Latest Odisha News

BREAKING NEWS

Browsing Category

ଭାଲେଣ୍ଟାଇନ ଡେ

Valentine Day

[ଦେଖନ୍ତୁ ଭିଡିଓ] ପ୍ରେମ ପାଇଁ ଦିନଟିଏ ‘ଭାଲେଣ୍ଟାଇନ୍ସ ଡେ’

ଭୁବନେଶ୍ୱର: ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ’। ଫେବ୍ରୁଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଦିବସ ଭାବେ ପାଳନ କରାଯାଉଛି। କୁହାଯାଏ, ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ…

ସ୍ନେହ ପ୍ରେମ ସହ ଚକୋଲେଟର ସମ୍ପର୍କ କିଛି ନିଆରା: ‘ହାପି ଚକୋଲେଟ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ରୋଜ୍ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର । ଆଉ ଏବେ ଏହି ପ୍ରେମ…

ଗଳ୍ପ : ରଙ୍ଗ ନମ୍ବର

ଓଁ ଅଭିଜ୍ଞାନ ସାହୁ ଆଜି ଭାଲେଣ୍ଟାଇନ ଡେ । ସକାଳୁ ଚଇନି ଚିକଣ ହେଇ ଘରୁ ରାଜନ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ । "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲା ବେଳେ ନେଇକି ଆସିବ ।" ଗୋଟେ ଶୁଭ କାମରେ ମଣିଷ ବାହାରିଥିଲା ଯେ ପଛରୁ ଡାକି ସବୁ ବେଙ୍ଗା କରିଦେଲା ।…

ଆଜି ପ୍ରେମ ସପ୍ତାହର ଶେଷ ଦିନ; ଭାଲେଣ୍ଟାଇନ୍ସ ଡେ’

ଭୁବନେଶ୍ୱର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ । ଯାହାକି ପ୍ରେମ ଦିବସ ରୂପେ ଜଣା । ବିଗତ ୭ ଦିନ ଧରି ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଅନ୍ତିମ ଦିବସ ବା ଭାଲେଣ୍ଟାଇନ୍ସ ଡେ'। ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା…

ଆରମ୍ଭ ହେଲା ବିଚ୍ଛେଦର ସପ୍ତାହ

ଭୁବନେଶ୍ୱର: ପ୍ରେମର ସପ୍ତାହ ପରେ ଏବେ ଏହାର ଠିକ୍ ବୀପରୀତ ସପ୍ତାହ ଶନିବାରଠାରୁ ଆରମ୍ଭ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଲା ପ୍ରେମରେ ଯେ, ସମସ୍ତେ ସଫଳ ହେବେ ବା ପସନ୍ଦ କରିବେ ତାହା ମାନେ ନାହିଁ । ଯେଉଁମାନେ ଏହାକୁ ମାନନ୍ତି ନାହିଁ ବା ବିଫଳ ହୋଇଛନ୍ତି ସେମାନେ ଏହି ସପ୍ତାହକୁ ପାଳନ…

ନିଆରା ଢଙ୍ଗରେ ଭାଲେଣ୍ଟାଇନ୍ସ ଡ଼େ ପାଳିଲେ ଆକ୍ଟ୍ରେସ୍ ଅଙ୍କିତା !

ଭୁବନେଶ୍ୱର: ଯେଉଁମାନଙ୍କ ପୁଅ ଝିଅ,ନାତିନାତୁଣୀ ଥାଇ ମଧ୍ୟ ନିଜ ବୃଦ୍ଧ ପିତାମାତାଙ୍କୁ ପଚାରନ୍ତିନି ଦେଖାଶୁଣା କରନ୍ତିନି ସେମାନେ ଅନ୍ୟ ଉପାୟ ନପାଇ ବିଭିନ୍ନ ବୃଦ୍ଧାଆଶ୍ରମରେ ନିଜର ବାକି ଜୀବନ ଅତିବାହିତ କରନ୍ତି । ସେମାନେ ପ୍ରେମ ଦିବସ ବୋଲି କିଛି ଜାଣିନଥାନ୍ତ।ଆଜି ସେହି ପ୍ରେମ ଦିବସ…

ପ୍ରେମର ସ୍ୱର୍ଣ୍ଣିମ ସ୍ମାରକୀ ‘ନିମୁହିଁ ଦେଉଳ’: ‘ଭାଲେଣ୍ଟାଇନ ଡ଼େ’ରେ ଜାଣନ୍ତୁ ଏହି ଅମର ପ୍ରେମ କାହାଣୀ…

ସୁବର୍ଣ୍ଣପୁର: ଆଜି ବିଶ୍ୱ ପ୍ରେମ ଦିବସ । ଏହି ଦିବସ ଅବସରରେ ମନେପଡେ ଏକ ପ୍ରେମ ପ୍ରଣୟର କାହାଣୀ । କେଉଁ କାଳରୁ ପ୍ରେମକୁ ବହନ କରିଛି ସୁବର୍ଣ୍ଣପୁରରେ ଥିବା ‘ନିମୁହିଁ’ ଦେଉଳ । ମନ୍ତ୍ରୀ ପୁତ୍ର ଅହିମାଣିକ୍ୟ ଓ ରାଜକୁମାରୀ ଶିଶିସେଣାଙ୍କ ଅମର ପ୍ରେମକୁ ନେଇ ରହିଛି ଏହି ସ୍ୱର୍ଣ୍ଣିମ…

ଭଲେଣ୍ଟାଇନ ଡେ’: ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବ କମିଶନରେଟ ପୋଲିସ…

ଭୁବନେଶ୍ୱର: ଆଜି ଭଲେଣ୍ଟାଇନ ଡେ' ବା ପ୍ରେମ ଦିବସ । ଏହି ପାଶ୍ଚାତ୍ ସଭ୍ୟତାକୁ ଆଜିର ଯୁବ ପିଢୀ ଉତ୍ସାହର ସହ ପାଳନ କରୁଥିବା ବେଳେ ଏହାକୁ ବିରୋଧ କରୁଛନ୍ତି କେତେକ ସଂଗଠନ । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି କମିସନରେଟ ପୁଲିସ।…

ଭଲେଣ୍ଟାଇନ ଡେ’: ପ୍ରେମ ପାଇଁ ଦିନଟିଏ

ଭୁବନେଶ୍ୱର: ଦୁନିଆର ସବୁ ବନ୍ଧନ ପ୍ରେମରୁ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି । ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ତୋଫାନ ଆସିଲେ ବି କାହାର କ୍ଷତି କରାଇ…

କିସ ଡେ’: ପ୍ରେମରେ ପ୍ରଗାଢତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ପ୍ରେମୀ ମାନେ ଏହାକୁ କିସ ଡେ' ବା ଚୁମ୍ବନ ଦିବସ ଭାବେ ପାଳନ କରୁଛନ୍ତି । ପ୍ରେମକୁ ନିଜ ପାର୍ଟନର ସାମ୍ନାରେ ପ୍ରକାଶ କରିବା ପାଇଁ ପାଳନ କରାଯାଏ ଭାଲେଣ୍ଟାଇନ୍ ସପ୍ତାହ । ଭାଲେଣ୍ଟାଇନ୍ ଦିବସର ସପ୍ତମ…