ଛୋଟମୋଟ ଘଟଣା ଓ ଲଘୁ-ପରିହାସକୁ ନେଇ ବି ଗୀତ ହୋଇପାରେ…
ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’...
‘ଘର ବାହୁଡ଼ା’
ମୋ ସାଙ୍ଗେ ଲାଗନାରେ
ଛୋଟମୋଟ ଘଟନାକୁ ନେଇ, କେବେ ଘଟିଥିବା ଲଘୁ ପରିହାସକୁ ନେଇ ବି ଗୀତ ହୋଇପାରେ । ହୋଇପାରେ ନୁହେଁ, ହୋଇଛି । ସେମିତିକା ଅଧିକ ଘଟନା ଅନେକଙ୍କ ଅଲକ୍ଷ୍ୟରେ ଅଗୋଚରରେ ରହିଛି, ଆଉ...
ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା
ଉଡ଼ି ଉଡ଼ି ଉଡ଼ି... ଯା’ରେ ଗୁଡ଼ି
ସୂର୍ଯ୍ୟ ଦେଓ
ଖାସ କଟକିଆମାନଙ୍କ ଦୁଇଟି ସଉକ । ପାରା ଉଡ଼ାଇବା ଓ ଗୁଡ଼ି ଉଡ଼ାଇବା । ୧୯୮୬ ମସିହାର ‘କିଏ କାହାର’ ଚଳଚ୍ଚିତ୍ରରେ ଯେଉଁ ଗୁଡ଼ି ଗୀତଟି ସଂଯୋଗ କରାଗଲା ତାହାର ପ୍ରଚ୍ଛଦରେ ଯେଉଁମାନେ ଥିଲେ, କେବଳ...
ସୂର୍ଯ୍ୟମୁଖୀ
ସୂର୍ଯ୍ୟମୁଖୀ
ସୂର୍ଯ୍ୟ ଦେଓ
ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ ଗାଇବା ପଛରେ ଅଛି ଅନେକ ଚମକପ୍ରଦ କାହାଣୀ । ଏବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ଗାୟନ ପାଇଁ ଲତା କିଛି ବି ପାରିତୋଷିକ ନେଇ ନ ଥିଲେ,...
ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’
ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’
ସୂର୍ଯ୍ୟ ଦେଓ
ଆପଣମାନେ ଜାଣନ୍ତିଯେ ଓଡ଼ିଆ ଚଳଚ୍ଚିତ୍ରର ଜନ୍ମ ସମୟରୁ ହିଁ ଏହାର ଗୀତ ଭିନ୍ନ ଭିନ୍ନ ଭାତି ଓ ଭାବରେ ଓଡ଼ିଆମାନଙ୍କୁ ପ୍ରଭାବିତ ଓ ପୁଲକିତ କରିଆସିଛି । ଭାଷାଶୈଳୀ ଦୃଷ୍ଟିରୁ ଏହି ଗୀତିଧାରାକୁ ସତୁରି ଦଶକର ଶେଷ...
ଆରତ ସୁରେ ବାରେ
ଆରତ ସୁରେ ବାରେ
ସୂର୍ଯ୍ୟ ଦେଓ
ଓଡ଼ିଆ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ ମହମ୍ମଦ ସିକନ୍ଦର ଆଲାମ୍ ଚଳଚ୍ଚିତ୍ର ଗାୟକ ଆରମ୍ଭ କରନ୍ତି । ଏହି ଏକମାତ୍ର ଗୀତ ଗାୟନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ସଂଯୋଗକୁ ଆଉ ଏକ ଗୀତ ମଧ୍ୟ...
ସରଭେଣ୍ଟ୍ ସଙ୍ଗ୍ : ଏ ତ କଳିକାଳ ରୀତି
ସରଭେଣ୍ଟ୍ ସଙ୍ଗ୍ : ଏ ତ କଳିକାଳ ରୀତି
ସୂର୍ଯ୍ୟ ଦେଓ
ପ୍ରତି ଗୀତ ପଛରେ ଲୁଚିକି ରହିଥାଏ ଗୋଟିଏ ଗପ । ଗୀତ ସାମ୍ନାକୁ ଆସେ, ଗପ ଅନ୍ତରାଳରେ ରହିଯାଏ । ଅଥଚ ସେହି ଅନ୍ତରାଳ ଗପ କେବେକେବେ ଗରତଠାରୁ ଅଧିକ ଆମୋଦକର, ଅଧିକ...
ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା’
ଫୁଲ ରସିଆରେ...
ଗୋଟିଏ ନୁହେଁ ଦୁଇଟି ଯା’
ସୂର୍ଯ୍ୟ ଦେଓ
ଓଡ଼ିଆ ସିନେମାରୁ ଗୀତକୁୁ ଅଲଗା କରିବା ଅର୍ଥ ହେଉଛି ପରିପୂର୍ଣ୍ଣ ଜୀବନରୁ ଜୀବନକୁ କାଢ଼ିନେବା । ସଂପୂର୍ଣ୍ଣ ସ୍ୱପ୍ନହୀନତା ଓ ଆଶାଶୂନ୍ୟତାକୁ ନେଇ ଯେମିତି ଜୀବନର କଳ୍ପନା କରିହୁଏ ନାହିଁ, ସେମିତି ଗୀତିମୟତା ବିନା ଓଡ଼ିଆ...