Latest Odisha News

BREAKING NEWS

Browsing Category

ଭାଲେଣ୍ଟାଇନ ଡେ

Valentine Day

ପ୍ରେମ ସପ୍ତାହରେ କ’ଣ ରହିଛି ହଗ୍ ଡେ’ ର ଗୁରୁତ୍ୱ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରେମ ସପ୍ତାହ ଭାବେ ପାଳନ ହୁଏ ଫେବ୍ରୁଆରୀ ମାସର ୨ୟ ସପ୍ତାହ । ପ୍ରେମୀ ମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ସପ୍ତାହ । ନିଜ ସାଥୀଙ୍କ ସହ ଭିନ୍ନ ଭିନ୍ନ ଡେ ସେଲିବ୍ରେସନ କରି ମନରେ ଲୁଚି ରହିଥିବା ଭାବନାକୁ ପରସ୍ପର ସହ ଆଦାନପ୍ରଦାନ କରିଥାନ୍ତି । ଏହି ପ୍ରେମ…

ଆପଣାନ୍ତୁ ଏହି ମନସ୍ତାତ୍ତ୍ବିକ କୌଶଳ: ବଞ୍ଚାନ୍ତୁ ଭାଙ୍ଗି ଯାଉଥିବା ସମ୍ପର୍କ !

ଭୁବନେଶ୍ୱର: ଭୁବନେଶ୍ୱର: ସାରା ବିଶ୍ୱରେ ପାଳନ ହେଉଛି ପ୍ରେମ ସପ୍ତାହ । ପ୍ରେମୀମାନେ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇ ମନ ଆକାଶରେ ଉଡି ବୁଲୁଛନ୍ତି । ତେବେ ଏହି ସମ୍ପର୍କ ଯୋଡି ହେବା ସମୟରେ ଛୋଟ ଛୋଟ ଭୁଲ ବୁଝାମଣା ପାଇଁ ସମ୍ପର୍କରେ ତିକ୍ତତା ମଧ୍ୟ ଆସି ଯାଉଛି। ବେଳେବେଳେ ଏହି ଝଗଡ଼ା ବହୁତ…

ପ୍ରେମରେ ସାର୍ଥକତା ଆଣିଦେବ ଏହିସବୁ ବାସ୍ତୁ ନିୟମ !

ଭୁବନେଶ୍ୱର: ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ । ଯେଉଁମାନେ ଏ ଯାଏଁ ପ୍ରେମରେ ପଡିନାହାନ୍ତି ବା ଏକା ଅଛନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଆଶା ଏବଂ ଅଜଣା ଭୟରେ କଟେ । ସଚ୍ଚା ପ୍ରେମ ଖୋଜି ପାଇବାର ଆଶା ଯେତିକି ଆମୋଦିତ କରେ ତାଠାରୁ ଅଧିକ ଆଶଙ୍କା…

ପ୍ରେମ ସପ୍ତାହ: କେଉଁଭଳି ପୁଅ ହୋଇପାରନ୍ତି ଆଦର୍ଶ ପ୍ରେମିକ, ଜାଣନ୍ତୁ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ପ୍ରେମୀ ଯୁଗଳ ଭିନ୍ନ ଭିନ ଉପାୟରେ ନିଜ ପାର୍ଟନରଙ୍କ ସାମ୍ନାରେ ନିଜ ପ୍ରେମକୁ ପ୍ରକାଶ କରୁଛନ୍ତି । ତେବେ ଆଜିର ସମୟରେ ଯୁବକ ଯୁବତୀ ନିଜ ପାଇଁ କ'ଣ ଠିକ କ'ଣ ଭୁଲ ନବୁଝି ନ ବିଚାରି ଅନ୍ଧ ଭାବେ ପ୍ରେମରେ ପଡି ଯାଉଛନ୍ତି । ଆଜିର ଏହି ଧୋକେବାଜ…

ପ୍ରେମ ସପ୍ତାହର ଗୁରୁତ୍ୱପୂର୍ଣ୍ଣ ଦିନ ପ୍ରମିଜ ଡେ’…

ଭୁବନେଶ୍ୱର:ପ୍ରେମ ସପ୍ତାହର ଆଜି ପଞ୍ଚମ ଦିନ । ପ୍ରେମୀ ଯୁଗଳ ଏହାକୁ ପ୍ରମିଜ୍‌ ଡେ ଭାବେ ପାଳନ କରନ୍ତି। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ଓ ବିଶ୍ୱାସର ପ୍ରତିଶ୍ରୁତି ଦିଅନ୍ତି । ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର…

ପ୍ରେମ ସପ୍ତାହରେ ଏହିଭଳି କରନ୍ତୁ ନିଜ ପ୍ରେମର ନିବେଦନ….

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ନିଜ ମନର ମଣିଷକୁ ମନର କଥା କହିବା ପାଇଁ ପ୍ରେମୀ ଯୁଗଳ ବାଛୁଛନ୍ତି ନୂଆ ନୂଆ ପନ୍ଥା । ତେବେ ସମସ୍ତଙ୍କ ଠାରୁ ଆପଣ ଯଦି କିଛି ଅଲଗା ଭାବେ ନିଜ ସାଥୀଙ୍କୁ ପ୍ରେମ ନିବେଦନ କରିବେ ତେବେ ସେ ନିହାତି ଖୁସି ହୋଇଯିବେ । ଲଭ ଲେଟର: ଆଜିର ଫେସ୍‌ବୁକ୍‌…

ନିଜ ସାଥୀଙ୍କ ସହ ଏହିଭଳି ପାଳନ କରନ୍ତୁ ଟେଡି ଡେ’…

ଭୁବନେଶ୍ୱର:ପାଖେଇ ଆସୁଛି ଭଲେଣ୍ଟାଇନ ଡେ' । ରୋଜ୍ ଡେ, ପ୍ରପୋଜ୍ ଡେ ଓ ଚକୋଲେଟ ଡେ ପରେ ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଟେଡି ଡେ । ପରସ୍ପରକୁ ଟେଡିବିୟର ଦେଇ ନିଜ ମନର ଭାବନା ପ୍ରକାଶ କରୁଛନ୍ତି ପ୍ରେମୀ ଯୁଗଳ । ପ୍ରେମ । ଅଢେଇ ଅକ୍ଷର ଏଇ ଶଦ୍ଦ ଜୀବନକୁ କରିଦିଏ ରଙ୍ଗୀନ୍ ।…

ରାଜଧାନୀରେ କିପରି ହେଉଛି ଭାଲେଣ୍ଟାଇନ ସପ୍ତାହ ପାଳନ, ଜାଣନ୍ତୁ

ଭୁବନେଶ୍ବର: ଚାଲିଛି ପ୍ରେମ ସପ୍ତାହ । ଫେବ୍ରୁଆରି ମାସ ୨ୟ ସପ୍ତାହକୁ ପ୍ରେମ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ପ୍ରେମୀଯୁଗଳ ମାନେ ବିଭିନ୍ନ ଡେ' ସେଲିବ୍ରେଟ୍ କରି ପରସ୍ପର ସହ ପ୍ରେମର ଆଦାନ ପ୍ରଦାନ କରନ୍ତି। ପ୍ରେମୀ ଯୁଗଳଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ସଜେଇ ହୋଇଛି ରାଜଧାନୀ…

ଭାଲେଣ୍ଟାଇନ ଡେ’ ପାଳନ ପଛରେ କ’ଣ ରହିଛି ରହସ୍ୟ: ଜାଣନ୍ତୁ

ଭୁବନେଶ୍ୱର: ଫେବୃଆରୀ ମାସର ଦ୍ବିତୀୟ ସପ୍ତାହ ଯାଏଁ ପ୍ରେମୀମାନେ ଖୁବ ଉତ୍ସାହର ସହ ପାଳନ କରନ୍ତି ଭାଲେଣ୍ଟାଇନ ସପ୍ତାହ ବା ପ୍ରେମ ସପ୍ତାହ । ଏହି ଅବସରରେ ପ୍ରେମୀ ଯୁଗଳ ପରସ୍ପରଙ୍କୁ ପ୍ରେମ ନିବେଦନ କରନ୍ତି। ଏହି ପ୍ରେମ ସପ୍ତାହ ରୋଜ୍‌ ଡେରୁ ଆରମ୍ଭ ହୋଇ ପ୍ରପୋଜ୍‌ ଡେ, ଚକୋଲେଟ ଡେ,…

ଚକଲେଟ ଡେ’: ଏହିପରି ନିଜ ପାର୍ଟନରଙ୍କୁ କରନ୍ତୁ ଇମ୍ପ୍ରେସ

ଭୁବନେଶ୍ୱର: ଫେବ୍ରୁଆରୀ ୯ ମାନେ ଆଜି ହେଉଛି ଭାଲେଣ୍ଟାଇନ୍ ୱିକ୍ ର ତୃତୀୟ ଦିନ ମାନେ ଚକଲେଟ୍ ଡେ । ଏହି ଅବସରରେ ପ୍ରେମୀଯୁଗଳ ଚକଲେଟ୍ ଦିଆନିଆ ହୋଇଥାଆନ୍ତି । ଭାଲେଣ୍ଟାଇନ୍ ୱିକ୍ କୁ ନେଇ ପ୍ରେମୀଙ୍କ ମହଲରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଗତକାଲି ପ୍ରପୋଜ ଡେ' ରେ ନିଜ ମନର ମଣିଷକୁ…