Latest Odisha News

BREAKING NEWS

Browsing Category

ସାମ୍ପ୍ରତିକୀ

Sampratiki

ବିଶ୍ୱ ସହର ଦିବସରେ ଓଡ଼ିଶାର ଆଭିମୁଖ୍ୟ

ପୀୟୂଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ଆମେ ବର୍ତ୍ତମାନ ଏକ ସହରୀ ସଭ୍ୟତାରେ ବସବାସ କରୁଛେ ; ଯାହାକୁ ସହର ଶତାବ୍ଦୀ ବୋଲି କହିବାରେ କିଛି ଆସିବିଧା ହବନି ଏବଂ ମିଳିତ ଜାତିସଂଘର ଭବିଷ୍ୟତ ଚିନ୍ତାଧାରା ଅନୁସାରେ ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱରେ ୭୦% ଲୋକ ସହରରେ ବସବାସ କରିବେ । ସହରୀକରଣର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ଓଡ଼ିଶା ଅର୍ଥନୀତି ସଙ୍ଘ ପକ୍ଷରୁ ପିଜି କାଉନସିଲରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ' ଶୀର୍ଷକରେ ଏକ ବକୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ…

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍ ଦେବା ନାହିଁ

ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ…

ସାବଧାନ : ଜଙ୍ଗଲ ନିଆଁ ଏକ ଘାତକ ଚକ୍ର

ବିଶ୍ୱ ବନ୍ୟ ସପ୍ତାହ ଉପଲକ୍ଷେ ବିଭୂତି ପତିଙ୍କ ଆଲେଖ୍ୟ  ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ ପୂର୍ବରୁ ଗ୍ରୀଷ୍ମ ଋତୁ ଆସିଯାଇଛି, ଏବଂ ତା ସହିତ ଜଙ୍ଗଲ ନିଆଁ ମଧ୍ୟ ଆରମ୍ଭ ହୋଇଯାଇଛି । ନାସାର ଫାୟାର ଇନଫରମେସନ୍ ପର ରିସୋର୍ସ ମ୍ୟାନେଜମେଣ୍ଟ (ସମ୍ବଳ ପରିଚାଳନା ପାଇଁ…

ଆଇନଜୀବୀଙ୍କ ସ୍ୱାଭିମାନ ମର୍ଯ୍ୟାଦା ଓ ସ୍ଵାଧୀନତା

ବିଭୂ ପ୍ରସାଦ ତ୍ରିପାଠୀ  ଚଳିତ ବର୍ଷର ଶେଷ ଭାଗରେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷମାନେ ନୂଆ ବର୍ଷ ପାଳନ କରିବା ଅବସରରେ ସମ୍ବଲପୁରରେ ଜେଲରେ ଥିବା ଆଇନଜୀବୀ ବନ୍ଧୁମାନଙ୍କ ବିଷୟ ମତେ ଗଭୀର ଭାବରେ ବ୍ୟଥିତ କରିଛି। ଏହି ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୨…

ଆଣବିକ ଶକ୍ତି କ୍ଷେତ୍ରରେ ଭାରତର ସ୍ୱପ୍ନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୈଜ୍ଞାନିକ ଓ ବୈଷୟିକ ବିକାଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆଜି କେବଳ ସେହି ଦେଶ ବିଶ୍ୱରେ ଆଗକୁ ବଢିପାରିବ, ଯେଉଁଠାରେ ନୂତନ ଆବିଷ୍କାର, ଟେକ୍ନୋଲୋଜିର ଉଦ୍ଭାବନ ଓ ପୁରୁଣା ଟେକ୍ନୋଲୋଜି କ୍ରମାଗତ ଭାବେ ଅପଗ୍ରେଡ୍ ହୋଇଛି । ସେଥିପାଇଁ ଏକ…

ଡିଜିଟାଲ ମୁଦ୍ରାରେ ନୂଆ ଜଗତ 

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଏବେ ଡିଜିଟାଲ ବିପ୍ଳବ । କିପରି "ଟଙ୍କା - ଟଙ୍କା ଜଗତ" କୁ ବଦଳାଉଛି ତାହାର ଏକ ଉଦାହରଣ ହେଉଛି ଭାରତ । ଯେତେବେଳେ ୨୦୧୬ ରେ ବିମୁଦ୍ରୀକରଣ କରାଯାଇଥିଲା, ସେତେବେଳେ ପୂର୍ବାନୁମାନ କରାଯାଇଥିଲା ଯେ ଲୋକମାନେ ଶୀଘ୍ର ଡିଜିଟାଲ୍ ପେମେଣ୍ଟ ବିକଳ୍ପକୁ ଯିବେ…

ମହାକାଶ ଗବେଷଣାର ସଫଳ ରୂପାୟନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଆମର ବୈଜ୍ଞାନିକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ମହାକାଶ ବିଭାଗ, ଭାରତ ସରକାରଙ୍କ ସ୍ୱୟଂ ସହାୟକ ଯୋଜନା ଯୋଗୁଁ ମହାକାଶ ଆତ୍ମନିର୍ଭରଶୀଳତା ହାସଲ କରାଯାଇଛି । ଡକ୍ଟର ବିକ୍ରମ ସାରଭାଇଙ୍କ ଉଦ୍ୟମରେ ୧୯୬୨ ମସିହାରେ ଭାରତ ସରକାରଙ୍କ ଦ୍ୱାରା ଭାରତୀୟ…

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଓ ଗାନ୍ଧୀବାଦ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ବ୍ରିଟେନର ଶାସକ ଚାର୍ଲ୍ସ ଭାରତୀୟ ବଂଶଜ ତଥା ବ୍ରିଟେନର କନଜରଭେଟିଭ୍ ଦଳର ନେତା ଋଷି ସୁନାକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଥିଲେ । କନଜରଭେଟିଭ୍ ଦଳର ସମାନ ସଂସଦୀୟ ସମୟର ସୁନାକ ହେଉଛନ୍ତି ତୃତୀୟ ପ୍ରଧାନମନ୍ତ୍ରୀ ।…

ପିଲାଙ୍କ ନିକଟରେ ହିଂସାର ପ୍ରାଦୁର୍ଭାବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସଂପ୍ରତି ବିଶ୍ୱରେ କିଶୋରମାନେ ଅଧିକ ହିଂସ୍ର ପାଲଟି ଯାଇଛନ୍ତି । ପ୍ରତ୍ୟହ କେଉଁଠି ନା କେଉଁଠି ସେମାନଙ୍କର ଆକ୍ରମଣାତ୍ମକ ରୁଦ୍ର ରୂପ ଦେଖିବାକୁ ବା ଶୁଣିବାକୁ ମିଳୁଛି । ଏଭଳି ରେଫରେନ୍ସକୁ ପ୍ରମାଣ କରୁଥିବା ଅନେକ ଘଟଣା ଅଛି । କୁହାଯାଉଛି ମୋବାଇଲ୍…