Latest Odisha News

BREAKING NEWS

Browsing Category

ପଲିଟିକସ ଫଲିଟିକସ

ପୁନଶ୍ଚ ରସଗୋଲା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଆ ତ ପଶୁ । ପଶୁର ଦୁଃଖ କଣ? - ହା’ ଅନ୍ନ, କାହ୍ନୁଚରଣ -ଯେତେବେଳେ ଦୁର୍ଭିକ୍ଷ ପଡ଼ିଛି, ଏ ଜାତି ଭୋକ ଉପାସରେ ଖାଇବା ପାଇଁ ମଶାଣିରୁ ଶବର ମାଉଁସ ଖାଇଛି, ଜମିଦାର ପୁଅର ବାନ୍ତିରୁ ଭାତ ଖୁଣ୍ଟି ଖାଇଛି-…

ନକଲି ଔଷଧର ଅସଲି ଚେର

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଆଗରୁ ସବୁ ନକଲି ହୋଇ ସାରିଥିଲା । ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା । ଯାହା ଆମେ ନିତିଦିନିଆ ଜୀବନରେ ଦେଖୁ, ବ୍ୟବହାର କରୁ । ସେସବୁର ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ବର୍ଷ ବର୍ଷ ଧରି ବିକ୍ରି ହୋଇ ଆସୁଛି । ଗରିବ,…

ଦତ୍ତାତ୍ରେୟ, ସାମ୍ବାଦିକ ଓ ପୁଲିସର ଆକ୍ରମଣ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଓ ଛାତିକୁ ବାଧିଲା ପରି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଆସିଲା । ପରେ ତାହା ମୁଖ୍ୟସ୍ରୋତ ଗଣମାଧ୍ୟମରେ ବି ଆସିଗଲା । ପୁରୀରେ ରାଜ୍ୟର ଏକ ପ୍ରମୁଖ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା…

ସଭ୍ୟତା ଓ ଅମାନିଆ ମଣିଷ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସେ ଜୀଇଁବାରେ ବା କି ମଜା ଯୋଉଠି ସଂଘର୍ଷ ନାହିଁ । କଣ ପାଇଁ ଯୋଉ ରାସ୍ତା ଆମକୁ ଦେଖାଇ ଦିଆ ଯାଇଛି- ସେ ରାସ୍ତାରେ ଆମେ ଚାଲୁଥିବା ? ରେଳ ଧାରଣା ପରି, ଯୋଡ଼ାଏ ସୀମାରେଖା । ସମାନ୍ତରାଳ । ସବୁଦିନେ, ସଦାକାଳ । ରାସ୍ତା…

ଅପହଞ୍ଚ ଗାଁ ସବୁର ଗପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମଙ୍ଗଳ ଗ୍ରହରେ କଣ ଅଛି ଜାଣିବା ପାଇଁ ଆମେ ଉପଗ୍ରହ ପଠାଇ ସାରିଛୁ । ଓଡ଼ିଶାରେ ପ୍ରତି ଘର ପକ୍କା, ଗାଁ ସବୁ ସଂଯୁକ୍ତ ଓ ବିକାଶ ପଥରେ ବୋଲି ଅନେକ ବିଜ୍ଞାପନ ଖବରକାଗଜରେ ପ୍ରକାଶ ପାଇଛି । ଯାହା ଏକ ରଙ୍ଗୀନ ଚିତ୍ର ଆମ ଆଗରେ…

‘ପରୀ’ ପାଇଁ କଥାଟିଏ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ୨୦୧୮ ମସିହା ମେ ମାସର ଘଟଣା । ରାଜ୍ୟ ସରକାର ସେହି ସମୟରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯା’ର ନାଁ ଥିଲା- ପରୀ ପାଇଁ କଥାଟିଏ । ଉଦ୍ଦେଶ୍ୟ ଥିଲା- ଶିଶୁ ଓ ନାବାଳିକା ବିରୋଧୀ ଅପରାଧ ଓ ଯୌନ ନିର୍ଯାତନା ରୋକିବା…

ବରଂ ନୂଆ ସ୍କୁଲ ଖୋଲୁ

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଦୀର୍ଘ ଆଠ ମାସରୁ ଅଧିକ ସମୟ ଧରି ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନ ଶିକ୍ଷାର ଲାଭ ୭୦ ପ୍ରତିଶତ ପାଖାପାଖି ପିଲା ପାଉ ନାହାନ୍ତି । ପୁଣି କୋଉଠି କଣ ପଢା ହେଉଛି, କିଏ ପଢାଉଛି, ତାର…

ନିର୍ବାଚନର ସଂକେତ

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ବିହାର ନିର୍ବାଚନର ଫଳ ଆସି ସାରିଛି । ଭାରତୀୟ ରାଜନୀତିକୁ ବେଶ ଭାବେ ପ୍ରଭାବିତ କରୁଥିବା ରାଜ୍ୟ ମଧ୍ୟରୁ ବିହାର ଅନ୍ୟତମ । ଏନଡିଏ ଏଠାରେ ସ୍ପଷ୍ଟ ମହୁମତ ପାଇଛି ଓ ସରକାର ଗଠନ କରିବ । ମହାଗଠବନ୍ଧନ ଯଦିଓ ପ୍ରଭାବଶାଳୀ…

ଶିକ୍ଷା ସଂପର୍କ ଗଲା କୁଆଡ଼େ?

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଗଲା ସାତ ମାସ ହେଲା ପାଠପଢା ବେଶ ଅସହାୟ ଅବସ୍ଥାରେ ପଡ଼ି ରହିଛି । ପିଲା ପଢୁଛନ୍ତି କି ନାହିଁ, କିଏ ପଢାଉଛି, କଣ ପଢାଉଛି, ଯଦି ବି ପଢା ଯାଉଛି, ତାହା ପିଲାଙ୍କ ପାଖରେ ପହଂଚୁଛି କି ନାହିଁ-…

ବିଶ୍ୱବିଦ୍ୟାଳୟ କଣ କଲେଜ?

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି । ଏବେକାର ସମୟକୁ ଦେଖି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି । ଏଥର ଏକାଥରେ ଅନେକ ନୂଆ ବିଷୟ ଏହି ଆଇନରେ ସ୍ଥାନ ପାଇଛି । ଯାହା ଭିତରେ ବିଶ୍ୱବିଦ୍ୟାଳୟର…