Latest Odisha News

BREAKING NEWS

Browsing Category

ଭାଲେଣ୍ଟାଇନ ସପ୍ତାହ

Valentine Week

[ଦେଖନ୍ତୁ ଭିଡିଓ] ପ୍ରେମ ପାଇଁ ଦିନଟିଏ ‘ଭାଲେଣ୍ଟାଇନ୍ସ ଡେ’

ଭୁବନେଶ୍ୱର: ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ’। ଫେବ୍ରୁଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଦିବସ ଭାବେ ପାଳନ କରାଯାଉଛି। କୁହାଯାଏ, ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ…

ସ୍ନେହ ପ୍ରେମ ସହ ଚକୋଲେଟର ସମ୍ପର୍କ କିଛି ନିଆରା: ‘ହାପି ଚକୋଲେଟ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ରୋଜ୍ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର । ଆଉ ଏବେ ଏହି ପ୍ରେମ…

ଆଜି ପ୍ରେମ ସପ୍ତାହର ଶେଷ ଦିନ; ଭାଲେଣ୍ଟାଇନ୍ସ ଡେ’

ଭୁବନେଶ୍ୱର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ । ଯାହାକି ପ୍ରେମ ଦିବସ ରୂପେ ଜଣା । ବିଗତ ୭ ଦିନ ଧରି ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଅନ୍ତିମ ଦିବସ ବା ଭାଲେଣ୍ଟାଇନ୍ସ ଡେ'। ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା…

ଆରମ୍ଭ ହେଲା ବିଚ୍ଛେଦର ସପ୍ତାହ

ଭୁବନେଶ୍ୱର: ପ୍ରେମର ସପ୍ତାହ ପରେ ଏବେ ଏହାର ଠିକ୍ ବୀପରୀତ ସପ୍ତାହ ଶନିବାରଠାରୁ ଆରମ୍ଭ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଲା ପ୍ରେମରେ ଯେ, ସମସ୍ତେ ସଫଳ ହେବେ ବା ପସନ୍ଦ କରିବେ ତାହା ମାନେ ନାହିଁ । ଯେଉଁମାନେ ଏହାକୁ ମାନନ୍ତି ନାହିଁ ବା ବିଫଳ ହୋଇଛନ୍ତି ସେମାନେ ଏହି ସପ୍ତାହକୁ ପାଳନ…

ନିଆରା ଢଙ୍ଗରେ ଭାଲେଣ୍ଟାଇନ୍ସ ଡ଼େ ପାଳିଲେ ଆକ୍ଟ୍ରେସ୍ ଅଙ୍କିତା !

ଭୁବନେଶ୍ୱର: ଯେଉଁମାନଙ୍କ ପୁଅ ଝିଅ,ନାତିନାତୁଣୀ ଥାଇ ମଧ୍ୟ ନିଜ ବୃଦ୍ଧ ପିତାମାତାଙ୍କୁ ପଚାରନ୍ତିନି ଦେଖାଶୁଣା କରନ୍ତିନି ସେମାନେ ଅନ୍ୟ ଉପାୟ ନପାଇ ବିଭିନ୍ନ ବୃଦ୍ଧାଆଶ୍ରମରେ ନିଜର ବାକି ଜୀବନ ଅତିବାହିତ କରନ୍ତି । ସେମାନେ ପ୍ରେମ ଦିବସ ବୋଲି କିଛି ଜାଣିନଥାନ୍ତ।ଆଜି ସେହି ପ୍ରେମ ଦିବସ…

ଭଲେଣ୍ଟାଇନ ଡେ’: ପ୍ରେମ ପାଇଁ ଦିନଟିଏ

ଭୁବନେଶ୍ୱର: ଦୁନିଆର ସବୁ ବନ୍ଧନ ପ୍ରେମରୁ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି । ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ତୋଫାନ ଆସିଲେ ବି କାହାର କ୍ଷତି କରାଇ…

କିସ ଡେ’: ପ୍ରେମରେ ପ୍ରଗାଢତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ପ୍ରେମୀ ମାନେ ଏହାକୁ କିସ ଡେ' ବା ଚୁମ୍ବନ ଦିବସ ଭାବେ ପାଳନ କରୁଛନ୍ତି । ପ୍ରେମକୁ ନିଜ ପାର୍ଟନର ସାମ୍ନାରେ ପ୍ରକାଶ କରିବା ପାଇଁ ପାଳନ କରାଯାଏ ଭାଲେଣ୍ଟାଇନ୍ ସପ୍ତାହ । ଭାଲେଣ୍ଟାଇନ୍ ଦିବସର ସପ୍ତମ…

ପ୍ରେମ ସପ୍ତାହରେ କ’ଣ ରହିଛି ହଗ୍ ଡେ’ ର ଗୁରୁତ୍ୱ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରେମ ସପ୍ତାହ ଭାବେ ପାଳନ ହୁଏ ଫେବ୍ରୁଆରୀ ମାସର ୨ୟ ସପ୍ତାହ । ପ୍ରେମୀ ମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏହି ସପ୍ତାହ । ନିଜ ସାଥୀଙ୍କ ସହ ଭିନ୍ନ ଭିନ୍ନ ଡେ ସେଲିବ୍ରେସନ କରି ମନରେ ଲୁଚି ରହିଥିବା ଭାବନାକୁ ପରସ୍ପର ସହ ଆଦାନପ୍ରଦାନ କରିଥାନ୍ତି । ଏହି ପ୍ରେମ…

ଆପଣାନ୍ତୁ ଏହି ମନସ୍ତାତ୍ତ୍ବିକ କୌଶଳ: ବଞ୍ଚାନ୍ତୁ ଭାଙ୍ଗି ଯାଉଥିବା ସମ୍ପର୍କ !

ଭୁବନେଶ୍ୱର: ଭୁବନେଶ୍ୱର: ସାରା ବିଶ୍ୱରେ ପାଳନ ହେଉଛି ପ୍ରେମ ସପ୍ତାହ । ପ୍ରେମୀମାନେ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇ ମନ ଆକାଶରେ ଉଡି ବୁଲୁଛନ୍ତି । ତେବେ ଏହି ସମ୍ପର୍କ ଯୋଡି ହେବା ସମୟରେ ଛୋଟ ଛୋଟ ଭୁଲ ବୁଝାମଣା ପାଇଁ ସମ୍ପର୍କରେ ତିକ୍ତତା ମଧ୍ୟ ଆସି ଯାଉଛି। ବେଳେବେଳେ ଏହି ଝଗଡ଼ା ବହୁତ…

ପ୍ରେମରେ ସାର୍ଥକତା ଆଣିଦେବ ଏହିସବୁ ବାସ୍ତୁ ନିୟମ !

ଭୁବନେଶ୍ୱର: ନିଚ୍ଛକ ପ୍ରେମ ପାଇବା କେବେ ବି ଏକ ସହଜ କାମ ନୁହେଁ । ଯେଉଁମାନେ ଏ ଯାଏଁ ପ୍ରେମରେ ପଡିନାହାନ୍ତି ବା ଏକା ଅଛନ୍ତି ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଗୋଟିଏ ନୂଆ ଆଶା ଏବଂ ଅଜଣା ଭୟରେ କଟେ । ସଚ୍ଚା ପ୍ରେମ ଖୋଜି ପାଇବାର ଆଶା ଯେତିକି ଆମୋଦିତ କରେ ତାଠାରୁ ଅଧିକ ଆଶଙ୍କା…