Latest Odisha News

BREAKING NEWS

Browsing Category

କୋରାପୁଟ

Koraput

ବିକାଶର ଆଲୋକକୁ ଆହୁରି ଉଜ୍ଜ୍ବଳ କରିଛି ଲକ୍ଷ୍ମୀ ବସ୍ ସେବା: ମୁଖ୍ୟମନ୍ତ୍ରୀ

କୋରାପୁଟ : କୋରାପୁଟ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲାରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ। ଫାଇଭ୍ ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି…

ଆଜିଠୁ କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍ : ଭିସିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ମାର୍ଗଶୀର ୩ୟ ଗୁରୁବାର ଅର୍ଥାତ୍ ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଲାଣ୍ଡିଗୁଡା ସ୍ଥିତ ସରକାରୀ କଲେଜ ପଡିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ଜିଲ୍ଲାର…

ଭୟାଭୟ ଅଗ୍ନିକାଣ୍ଡ , ଜଳିଗଲା ୨୦ ଏକର ରୁ ଉର୍ଦ୍ଧ୍ଵ ଧାନ ଫସଲ

ବୋରିଗୁମ୍ମା: ଧାନ ଫସଲରେ ଲାଗିଲା ନିଆଁ । ଜଳିଗଲା ୨୦ଏକର ରୁ ଉର୍ଦ୍ଧ୍ଵ ଧାନ ଫସଲ । ବୋରିଗୁମ୍ମା ବ୍ଲକ କାଠରଗଡା ଗ୍ରାମରେ ହୋଇଛି ଏହି ଅଘଟଣ । ଗତ କାଲି ବିଳମ୍ବିତ ରାତ୍ରିରେ କୁମୁଳିଆ ସାହିର ଏକ ଧାନ ଖଳା ଘଟିଛି ଅଗ୍ନିକାଣ୍ଡ। ସୂଚନା ଅନୁସାରେ, ଗତକାଲି ରାତିରେ ସମସ୍ତେ ଶୋଇଥିବା…

ଭିଜିଲାନ୍ସ ଜାଲରେ ଥାନା ବାବୁ: ବସରେ କଟକ ଆସୁଥିବାବେଳେ ମାଡିବସିଲା ଟିମ୍ , ୨ଲକ୍ଷ ଟଙ୍କା ଜବତ

କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଗଲା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି ।  ବସ ରେ ପଇସା ଧରି ଯାଉଥିବା ବେଳେ ତାଙ୍କ…

ଆରମ୍ଭ ହୋଇଛି କୋରାପୁଟର ଲୋକ ମହୋତ୍ସବ’ପରବ’

ଜୟପୁର: ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ । କୋରାପୁଟରେ ଜମୁଛି ‘ପରବ’ ଲୋକ ମହୋତ୍ସବ । ଆଦିବାସୀଙ୍କ ଢେମସା ନାଚର ତାଳେ ତାଳେ ଦୁଲୁକୁଛି ମଞ୍ଚ । କୋରାପୁଟ ସ୍ଥିତ ଲାଣ୍ଡିଗୁଡା ସରକାରୀ କଲେଜ ପଡିଆ ଠାରେ ଉଦଘାଟିତ ହୋଇଛି ‘ପରବ’-୨୦୨୩ ଲୋକ ମହୋତ୍ସବ । କାର୍ଯ୍ୟକ୍ରମର ମୁଖ୍ୟ…

ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା, ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ

କୋରାପୁଟ: ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା। ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ। ଏଭଳି ଅଭାବନାୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ। ସୂଚନା ଅନୁସାରେ ସରୁଜବା ଗାଁରେ ୟୁଟ୍ୟୁବ ଭିଡିଓ ଦେଖିବା ନେଇ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହେବା ପରେ ଭଣଜାକୁ ମାମୁଁ ହତ୍ୟା କରିଥିବା…

ରେଳ ଧାରଣାରେ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ଜିଆରପି ପୋଲିସ

କୋରାପୁଟ : କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟରେ  ଅଭାବନୀୟ ଘଟଣା ଘଟିଛି  । ରେଳ ଧାରଣାରେ ପଡିରହିଛି ଦୁଇ ବ୍ୟକ୍ତିଙ୍କ ମୃତଦେହ । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର କୌଣସି ପରିଚୟ ମିଳିନି । ତେବେ ଟ୍ରେନରୁ…

ଗଞ୍ଜେଇ ମାମଲାରେ ବିକ୍ରମ ଦେବ କଲେଜର ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ

କୋରାପୁଟ: ଜୟପୁର ସହରରୁ ୫ ଜଣଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ। ଗଞ୍ଜେଇ ମାମଲାରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୫ ଛାତ୍ରଙ୍କୁ କର୍ଣ୍ଣାଟକର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାତି ଅଧିଆ ଉଠାଇ ନେଇଥିବା ସୂଚନା ମିଳିଛି। ଘଟଣାକୁ ସ୍ପଷ୍ଟ କଲେ ଜୟପୁର ଟାଉନ ଥାନା ଅଧିକାରୀ।…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଘାଟି ତଳକୁ ଖସିଲା କାର, ୩ ମୃତ, ଜଣେ ଗୁରୁତର

କୋରାପୁଟ: ଘାଟି ତଳକୁ ଖସିଲା କାର । କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ିମାଡଦିଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ…

ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ହତ୍ୟା ମାମଲା, ୭ ଗିରଫ

କୋରାପୁଟ: କୋରାପୁଟ ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ମାମଲା । ୨ ଯୁବତୀଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଲା ପୋଲିସ । ଲୁଟ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ ।  ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ପୂଜକଙ୍କ…