Home ଧର୍ମ ଓ ପରମ୍ପରା ପର୍ବପର୍ବାଣୀ

ପର୍ବପର୍ବାଣୀ

ଫିକା ପଡିଲା ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ପୀଠ ଠାରୁ ରାଜବାଟୀ ଯାଏଁ ୧୪୪ ଧାରା ଲାଗୁ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗୋଟିଏ ବର୍ଷ ଅନ୍ତରରେ ପାଳନ ହୁଏ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଓ ବ୍ୟବସାୟୀଙ୍କର ଭିଡ଼ ଜମେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମା’ ବୁଢ଼ୀ ଠାକୁରାଣୀ...

ବଡ଼ଯାତ୍ରା ଅବସରରେ ମାଲକାନଗିରିରେ ଜମିଥିଲା ମଦ ମେଳା

ମଦ ମେଳା । ଶୁଣିବାକୁ ଆପଣଙ୍କୁ ଟିକେ ଅଜବ ଲାଗୁଥିବ । କେବେ ଦେଖିନଥିବେ ଏମିତି ମେଳା । ବଡଯାତ୍ରା ଉପଲକ୍ଷେ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ମଦ ମେଳାର ଆସର । କୋୟା ଆଦିବାସୀ ସମ୍ପ୍ରଦାୟର ଲୋକେ ଆୟୋଜନ କରିଥାନ୍ତି ଏହି...

ଯାକଯମକରେ ନୁହେଁ କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ 

କଟକ: କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କିଶିନାପୁର ଚାଟେଶ୍ବର ମେଳଣ ପାଇଁ ପ୍ରଶାସନିକସ୍ତରରେ ବୈଠକ ହୋଇଛି । ଏବେର କରୋନା ସ୍ଥିତିକୁ ନେଇ ବୈଠକ ହୋଇଥିବା ବେଳେ କଟକଣା ମଧ୍ୟରେ...

ମାଲକାନଗିରିରେ ଆଜିଠାରୁ ଆରମ୍ଭ ହୋଇଛି ବଡ଼ଯାତ୍ରା

ମାଲକାନଗିରି: କରୋନା କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବଡଯାତ୍ରା । ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ତିନି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ ବଡଯାତ୍ରାରେ । ଆସନ୍ତା ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି...

ଗଞ୍ଜାମରେ ଦଣ୍ଡନାଚକୁ ପ୍ରଶାସନର ଅନୁମତି

ବ୍ରହ୍ମପୁର: ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି । କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ । ପୂର୍ବରୁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି ଦଣ୍ଡଯାତ୍ରା...

ଆରମ୍ଭ ହେଲା ମାର୍ଗଶିର ମାସର ମାଣବସା ଗୁରୁବାର ପୂଜା

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ସାଧବା ନାରୀମାନେ...

ଆଜିଠୁ ଆରମ୍ଭ ପଞ୍ଚୁକ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କେଉଁ ଦିନ ହେବ କେଉଁ ବେଶ, ଜାଣନ୍ତୁ

ପୁରୀ:ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ।ସମସ୍ତ ମାସ ମଧ୍ୟରେ ପବିତ୍ରତମ ମାସ ହେଉଛି କାର୍ତ୍ତିକ। ଏହି ମାସରେ ବ୍ରତ ଆଚରଣ କରି ବର୍ଷକ ଯାକ ପାପରୁ ଵ୍ରତଚାରୀ ମାନେ ପବିତ୍ର ହୁଅନ୍ତି । ଏହି ମାସ ମଧ୍ୟରେ ଶ୍ରେଷ୍ଠ ହେଉଛି ଏହାର ଶେଷ...

ତୃତୀୟ ଦିନରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ବିନା ଭକ୍ତରେ ଚାଲିଛି ମା’ଙ୍କ ଆରାଧନା

ଢେଙ୍କାନାଳ: ନାଅଛି ଲାଇଟ ନା ତୋରଣ।କୋଭିଡ କଟକଣା ଭିତରେ ଚାଲିଛି ଧନଧାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା। ତୃତୀୟ ଦିନ ରେ ପହଂଚିଛି ବିଶ୍ୱ ପ୍ରସିଦ୍ଧ ଢେ଼ଙ୍କାନାଳର ଗଜଲଷ୍ମୀ ପୂଜା। ନାହିଁ ତୋରଣ, ନାହିଁ ଆଲୋକ ସଜା, ନାହିଁ ଭକ୍ତଙ୍କ ଭିଡ଼, ଶୁଭୁନି ହରିବୋଲ...

ଦେବଶିଳ୍ପୀ ବିଶ୍ଵକର୍ମାଙ୍କର ଆଜି ହେଉଛି ପୂଜା; ଜାଣନ୍ତୁ ଏହା ସମ୍ପର୍କରେ କିଛି କଥା

ଭୁବନେଶ୍ୱର: ଆଶ୍ଵିନ ମାସର ପାଳିତ ହୁଏ ବିଶ୍ଵକର୍ମାଙ୍କ ପୂଜା । ଯେପରି ଧନର ଦେବୀ ଲକ୍ଷ୍ମୀ, ବିଦ୍ୟାର ଦେବତା ଗଣେଶ ଓ ସରସ୍ଵତୀ ଠିକ୍ ସେହିପରି ଶିଳ୍ପକାଳ, ଯାନ୍ତ୍ରୀକ ବିଦ୍ୟାର ଅଧିକାରୀ ବିଶ୍ଵକର୍ମୀ ବୋଲି ବିଶ୍ଵାସ କରାଯାଏ । ଅତୀତରେ ଏ ମୂର୍ତ୍ତିପୂଜାର ପ୍ରଚଳନ...

ଆସୁଛନ୍ତି ମାଆ; ବିଭିନ୍ନ ଶକ୍ତିପୀଠରେ ଷୋଡଶପୂଜା ଉପଚାର ଆରମ୍ଭ

ଭୁବନେଶ୍ୱର: ଆଉ ଖୁବକମ ଦିନ ରହିଲା ମାଆଙ୍କ ଆଗମନକୁ । ପ୍ରାୟତଃ ସମସ୍ତ ଦେବୀପୀଠରେ ଷୋଡ଼ଶ ପୂଜା ଉପଚାର ଆରମ୍ଭ ହୋଇସାରିଛି । ଏହା ହେଉଛି ଶାରଦୀୟ ଦୁର୍ଗା ପୂଜାର ପ୍ରଥମ ପର୍ବ । ରାଧାଷ୍ଟମୀରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କର ବିଶ୍ରାମ ସମୟ ଥିଲା...

ସାହିତ୍ୟ