Home ଆଲେଖ ଛାୟାଲିପି

ଛାୟାଲିପି

ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫ ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ...

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ...

ସିନେମା: ‘ଆସନ୍ତାକାଲି’ର ପ୍ରକାଶନ

ଭାଗ-୭ ପଚାଶ ଦଶକର କଲିକତାରେ ଓଡ଼ିଆଙ୍କ ସଂଖ୍ୟା ଥିଲା ଖୁବ୍ ଅଧିକ । ଅଧକାଂଶ ଓଡ଼ିଆ ଶ୍ରମିକ ଝୋଟ ମିଲ୍‌ରେ କାମ କରୁଥିଲେ, ପ୍ରକାଶନ ଶିଳ୍ପ ସହ ବି ଅଧିକ ସଂପୃକ୍ତ ଥିଲେ । ବ୍ୟବସାୟ କ୍ଷେତ୍ରରେ ବି ସେତେବେଳେ ଓଡ଼ିଆଙ୍କ ପ୍ରାଧାନ୍ୟ ଥିଲା...

ଛାୟାଲିପି : ରୂପକଥାରୁ ଚିତ୍ର ଜଗତ

ଏହି ସମୟ ପର୍ଯ୍ୟନ୍ତ ଯେତିକି ଚଳଚ୍ଚିତ୍ର ପତ୍ରିକା ପ୍ରକାଶିତ ହୋଇଛି ଓ  ଯେଉଁସବୁର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇସାରିଛି, ତାହାର ଭାଷାଗତ ବୈଚିତ୍ରକୁ ଏଥର ସୂଚୀତ କରିଦିଏ । ସହଜ ଭାଷାର ପ୍ରୟୋଗ ଓ ଅଳଙ୍କାରହୀନ ବାକ୍ୟଗଠନର ଯେଉଁ ପ୍ରକ୍ରିୟା ପ୍ରଥମ ଚଳଚ୍ଚିତ୍ର...

ଛାୟାଲିପି : ଗଳ୍ପ ପରି ଲାଗେ, ଗଳ୍ପ ନୁହେଁ ମୋଟେ

ଭାରତରେ ଚଳଚ୍ଚିତ୍ରର ପ୍ରାରମ୍ଭିକ ସ୍ଥିତିରେ ବି ଷ୍ଟୁଡିଓର କାନ୍ଥ ବାହାରେ ଚଳଚ୍ଚିତ୍ର ସମ୍ବନ୍ଧିତ ଆଉ ଏକ ବିଶ୍ୱ ଥିଲା । ଷ୍ଟୁଡିଓ ଓ ଥିଏଟର ହଲ ମଝିରେ ଥିବା ସେଇ ବିଶ୍ୱରେ ଯେଉଁମାନେ ଥିଲେ ସେମାନେ ହେଲେ ପ୍ରୋଜେକ୍ଟନିଷ୍ଟ, ପୋଷ୍ଟର ଚିତ୍ରକର, ପୋଷାକ...

ଚିତ୍ରପୁରୀ : ଅନାମ-ନାମ

ଭାଗ - ୧୦  ଏମିତି ଏକ ବିଚିତ୍ର ଶୀର୍ଷକ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ପତ୍ରିକା ଏହା ହିଁ ଥିଲା । ଅନାମଙ୍କ ସଂପର୍କରେ ଛାପୁଥିଲା, ନାମ ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂପର୍କରେ ବି ଛାପୁଥିଲା । ନିଜେ...

ଚିତ୍ରପୁରୀ : କେତେ ସିଧା କେତେ ଓଲଟା ? କେତେ ରଙ୍ଗ କେତେ ରୂପ?

ଭାଗ – ୧୧  ଓଡ଼ିଶାର ଘରେ ଘରେ ଯାହାର ଆଦର ବଢ଼ି ଚାଲିଛି ତା କ’ଣ ? ତା’ ହେଉଛି ଆପଣଙ୍କ ପ୍ରିୟ ପତ୍ରିକା ‘ଚିତ୍ରପୁରୀ’ । ଏହା ୧୯୬୬ ମସିହାର ଅକ୍‌ଟୋବର ମାସ ୨ ତାରିଖରେ ସମାଜରେ ପ୍ରକାଶିତ ବିଜ୍ଞାପନର ଲେଖା । ତୃତୀୟ...

ଚିତ୍ରପୁରୀ : ୩ଟି ସୂତ୍ର

ଭାଗ : ୧୨ ବସନ୍ତ ପଟ୍ଟନାୟକଙ୍କ ପ୍ରକାଶିତ ଓ ସମ୍ପାଦିତ ‘ଚିତ୍ରପୁରୀ’ ପ୍ରକାଶନ ଓ ସମ୍ପାଦନା କ୍ଷେତ୍ରରେ ଯେଉଁସବୁ ନୂଆ ନୂଆ ଦିଗ ଉନ୍ମୁକ୍ତ କଲା, ସେଥିରୁ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ଅବଦାନ ସମ୍ପନ୍ଧରେ ଅନ୍ତତଃ ତିନିଟି ପର୍ଯ୍ୟାୟରେ ଲକ୍ଷ୍ୟ କରିବାକୁ ହେବ ।...

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩ ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା...

ଚିତ୍ରପୁରୀ : ଅର୍ଦ୍ଧେକ ଇନ୍ଦ୍ରଜାଲ, ଅର୍ଦ୍ଧେକ ଦ୍ୟୋତକ

ଭାଗ : ୧୪ ଏହା ଏହି ସ୍ତମ୍ଭରେ ‘ଚିତ୍ରପୁରୀ’ ସମ୍ବନ୍ଧିତ ଶେଷ ଲେଖା । ଚଳଚ୍ଚିତ୍ରର ଇନ୍ଦ୍ରଜାଲରେ ଛନ୍ଦି ହୋଇଥିବା ‘ଚିତ୍ରପୁରୀ’ର ସମ୍ପୂର୍ଣ୍ଣ କଲେବରରୁ ଅଧା ସାହିତ୍ୟ ଆଉ ଅଧା ଚଳଚ୍ଚିତ୍ର ବୋଲି ମୁଁ ଆଗରୁ କହିସାରିଛି । ଏଠି ସ୍ପଷ୍ଟ କରିଦିଏ...

ସାହିତ୍ୟ