Latest Odisha News

BREAKING NEWS

Browsing Category

ଆମ ଐତିହ୍ୟ

[ଦେଖନ୍ତୁ ଭିଡିଓ] ଯୋରନ୍ଦା ଗାଦିରେ ମାଘ ଚତୁର୍ଦ୍ଦଶୀ ମହିମା ନୀତି

ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ମାଘ ମେଳା ଆରମ୍ଭ । ଏଥିରେ ଦେଶର କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଥାଏ । ଉଭୟ ବକ୍କଳଧାରୀ ଏବଂ କୌପୁନିଧାରୀଙ୍କ ଗାଦି ମନ୍ଦିର, ଧୁନି ମନ୍ଦିର, ବତୀ ମନ୍ଦିରରେ…

ଆଜିଠୁ ଆରମ୍ଭ ବିଶ୍ବ ପ୍ରସିଦ୍ଧ ମାଘ ମେଳା

ଢ଼େଙ୍କାନାଳ: ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମହିମା ମାଘ ମେଳା । ଦେଶର କୋଣ ଅନୁକୋଣରୁ ମହିମା ସାଧୁମାନଙ୍କ ସମାଗମ ହୋଇଛି । କୋଭିଡ୍ କଟକଣା ଲାଗୁ…

ଦିନେ ସମ୍ଭ୍ରାନ୍ତ ତଥା ସାହୁକାର ପଣିଆର ମୁଖ୍ୟ ପରିଚୟ ଥିଲା ଶଗଡ଼, ଏବେ ବିଲୁପ୍ତ ପ୍ରାୟ

ଭୁବନେଶ୍ୱର: ପ୍ରାଚୀନ କାଳରେ ପରିବହନକୁ ସହଜ ଓ ସରଳ କରିବା ପାଇଁ ଏକମାତ୍ର ମାଧ୍ୟମ ଥିଲା ଶଗଡ଼ । ମଣିଷ ନିଜର ବୁଦ୍ଧି ଖଟାଇ ବନ୍ୟଜାତ ଦ୍ରବ୍ୟର ବ୍ୟବହାର କରି ନିଜ ହାତରେ ନିର୍ମାଣ କରିଥିବା ବିନା ଇନ୍ଧନ ଯୁକ୍ତ ପରିବେଶ ଉପଯୋଗୀ ଏହି ଶଗଡ଼ ଗାଡ଼ି ବିଲୁପ୍ତ ପାଦ ଦେଶରେ ଏବେ ଦଣ୍ଡାୟମାନ । ଦିନେ…

ସ୍ବର୍ଣ୍ଣାଦ୍ରି ପରିକ୍ରମା : ଲିଙ୍ଗରାଜ ମନ୍ଦିର ଓ ବେଢ଼ା

ସୁକାନ୍ତ ପଣ୍ଡା ସ୍ବର୍ଣ୍ଣାଚଳ ପାହାଡ଼ ଉପରେ ଭୁବନେଶ୍ୱର ନିର୍ମିତ ହୋଇଥିବାରୁ ଏହାର ଅନ୍ୟ ନାମ ସ୍ବର୍ଣ୍ଣାଦ୍ରି । ତେଣୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରାର୍ଥନା ରେ କୁହାଯାଇଛି : କୃତିବାସ ନମସ୍ତେସ୍ତୁ ଲିଙ୍ଗରାଜ ମହେଶ୍ବର। ସ୍ବର୍ଣ୍ଣକୂଟ ପତେ ଶମ୍ଭୋ ଜୟ ତ୍ରିଭୁବନେଶ୍ବର । ପ୍ରାଚୀନ…

କବି ମାନସରେ ବଡ଼ଦାଣ୍ଡ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ବଡ଼ଦାଣ୍ଡର ଆକର୍ଷଣ ଭକ୍ତ ମନରେ ନିଆରା ଅନୁଭବ ଆଣିଥାଏ । ଏହାର ବିସ୍ତୃତ ରୂପ, ପ୍ରଶସ୍ଥ ଅବୟବ ଦୁଇ ପାଶ୍ୱର୍ର ସୌନ୍ଦର୍ଯ୍ୟ ସହିତ ସଦାପ୍ରବହମାନ ଶୀତଳ ପବନ ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ବିଶେଷକରି ଶ୍ରୀଗୁଣ୍ଡିଚା…

ପାଇକ ବିଦ୍ରୋହରେ ବୀରତ୍ୱର କାହାଣୀ ’ବିଦ୍ରୋହୀ’

ଭୁବନେଶ୍ୱର: ସାରା ଦେଶ ଦେଖିବ ପାଇକ ବିଦ୍ରୋହ । ପାଇକ ସଂଗ୍ରାମରେ ଦେଖିବ ବିଦ୍ରୋହୀଙ୍କ ବୀରତ୍ୱର କାହାଣୀ । ଏକ ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବାକୁୂ ଯାଉଛି ପାଇକ ବିଦ୍ରୋହକୁ ନେଇ ଧାରାବାହିକ ’ବିଦ୍ରୋହୀ’ । ପାଇକମାନଙ୍କର ଅସାଧାରଣ ବୀରତ୍ୱରୁ ନେଇ ରହିଛି କିଛି ଐତିହାସିକ କଥା । ୧୮୧୭…

ଅନନ୍ୟ ଶଙ୍ଖକ୍ଷେତ୍ର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ " ଅନନ୍ୟ ଶଙ୍ଖକ୍ଷେତ୍ର " ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ପବିତ୍ର ଓଡ଼ିଶା ମାଟିର ଚାରିଗୋଟି ସ୍ଥାନର ମହତ୍ୱ ସୃଷ୍ଟି ହୋଇଛି । ସେଥି ମଧ୍ୟରୁ…

ତାଳପତ୍ର ପୋଥିର ଐତିହ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସ୍ତମ୍ଭ : ଐତିହ୍ୟ ଐଶ୍ବର୍ଯ୍ଯ-୧ ଯେ କୌଣସି ପ୍ରାଚୀନ ସଭ୍ୟତାର ସାଂସ୍କୃତିକ ଇତିହାସ ଅବଲୋକନ କଲେ ତା'ର ବୌଦ୍ଧିକ ସମ୍ପଦ ଗୁଡିକ ଆପଣାଛାଏଁ ପ୍ରକଟ ହୋଇଥାଏ । ସେହି ବୌଦ୍ଧିକ ସମ୍ପଦ ଗୁଡିକର ସଠିକ୍ ଅଧ୍ୟୟନ ସମ୍ପୃକ୍ତ ସଭ୍ୟତାର ଇତିହାସରେ ପ୍ରତିଫଳିତ ହୁଏ…

ଆମ ଐତିହ୍ୟ : କଳିଙ୍ଗ ସ୍ଥାପତ୍ୟ କଳାର ଭିନ୍ନ ଏକ ପରିଭାଷା, ବୌଦ୍ଧର ‘ପଶ୍ଚିମ ସୋମନାଥ’,…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଓଡିଶାର ପ୍ରାଚୀନ ମନ୍ଦିର ଏବଂ ଐତିହ୍ୟ ସ୍ଥଳୀ ତଥା ସେଗୁଡିକର ନିର୍ମାଣଶୈଳୀ ମଧ୍ୟରେ ଲୁକ୍କାୟିତ ରହିଛି ଅନେକ କାହାଣୀ ଓ କିମ୍ବଦନ୍ତୀ । କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାରେ ମୁଖ୍ୟତଃ ରେଖା ଦେଉଳ, ପିଢା ଦେଉଳ ଓ ଖାଖରା ନିର୍ମାଣ…

କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଓ ନିର୍ମାଣ ଶୈଳୀର ପରିବର୍ତ୍ତନର ପରିଚାୟକ ବୌଦ୍ଧର ଗନ୍ଧରାଡି ବା ଚାରିଶମ୍ଭୁ ମନ୍ଦିର ଯୁଗଳ

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ କଳିଙ୍ଗ ସ୍ଥାପତ୍ୟ ଓ ମନ୍ଦିର ଶୈଳୀର ଅଭ୍ୟୁଦୟ ଷଷ୍ଠ ଶତାବ୍ଦୀରୁ ଆରମ୍ଭ ହୋଇ ପଞ୍ଚଦଶ ଶତାବ୍ଦୀ ଯାଏ ବିଭିନ୍ନ ମନ୍ଦିରର ନିର୍ମାଣରେ ପରିଲକ୍ଷିତ ହୋଇଛି । ସେହିଭଳି ଏକ ପରିବର୍ତ୍ତନ କାଳର ପରିଚାୟକ ହେଉଛି ବୌଦ୍ଧ ସହର ଠାରୁ ପ୍ରାୟ…