଁ କ୍ଷତିପୂରଣ ପ୍ରଦାନ

ମୋହନା: ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟିଛି  । ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ଦୁଇ ଶ୍ରମିକ ମୃତ୍ୟୁବରଣ କରିଛନ୍ତି  । ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ ଏବଂ ମଧୁରଛୁଆ ଗାଁର ବିଷ୍ଣୁ…

ନୃଶଂସ ସ୍ବାମୀର ବର୍ବରକାଣ୍ଡ: ସ୍ତ୍ରୀକୁ ଶାବଳରେ ପିଟି ପିଟି କଲା ହତ୍ୟା

ମୋହନା: ପାରିବାରିକ କଳହର କରୁଣ ପରିଣତି । ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଭାବନୀୟ ଘଟଣା ଘଟିଛି  । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ  । ମୃତକ ସାରୁଗାଳୁ ମଲ୍ଲିକ ବୋଲି ଜଣାପଡିଛି  । କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା…

ଗଜପତି କାଶୀନଗର ବ୍ଲକରେ ଆତଙ୍କ ଖେଳାଉଛି ଡେଙ୍ଗୁ: ୮ ଦିନରେ ୨୭ ପଜିଟିଭ୍

ପାରଳାଖେମୁଣ୍ଡି: ଥମୁନି ଡେଙ୍ଗୁ ଆତଙ୍କ  । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଜ୍ବର ଆତଙ୍କ ଦେଖିବାକୁ ମିଳିଛି ।  ଗତ ୧୪ ତାରିଖରୁ ଆଜି ସୁଦ୍ଧା ୮ ଦିନ ଭିତରେ ୨୭ ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ଦ୍ବିଗୁଣିତ କରିଛି  ।  …