Home ଧର୍ମ ଓ ପରମ୍ପରା ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

ଶ୍ରୀମନ୍ଦିର ‘ଗରାବଡୁ’ ସେବକଙ୍କ ଲାଗି କରୋନା ସଚେତନତା ଶିବିର ଅନୁଷ୍ଠିତ

ପୁରୀ:  ପୁରୀ ନୀଳାଦ୍ରୀ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ...

ପୁରୀ ସାହିଯାତରେ ରାବଣ: ସମ୍ପନ୍ନ ହେଲା ଲଙ୍କାପୋଡ଼ି ନୀତି

ପୁରୀ: ପୁରୀ ସାହିଯାତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲକ୍‌ଡାଉନରେ ଏହି ସାହିଯାତର ମଜ୍ଜା ଦେଖିବାକୁ ମିଳିନାହିଁ । ଔପଚାରିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ଲଙ୍କାପୋଡ଼ି ନୀତି । ଆଜି ଶ୍ରୀମନ୍ଦିରରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ...

ଭକ୍ତିରସର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଚୈତନ୍ୟ ମହାପ୍ରଭୁ…

ପବିତ୍ର ଦୋଳପୂର୍ଣ୍ଣିମାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଆବର୍ଭାବ ଘଟିଥିଲା । ଶ୍ରୀଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରହସ୍ୟମୟ ଲୀଳାର ଯେପରି ବର୍ଣ୍ଣନା କରାଯାଇଛି, ଯେପରି ଶ୍ରୀଚୈତନ୍ୟ ଓ ତାଙ୍କ ସଖାମାନଙ୍କର ଶ୍ରୀଜଗନ୍ନାଥ ଭକ୍ତି ଓ ପ୍ରୀତିକୁ ଉଲ୍ଲେଖ କରାଯାଇଛି, ଯେପରି ଜାତିଭେଦର ଦୂରୀକରଣ ପାଇଁ...

ସରିଲା ଜନ୍ମବେଦୀ ଲୀଳାଖେଳା, ବଡ଼ଦେଉଳକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ: ସରିଲା ଜନ୍ମବେଦୀ ଲୀଳାଖେଳା । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ସରୁଛି ଶ୍ରୀଜିଉଙ୍କର ନବ ଦିନାତ୍ମକ ଯାତ୍ରା । ଆଜି ବାହୁଡ଼ା ଯାତ୍ରାରେ ବଡ଼ ଦେଉଳକୁ ବାହୁଡ଼ିବେ ବଡ଼ ଠାକୁର । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥ ଚଢ଼ି ନୀଳକନ୍ଦର ଫେରିବେ...

ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ‘ରସଗୋଲା’ ଭୋଗ ଅର୍ପଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ଦିବସରେ ଆଜି ପାଳିତ ହେଉଛି ନୀଳାଦ୍ରି ବିଜେ ନୀତି । ସୁସ୍ୱାଦୁ ରସଗୋଲାକୁ ଭାରି ଭଲ ପାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଛେନାରେ ତିଆରି ରସଗୋଲା ମିଷ୍ଟାନ୍ନ ଓଡ଼ିଶାରେ ଅତି ଲୋକପ୍ରିୟ । ଓଡ଼ିଶାରେ ଏହି...

ରଥଯାତ୍ରା: ପ୍ରଚଣ୍ଡ ଖରା ସତ୍ତ୍ୱେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ…

ପୁରୀ: ପ୍ରଚଣ୍ଡ ଖରାରେ ଅସହ୍ୟ ଗରମକୁ ଖାତିର୍ ନ’କରି ରଥଖଳାରେ କାରିଗରମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥର ନିର୍ମାଣ କାର୍ଯ୍ୟ । ସରକାରଙ୍କ ଲକ୍‌ଡାଉନ କଟକଣାକୁ ପାଳନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ବଡ଼ଦାଣ୍ଡର ରଥଖଳାରେ ଦ୍ରୁତ ଗତିରେ ଚାଲିଛି...

କ୍ୟାମେରା ଲେନ୍ସରେ ମହାପ୍ରଭୁଙ୍କ ‘ବାହୁଡ଼ା ଯାତ୍ରା’…

ପୁରୀ: ଭାଇ ଭଉଣୀଙ୍କୁ ନେଇ ରତ୍ନବେଦୀରୁ ଜନ୍ମବେଦୀ ବୁଲିଯାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶରଧାବାଲିରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଆଜି ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରାରେ ବାହୁଡ଼ିଛନ୍ତି । ଅଧିକ ପଢନ୍ତୁ: ମାଉସୀ ମା’ ଅଟକାଇଲେ ରଥ; ମହାପ୍ରଭୁ ଖାଇଲେ ପୋଡ଼ପିଠା ଶ୍ରୀଜୀଉମାନଙ୍କ ତାଳଧ୍ୱଜ, ନନ୍ଦିଘୋଷ...

ଶ୍ରୀମନ୍ଦିରରେ ପ୍ରତିହାରୀଙ୍କ ବେତମାଡ଼; ଜାଣନ୍ତୁ, ‘ଜାଉଁଳିବେତ’ର ରହସ୍ୟ !

ପୁରୀ: ପୁରୀ ଶ୍ରୀମନ୍ଦିରରେ ପ୍ରତିହାରୀ ସେବକଙ୍କ ବେତମାଡ କିଏ ବା ନ ଖାଇଛନ୍ତି । ଏହି ବେତମାଡ ଖାଇ କେତେକ ବିରକ୍ତି ମଧ୍ୟ ପ୍ରକାଶ କରିଥାନ୍ତି । ପ୍ରକୃତରେ ଶ୍ରୀମନ୍ଦିରରେ ବେତମାଡ ଖାଇଲେ ଭଲ । ଏଥିରେ ସେବକଙ୍କ ସ୍ୱାର୍ଥ ସହ ଆମର...

ଭାବର ଠାକୁର ମହାବାହୁ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଦିନେ ଦାସେ କହିଲେ ବିପ୍ରବର କଥାଏ ଶୁଣିବ କି ମୋର “ ଏହି ମୋ ଶ୍ରୀ ଫଳ (ନଡିଆ) ଗୋଟି ଧରି, ଗରୁଡ ପଛେ ରହିକରି। ବୋଲିବୋ ବାଲି ଗ୍ରାମ ଦାସ,...

ସାହିତ୍ୟ