Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତି ସର୍ବସ୍ୱ ମତ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଜି ପ୍ରଥମେ “ଭକ୍ତି ସର୍ବସ୍ୱ” “ମତରେ ପାର୍ଥନା କରିବା । ଯଥା – “ଗୋବିନ୍ଦ -କେଶବ -ଜନାର୍ଦ୍ଦନ -ବାସୁଦେବ -ବିଶ୍ୱେଶ -ବିଷ୍ଣୁ -ମଧୁସୂଦନ -ବିଶ୍ଵରୂପ…

ଆରମ୍ଭ ହୋଇଛି ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା, ଲୋକାରଣ୍ୟ ଗୋପାଳପ୍ରସାଦ

ତାଳଚେର: ସମଗ୍ର ଭାରତରେ ଏମିତି ଏକ ପୀଠ ଅଛି ଯେଉଁଠି ଭକ୍ତଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । ନାଁ ଥାଏ ପୂଜକର ମନ୍ତ୍ର ଧ୍ବନି ନା କୈଣସି ପ୍ରତିବନ୍ଧକ । ଏହି ପୀଠ ସହ ସିଧାସଳଖ ରହିଛି ଶ୍ରୀକ୍ଷେତ୍ରର ସମ୍ପର୍କ । ବିଶ୍ବାସ ରହିଛି ଦିନକ ପାଇଁ ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ…

‘ଇଲ୍ୟୁମିନିଟି’ କଣ ? ଯାହା ସାରା ବିଶ୍ୱକୁ ନିୟନ୍ତ୍ରଣ କରିଛି !

ନୂଆଦିଲ୍ଲୀ: 'ଇଲ୍ୟୁମିନିଟି' ଶବ୍ଦଟି ନିଜ ଭିତରେ ଅନେକ କାହାଣୀ ଧାରଣ କରେ। ଏହାର କାରଣ ହେଉଛି ଯେତେବେଳେ କିଛି ନିର୍ମାତା ସୋସିଆଲ ମିଡିଆରେ ଏହା ବିଷୟରେ ଆଲୋଚନା କରିଥିଲେ, ଲୋକମାନେ ଗୁଗୁଲକୁ ଯାଇ ଏହା ବିଷୟରେ ଜାଣିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଏହାର ବିଷୟରେ ସଠିକ୍ ତଥ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଶ୍ଵରୂପ ଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ବ୍ରହ୍ମାଣ୍ଡର କର୍ତ୍ତାଙ୍କ ପ୍ରତ୍ୟେକଟି ଲୋମ କୂପରେ  ମାଲମାଳ ହୋଇ ବ୍ରହ୍ମାଣ୍ଡ  ବିରାଜମାନ କରୁଛି ।ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ ପ୍ରମାଣିତ ହୋଇଛି ।ଏପରି ବର୍ଣ୍ଣନା ମଧ୍ୟ…

‘ମୃତ୍ୟୁ’ ପରେ ମଧ୍ୟ ମଙ୍ଗଳ ଗ୍ରହରେ ନାସା ପାଇଁ ‘ଇନଜେନ୍ୟୁଟି’ ହେଲିକପ୍ଟର ହେବ ଉପଯୋଗୀ

ନୂଆଦିଲ୍ଲୀ: ଆମେରିକା ସ୍ପେସ୍ ଏଜେନ୍ସି ନାସାର ମଙ୍ଗଳ ହେଲିକପ୍ଟର 'ଇନଜେନ୍ୟୁଟି' ଆଉ କେବେ ଉଡ଼ିପାରିବ ନାହିଁ। ଚଳିତ ବର୍ଷ ଜାନୁଆରୀ ୧୮ରେ, 'ଇନଜେନ୍ୟୁଟି' ମଙ୍ଗଳ ଗ୍ରହକୁ ୭୨ତମ ଉଡ଼ାଣ ଭରିଥିଲା। ଏହା ଏକ କ୍ଷୁଦ୍ର ଭୂଲମ୍ବ ଉଡ଼ାଣ ଥିଲା । ଉଡ଼ାଣ ସମୟରେ, 'ଇନଜେନ୍ୟୁଟି' ସେଠାରେ ଉପସ୍ଥିତ…

ରୋଷେଇ ଏବଂ ଘରୋଇ ବ୍ୟବହୃତ ସାମଗ୍ରୀରେ ରହିଛି କ୍ୟାନସର କାରକ!

ନୂଆଦିଲ୍ଲୀ: କର୍କଟ ଏକ ସାଧାରଣ ରୋଗ ହୋଇଗଲାଣି। ବିଶ୍ୱସ୍ତରରେ ଏହି ମାରାତ୍ମକ ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜୀବନଶୈଳୀର କାରଣ ଯେପରିକି ଖାଦ୍ୟ, ନିଷ୍କ୍ରିୟତା ଏବଂ ପ୍ରଦୂଷିତ ପରିବେଶର ସଂସ୍ପର୍ଶରେ ଆସିବା କର୍କଟ ରୋଗର ପ୍ରାଥମିକ କାରଣ ଅଟେ। ଜାତୀୟ ଗଣମାଧ୍ୟମ…

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି

ପୁରୀ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୟଣା ଚୋରି ନୀତି । ଜଗନ୍ନାଥ ବଲ୍ଲଭ ମଠ ପରିସର ଓ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଏହି ନୀତି । ଇନ୍ଦ୍ରଦେବଙ୍କ ଉଦ୍ୟାନ ମାଳି କନ୍ଦର୍ପଙ୍କୁ ବାନ୍ଧି ଦୟଣା ଗଛ ଚୋରି କରିଥିବେ ଶ୍ରୀରାମକୃଷ୍ଣ । ପରେ ସୁବାସିତ ଦୟଣା ଗଛ ଚୋରି କରିବା ଅଭିଯୋଗରେ ଠାକୁରେ…

କବିତା : ତୁମରି ପ୍ରେମରେ…

ଶକ୍ତିପ୍ରଦା ମହାପାତ୍ର  କେବେ ରାଗେ, କେବେ ରୁଷେ କେବେ ହସେ , କେବେ ବାସେ କେବେ ହଜେ ,କେବେ ଭିଜେ ତୁମରି ପ୍ରେମରେ ..... ଯାଏ ତୁମ ଯେତେ ପାଶେ ଯାଅ ତୁମେ ସେତେ ଦୁରେ ରାତି ପାହି ଦିନ ସରେ , ତୁମରି ପ୍ରେମରେ..... ଝର ତୁମେ କେବେ ଲୁହରେ ପୁଣି କେବେ ଲହୁରେ ,…

ଭାଷା ଭାଗବତ : ବିଗିଡ଼ିନି କିଛି

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ  ତେ ଶବ୍ଦ ମୁଁ ପାରେଁ ବୁଝି ସେ ସବୁ ଲେଖିବାକୁ ରାଜି ଏଯାଏଁ ହୋଇ ପାରିନାହିଁ ତହୁଁ ସରଳତମ ନେଇ ଲେଖାରେ କରେଁ ବ୍ୟବହାର ଏହା ହିଁ ଅଭ୍ୟାସ ମୋହର ବୁଝେଁ ' କାଷ୍ଠ ' ଓ ଲେଖେଁ ' କାଠ ' ବୁଝେଁ ' ଓଷ୍ଠ ' ଓ ଲେଖେଁ ' ଓଠ '…

ବାହୁଡିବେ ପ୍ରଭୁ ଲିଙ୍ଗରାଜ, ସାଢେ ୩ଟାରେ ହେବ ରଥଟଣା

ଭୁବନେଶ୍ୱର: ଆଜି ମହାଦେବ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ମାଉସୀଘରେ ଦୀର୍ଘ ଚାରିଦିନ ରହଣି ପରେ ଆଜି ଲିଙ୍ଗରାଜ ସ୍ୱଗୃହକୁ ବାହୁଡିବେ। ଗତ ଏପ୍ରିଲ ୧୬ ତାରିଖ ଆଶୋକାଷ୍ଟମୀ ଦିନ ରୁକୁଣାରଥରେ ମାଉସୀମା ଘରକୁ ପ୍ରଭୁ ଲିଙ୍ଗରାଜ ବୁଲି ଆସିଥିଲେ। ଆଜି ଅପରାହ୍ନ ସେଢେ ୩ଟାରେ ରଥଟଣା ଆରମ୍ଭ ହେବ।…