Latest Odisha News
Browsing Category

ଅନ୍ତର୍ଜାତୀୟ ମହିଳା ଦିବସ

[ଦେଖନ୍ତୁ ଭିଡିଓ] ଅନ୍ତର୍ଜାତୀୟ ମହିଳା ଦିବସ: ମହିଳାଙ୍କ ତ୍ୟାଗ, ବଳିଦାନ୍ ଓ ଅସୀମ ଧୈର୍ଯ୍ୟକୁ ସମ୍ମାନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ  । ମହିଳାଙ୍କ ତ୍ୟାଗ, ବଳିଦାନ୍ ଓ ଅସୀମ ଧୈର୍ଯ୍ୟକୁ ସମ୍ମାନ ଦେଇ ପାଳିତ ହେଉଛି ମହିଳା ଦିବସ  । ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । କେବଳ ପୁରୁଷ ସାହାସୀ…

ବୁଦ୍ଧଆର୍ଟ ଗ୍ୟାଲେରିରେ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ତିନି ଦିନ ଧରି ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଦ୍ଧଆର୍ଟ ଗ୍ୟାଲେରୀ ପରିସରରେ ଏକ ପ୍ରଦର୍ଶନୀର ଆୟୋଜନ…

ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର: ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ଓଜସ୍ୱିନୀ ଉତ୍ସ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହିଳାଙ୍କୁ ସଠିକ ସୁବିଧା, ସୁଯୋଗ ଓ ସାକାରାତ୍ମକ ସମର୍ଥନ ମିଳେ ତେବେ ସମାଜରେ ଶ୍ରେଷ୍ଠତ୍ୱ ହାସଲ କରିବା ସେମାନଙ୍କ ପକ୍ଷରେ ସହଜସାଧ୍ୟ ବ୍ୟାପାର…

ଓସାକ୍ସରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନଙ୍କ ଭିତରେ ଥିବା ସୁପ୍ତ ଶକ୍ତିକୁ ଜାଗ୍ରତ କରି ଏକ ଶକ୍ତିଶାଳୀ ଓ ବଳିଷ୍ଠ ସମାଜ ଗଠନ କରିବା ପାଇଁ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର…

ଗୀତାଙ୍କ ବଜ୍ର ଶପଥ: ଆଉ ହେବନି ବାଲ୍ୟ ବିବାହ

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ସୋନପୁରର ସୁନବୋହୂ ଗୀତାଞ୍ଜଳି । ଯେବେ ବୟସ ପୂର୍ବରୁ କିଏ ସିନ୍ଦୁର ପିନ୍ଧେ । ଯେବେ ସମୟ ପୂର୍ବରୁ କାହାର ସାହାନାଈ ବାଜେ । ଯେବେ କଅଁଳ ହାତରେ ହାତଘଣ୍ଟି ପଡ଼େ । ଗୀତାଞ୍ଜଳିଙ୍କ ମନ ଅଥୟ ହୋଇଯାଏ । ସଂସାରକୁ ବୁଝିବା ପୂର୍ବରୁ ଘରସଂସାର…

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ…

ଅସହାୟ ମହିଳାଙ୍କ ପାଇଁ ଆଶାର କିରଣ ସାଜିଛନ୍ତି ଆନନ୍ଦିନୀ : ପାଲଟିଛନ୍ତି ଜଟିଳ ଜୀବନର ସରଳ ସୂତ୍ରଧର

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଝାରସୁଗୁଡା: ଦିନେ ସୀତାଙ୍କୁ ଦେବାକୁ ପଡିଥିଲା ଅଗ୍ନିପରୀକ୍ଷା । ଅପମାନିତ ହେବାକୁ ପଡିଥିଲା ଦ୍ରୋପଦୀଙ୍କୁ । କୁନ୍ତିଙ୍କୁ ବି ନିଜ ରକ୍ତର ପୁଅ କର୍ଣ୍ଣଙ୍କ ପାଖରୁ ସହିବାକୁ ପଡିଥିଲା ଅଭିମାନ । ଏବେ ତ ବଦଳି ଯାଇଛି ସମୟ । ବଦଳି ଯାଇଛି…

ବେଦାନ୍ତ ଲାଞ୍ଜିଗଡ଼ରେ ମହିଳା ଦିବସ ପାଳିତ; ୬ଟି ଗ୍ରାମ ପଞ୍ଚାୟତର ୨୫୦୦ ମହିଳାଙ୍କ ଅଂଶଗ୍ରହଣ

ଲାଞ୍ଚିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନୁଷ୍ଠିତ ଏକ ଉତ୍ସବରେ ୬ଟି ପଞ୍ଚାୟତର ପ୍ରାୟ ୨୫୦୦ ମହିଳା ଯୋଗଦାନ କରିଥିଲେ । ଏହି ମହିଳା ଦିବସରେ କମ୍ୟୁନିଟି ମହିଳା ମାନଙ୍କୁ…

ନିଆରା ପଶୁପ୍ରେମୀ ପୂରବୀ: ଶତାଧିକ ଅସହାୟ ପଶୁପକ୍ଷୀଙ୍କୁ ଦେଇଛନ୍ତି ସାହାରା

ଭୁବନେଶ୍ୱର: ଛୋଟ ବେଳେ ରାସ୍ତାରେ କୁକୁର ଛୁଆଟିଏ ଦେଖିଲେ ତାକୁ ଧରି ଗେଲ କରି ଦେଉଥିଲେ । ବୁଲା କୁକୁର ବିଲେଇଙ୍କର ଯଦି କିଛି ଖଣ୍ଡିଆ ଖାବରା ହୋଇଯାଉଥିଲା ସଙ୍ଗେ ସଙ୍ଗେ ଔଷଧ ଲଗାଇ ଦେଉଥିଲେ । କିନ୍ତୁ ଏହି ଅଭ୍ୟାସ ଯେ ପରବର୍ତ୍ତୀ ସମୟରେ ତାଙ୍କ ନିଶାରେ ପରିଣତ ହେବ ଏକଥା କେହି ଭାବି ନ…

ଲିଙ୍ଗଗତ ସମାନତାକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ମାନବ ଶୃଙ୍ଖଳା

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦୁନିଆରେ ଲିଙ୍ଗଗତ ସମାନତାକୁ ନେଇ ମାନବ ଶୃଙ୍ଖଳା ଜରିଆରେ ସନ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଅନ୍ତର୍ଜାତୀୟ ଦିବସର ବିଷୟ ହେଉଛି- ମୁଁ ହେଉଛି ପୀଢ଼ିର ସମାନତା: ମହିଳାଙ୍କ…