Home ଆଲେଖ ଗୀତ ପଛର ଗପ

ଗୀତ ପଛର ଗପ

‘ଯାଯାବର ମନମୋର’ ସହଜରେ ଆସିଗଲା କିନ୍ତୁ ପର ଲାଇନ୍ ଲେଖିବାକୁ ଦୁଇମାସ ଲାଗିଲା…

ସୂର୍ଯ୍ୟ ଦେଓଙ୍କ ଗୀତ ପଛର ଗପ... ଯାଯାବର ମନ ଯା’ର ଓଡ଼ିଆ ରକ୍ତରେ ଭେଦିଥିବା ଏହି ଗୀତ ପଛର ଗପ ଯେତେ ରୋମାଂଚିତ କରେ, ତାହାଠାରୁ ଅଧିକ ଏହି କଥାଟି ବିହ୍ୱଳ କରେ ଯେ ଯାହାଙ୍କ ମନ ଯାଯାବର, କେବଳ ସେ ହିଁ ରଚି ପାରନ୍ତି...

ଗୁଡ଼ିଗୀତ ବଜାରକୁ ଆସିବା ପରେ କେବଳ ‘ଲଚକମାଣି ଗୁଡ଼ି’ ବିକ୍ରି ହେଉଥିଲା

ଉଡ଼ି ଉଡ଼ି ଉଡ଼ି... ଯା’ରେ ଗୁଡ଼ି ସୂର୍ଯ୍ୟ ଦେଓ ଖାସ କଟକିଆମାନଙ୍କ ଦୁଇଟି ସଉକ । ପାରା ଉଡ଼ାଇବା ଓ ଗୁଡ଼ି ଉଡ଼ାଇବା । ୧୯୮୬ ମସିହାର ‘କିଏ କାହାର’ ଚଳଚ୍ଚିତ୍ରରେ ଯେଉଁ ଗୁଡ଼ି ଗୀତଟି ସଂଯୋଗ କରାଗଲା ତାହାର ପ୍ରଚ୍ଛଦରେ ଯେଉଁମାନେ ଥିଲେ, କେବଳ...

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’ ସୂର୍ଯ୍ୟ ଦେଓ ଆପଣମାନେ ଜାଣନ୍ତିଯେ ଓଡ଼ିଆ ଚଳଚ୍ଚିତ୍ରର ଜନ୍ମ ସମୟରୁ ହିଁ ଏହାର ଗୀତ ଭିନ୍ନ ଭିନ୍ନ ଭାତି ଓ ଭାବରେ ଓଡ଼ିଆମାନଙ୍କୁ ପ୍ରଭାବିତ ଓ ପୁଲକିତ କରିଆସିଛି । ଭାଷାଶୈଳୀ ଦୃଷ୍ଟିରୁ ଏହି ଗୀତିଧାରାକୁ ସତୁରି ଦଶକର ଶେଷ...

କେବେକେବେ ଯେଉଁ ଗୀତରୁ କିଛି ଆଶା ନ’ଥାଏ, ସେ ଗୀତ ଆଣିଦିଏ ପ୍ରସିଦ୍ଧି…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ଲୋକପ୍ରିୟତାର ପ୍ରଥମ ସ୍ପର୍ଶ: ଲୋକପ୍ରିୟତାର ପ୍ରଥମ ସ୍ପର୍ଶ କେବେ କେମିତି ଆସିବ ଜାଣିବା ମୁସକିଲ୍ । କେବେକେବେ ଯେଉଁ ଗୀତକୁ ନେଇ ଗାୟକ ବା ଗୀତିକାର ବା ସଂଗୀତକାର ଯେତିକି ଆଶା ବାନ୍ଧିଥାନ୍ତି, ତାହାର କାଣିଚାଏ ବି ଫଳେ...

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି ସୂର୍ଯ୍ୟ ଦେଓ ପ୍ରତି ଗୀତ ପଛରେ ଲୁଚିକି ରହିଥାଏ ଗୋଟିଏ ଗପ । ଗୀତ ସାମ୍ନାକୁ ଆସେ, ଗପ ଅନ୍ତରାଳରେ ରହିଯାଏ । ଅଥଚ ସେହି ଅନ୍ତରାଳ ଗପ କେବେକେବେ ଗରତଠାରୁ ଅଧିକ ଆମୋଦକର, ଅଧିକ...

ଛୋଟମୋଟ ଘଟଣା ଓ ଲଘୁ-ପରିହାସକୁ ନେଇ ବି ଗୀତ ହୋଇପାରେ…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ‘ଘର ବାହୁଡ଼ା’ ମୋ ସାଙ୍ଗେ ଲାଗନାରେ ଛୋଟମୋଟ ଘଟନାକୁ ନେଇ, କେବେ ଘଟିଥିବା ଲଘୁ ପରିହାସକୁ ନେଇ ବି ଗୀତ ହୋଇପାରେ । ହୋଇପାରେ ନୁହେଁ, ହୋଇଛି । ସେମିତିକା ଅଧିକ ଘଟନା ଅନେକଙ୍କ ଅଲକ୍ଷ୍ୟରେ ଅଗୋଚରରେ ରହିଛି, ଆଉ...

ଆରତ ସୁରେ ବାରେ

ଆରତ ସୁରେ ବାରେ ସୂର୍ଯ୍ୟ ଦେଓ ଓଡ଼ିଆ ଚଳଚ୍ଚିତ୍ର ‘ଲକ୍ଷ୍ମୀ’ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ ମହମ୍ମଦ ସିକନ୍ଦର ଆଲାମ୍ ଚଳଚ୍ଚିତ୍ର ଗାୟକ ଆରମ୍ଭ କରନ୍ତି । ଏହି ଏକମାତ୍ର ଗୀତ ଗାୟନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲେ ମଧ୍ୟ ସଂଯୋଗକୁ ଆଉ ଏକ ଗୀତ ମଧ୍ୟ...

ସାହିତ୍ୟ