Latest Odisha News

BREAKING NEWS

Browsing Category

ଗାନ୍ଧୀ କଥା

Mahatma Gandhi Birth Anniversary

ଓବାମାଙ୍କ ସଙ୍କଳ୍ପ ଭୂମିରେ ମହାତ୍ମା ଗାନ୍ଧୀ

ମୋହନଦାସ କରମଚାନ୍ଦ ଗାନ୍ଧୀ ସାଦାସିଧା ସରଳ ମଣିଷଟିଏ । ନିଜ ଆତ୍ମାର ବିକାଶ କରି ଅନ୍ୟ ଆତ୍ମାକୁ ଚିହ୍ନି ସେମାନଙ୍କୁ ସତ୍ୟ, ପ୍ରେମ, ଶାନ୍ତିର ବନ୍ଧନରେ ବାନ୍ଧୁଥିବା ଏହି ବିରଳ ମଣିଷଟିକୁ ଶ୍ରଦ୍ଧା ଓ ସମ୍ମାନର ସହ ଲୋକେ ଆପଣାଇ ନେଲେ ଏବଂ ଡାକିଲେ ମହାତ୍ମା ବୋଲି । ସେବେଠାରୁ ମୋହନ…

ସଦା ପ୍ରାସଙ୍ଗିକ ଗାନ୍ଧୀ ବିଚାର

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମର ଫଳ ସ୍ୱରୂପ ଭାରତରୁ ପ୍ରାୟ ୩୦୦ ବର୍ଷର ବ୍ରଟିଶ୍ ଶାସନର ଅନ୍ତ ଘଟିଲା ୧୯୪୭ ଅଗଷ୍ଟ ୧୫ରେ ଏବଂ ଆମ ଦେଶ ସ୍ୱାଧୀନ ହେଲା । ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ହଜାର ହଜାର ସଂଗ୍ରାମୀ ସହିଦ ହୋଇଛନ୍ତି ଓ ଲକ୍ଷାଧିକ ନିର୍ଯାତନା ଓ…

ମାଲକାନଗିରିରେ ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ 

ମାଲକାନଗିରି: ଦୀର୍ଘ ୪୦ବର୍ଷ ପରେ ମଞ୍ଚସ୍ଥ ହେଲା ଗାନ୍ଧୀଙ୍କ ଓଡ଼ିଶା ନାଟକ । ମହତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନଠାରେ ଗତକାଲି ଗାନ୍ଧୀଙ୍କ ଓଡ଼ିଶା ନାଟକ ମଞ୍ଚସ୍ଥ ହୋଇଛି  ।  ଏହି ଅବସରରେ ମଞ୍ଚରେ ପରିବେଷଣ…

କ୍ରିଷ୍ଣାମୂର୍ତ୍ତି ୱାର୍ଲଡ ସ୍କୁଲରେ ପାଳନ ହେଲା ଗାନ୍ଧିଜୀଙ୍କ କଟକ ଆଗମନର ଶତବାର୍ଷିକୀ

କଟକ: ଆଜିକୁ ଠିକ ଶହେ ବର୍ଷ ପୂର୍ବେ କଟକ ଆସିଥିଲେ ମହାତ୍ମାଗାନ୍ଧୀ । ତେବେ ସେହି ଦିନକୁ ଆଜି ମନେ ପକାଇଛନ୍ତି କଟକ ସହରବାସୀ । ଆଜି ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକି ଉତ୍ସବ ପାଳନ କରୁଛି ସମଗ୍ର ସହର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ଦଳର ନେତା,…

୩୦, ଜାନୁଆରୀ, ୧୯୪୮, ମହାତ୍ମା ଗାନ୍ଧୀଙ୍କ ଜୀବନର ଅନ୍ତିମ କେତୋଟି ଦିନ

‘ବାପୁ ତାଙ୍କ ଜୀବନରେ କେବେବି ଥଣ୍ଡା ପାଣିରେ ଗାଧେଇ ନଥିଲେ। ସେଦିନ ଜାନୁଆରୀ ଶୀତର ରାତି ଦୁଇଟାରେ, ମୁଁ ବାପୁଙ୍କ ମୃତ ଶରୀର ଉପରେ ଥଣ୍ଡା ପାଣି ଢାଳିଥାନ୍ତି କେମିତି! ମୋର ଛାତି ଫାଟି ଗଲା ପରି ଲାଗୁଥିଲା ଓ ମୁଁ ଭୋ ଭୋ କାନ୍ଦି ପକାଇଲି।‘’ ଯେ ଥିଲା ବୃଜକୃଷ୍ଣ ଚାନ୍ଦିବାଲାଙ୍କ…

ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ

ଭୁବନେଶ୍ୱର : ଭୁବନେଶ୍ୱରର ଏଥେନା ବୁକସ ପରିସରରେ ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ ହୋଇ ଯାଇଛି। ଏହି ଗଳ୍ପ ସଂକଳନଟିକୁ କଥାକାର ଡ଼ .ସୁରେଶ ଛୋଟରାୟ ସମ୍ପାଦନା କରିଛନ୍ତି। ଏଥିରେ ବୀଣାପାଣି ମହାନ୍ତି,ପଦ୍ମଜ ପାଲ, ଗୌରହରି ଦାସ, କବିତା ବାରିକ, ମମତାମୟୀ ଚୌଧୁରୀ, ରବି ପଣ୍ଡା , ତପନ…

ଆଜି ଅନ୍ତର୍ଜାତୀୟ ଅହିଂସା ଦିବସ; ଜାଣନ୍ତୁ କଣ ରହିଛି ଏହାର ଉଦ୍ଦେଶ୍ୟ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ। ମହାତ୍ମା ଗାନ୍ଧୀ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶମାନଙ୍କ…

ପ୍ରଦର୍ଶିତ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଓଡିଶାରେ ଗାନ୍ଧିଜୀ’

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଛି ଶୁକ୍ରବାର ଦିନ । ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏକ ପ୍ରାମାଣିକ ଫିଲ୍ମ ପ୍ରଦର୍ଶିତ କରାଯିବ । ସୂଚନାନୁଯାୟୀ, ଆଜି ଦିନ ୧୦ଟା ବେଳେ…

ନୋବେଲ୍ ଶାନ୍ତି ପୁରସ୍କାର ପାଇଁ କେତେଥର ମନୋନୀତ ହୋଇଥିଲା ଗାନ୍ଧିଜୀଙ୍କ ନାମ!

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ସମଗ୍ର ବିଶ୍ୱରେ ଅହିଂସାର ସର୍ବଶ୍ରେଷ୍ଠ ପୂଜାରୀ ଭାବରେ ଜଣାଶୁଣା । ଅହିଂସା ବଳରେ ଦେଶକୁ ସ୍ୱାଧୀନତା ଦେଇଥିବା ଗାନ୍ଧୀଜିଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଁ ୫ଥର ମନୋନୀତ କରାଯାଇଥିଲା। ହେଲେ ବାପୁଙ୍କୁ ଥରୁଟିଏ ଶାନ୍ତି ପୁରସ୍କାର ମଧ୍ୟ…

ଗାନ୍ଧିଜୀ ଓ ଲବଣ ସତ୍ୟାଗ୍ରହ

ଭୁବନେଶ୍ୱର: ୧୮୩୫ ମସିହାରେ ଇଂରେଜମାନେ ଲୁଣ ମାରିବା ଉପରେ ରୋକ ଲଗେଇଲେ । ଲୋକେ ଲୁଣ ମାରି ପାରିବେ ନାହିଁ ଏପରି ଏକ ଆଇନ କଲେ । କେବଳ ଇଂରେଜମାନେ ହିଁ ଲୁଣ ମାରିବା ପରେ ଏହାକୁ ବିକ୍ରି କରିବା ନିୟମ ଲାଗୁ ହେବାରୁ ଲୋକଙ୍କ ପକ୍ଷରେ ଏହା କିଣିବା ସମ୍ଭବ ହେଲାନି । ଏପରିକି ଭାରତୀୟମାନେ ଲୁଣ…