Home ବାଣିଜ୍ୟ

ବାଣିଜ୍ୟ

ଝାରସୁଗୁଡ଼ା: ଓଡ଼ିଶାର ୨ଟି ବୃହତ ତାପଜ ବିଜୁଳି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଜିଲ୍ଲା ବରହରପାଲି ଷ୍ଟେସନରେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନର ଇବ୍ ଥର୍ମାଲ୍ ପାୱାର ୩ୟ ଓ ୪ର୍ଥ ୟୁନିଟ୍ ତାପଜ ବିଜୁଳି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । “୧୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ...

ପ୍ରିୟଙ୍କାଙ୍କ ପୂର୍ବରୁ ନିକ୍ ଜୋନ୍ସ ଖୋଲିଲେ ସବୁ ଗୁମର, ଅଧିକ ବୟସର ମହିଳାଙ୍କ ସହ ଡ଼େଟିଂ କରୁଥିବାର ଖବର…

ମୁମ୍ବାଇ : ବଲିଉଡ୍ ନାୟିକା ପ୍ରିୟଙ୍କା ଚୋପ୍ରା ଓ ହଲିଉଡ୍ ନାୟକ ନିକ୍ ଜୋନ୍ସଙ୍କ ପ୍ରେମ କାହାଣୀ ଏବେ ବେଶ୍ ଚର୍ଚ୍ଚାରେ । ଦୁହେଁ ଭାରତରେ ହେଉ କି ବିଦେଶରେ ଯେଉଁଠି ବି ଡ଼େଟିଂରେ ଥାଆନ୍ତି ତାହାର ଖବର ପ୍ରିୟଙ୍କା ସୋସିଆଲ ମିଡ଼ିଆରେ...

ପୂର୍ବତଟ ରେଳବାଇ ପକ୍ଷରୁ ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ହଜାର ମିଟର ଲମ୍ବ ଟ୍ରେନ୍

ଭୁବନେଶ୍ୱର: ଖର୍ଚ୍ଚକାଟ ତଥା ସ୍ୱଳ୍ପ ମାନବ ସମ୍ବଳକୁ ଦୃଷ୍ଟିରେ ପୂର୍ବତଟ ରେଳପଥ ପକ୍ଷରୁ ତିନୋଟି ଟ୍ରେନର ମିଶ୍ରଣରେ ଏକକାଳୀନ ୨,୦୦୦ ମିଟର ଲମ୍ବର ଟ୍ରେନକୁ ପରୀକ୍ଷାମୂଳକ ଭାବେ ଚାଳିତ କରିଛନ୍ତି । ପରୀକ୍ଷାମୂଳକ ଭାବେ ରେଳ ଟ୍ରାକରେ ଗଡ଼ିଥିବା ଏହି ଟ୍ରେନର ଲମ୍ବ ହେଉଛି...

ଭାରତୀୟ ବଜାରକୁ ଆସିଲା ନିସାନର ନୂଆ ଏସୟୁଭି କିକ୍ସ

ନୂଆଦିଲ୍ଲୀ : ଜାପାନ ଅଟୋମୋବାଇଲ କମ୍ପାନୀ ନିସାନ ପକ୍ଷରୁ ମଙ୍ଗଳବାର ଦିନ ଭାରତୀୟ ବଜାରରେ ନୂଆ ଅର୍ବାନ ଏସୟୁଭି କିକ୍ସ ଗାଡିକୁ ଲଞ୍ଚ କରାଯାଇଛି । ହୁଣ୍ଡାଇ କ୍ରେଟା, ରେନୋଲ୍ଟ ଡଷ୍ଟର ଓ କାପଚର୍ ସହିତ ମୁକାବିଲା କରିବ ନିସାନର ନୂଆ ଏସୟୁଭି କିକ୍ସ...

ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଅନ୍ତରୀଣ ବଜେଟ ଉପସ୍ଥାପିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆସନ୍ତା ୪ ମାସ ଲାଗି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ରାଜ୍ୟ ସରକାର କୃଷି ଓ ଗ୍ରାମୀଣ ବିକାଶକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ସବୁଠାରୁ ବଡ଼...

ପପୁ ପମ୍ ପମ୍ ସୁସ୍ଥ ହୋଇ ଓଡ଼ିଶା ଫେରିଲେ

ଭୁବନେଶ୍ୱର : ଓଲିଉଡ଼ର କମେଡ଼ି କିଙ୍ଗ୍ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ଦୀର୍ଘ ଦୁଇ ମାସ ଧରି ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ସ ଅଫ ମେଡ଼ିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ ପପୁ ।...

ସ୍ପାଇସ୍ ଜେଟ୍: ଝାରସୁଗୁଡ଼ାରୁ ଦିଲ୍ଲୀ ୩,୭୦୧ ଟଙ୍କା, କଲିକତାକୁ ୨,୫୬୦ ଟଙ୍କା

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଦେଶର ତିନୋଟି ଜାଗା ଯଥା ଦିଲ୍ଲୀ, କଲକୋତା ଓ ହାଇଦ୍ରାବାଦକୁ ଆଜି ଠାରୁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ...

୨୦୧୯ ବଜେଟ୍ ମୁଖ୍ୟାଂଶ: ଚାଷୀ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯...

ପଚଣ୍ଡ ଗ୍ରୀଷ୍ମପ୍ରବାହରେ ପୂର୍ବତଟ ରେଲୱେର ବ୍ୟାପକ ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ସମୟରେ ମାତ୍ରାଧିକ ଗରମ ରେ ଟ୍ରେନ ଗୁଡିକର ନିରାପତ୍ତା ସହିତ ରେଳଧାରଣର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ନିବାରକ କାର‌୍ୟ୍ୟ ହାତକୁ ନିଆଯାଇଅଛି...

ଚାଷୀଙ୍କ ଧାନ ବିକ୍ରି ଲାଗି ରାଜ୍ୟର ୧୯ଟି ଜିଲ୍ଲାର ଧାନମଣ୍ଡି ଖୋଲା ରହିବ

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଦିନ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇ କହିଛନ୍ତି, ୧୯ଟି ଜିଲ୍ଲାରେ ଧାନମଣ୍ଡିରେ ଚାଷୀମାନଙ୍କର ଧାନ ବିକ୍ରି ପ୍ରକ୍ରିୟା ଜାରି ରହିବ । ପୂର୍ବରୁ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଏହି ବିକ୍ରି ପ୍ରକ୍ରିୟା ହେବାର ନିଷ୍ପତ୍ତି ହୋଇଥିଲା...

ସାହିତ୍ୟ