Home ବାଣିଜ୍ୟ

ବାଣିଜ୍ୟ

ଜିଓ ପ୍ଲାଟଫର୍ମସ୍ ଲିମିଟେଡର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫%କୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫%କୁ ବୃଦ୍ଧି ପାଇଛି। ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣାରେ...

ରିଜର୍ଭବ୍ୟାଙ୍କ ପକ୍ଷରୁ ପ୍ରଚଳନ ହେବ ନୂଆ ପ୍ରକାରର ବାର୍ଣ୍ଣିସ ନୋଟ୍ !

ନୂଆଦିଲ୍ଲୀ: ଭାରତରେ ପ୍ରଚଳିତ ନୋଟରେ ଆଉ ଲାଗିବନି ମଇଲା କି ନୋଟ ହେବନି ଆଉ ଲୋଚା କୋଚା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ନୂଆ ନୋଟ ପ୍ରଚଳନ ଲାଗି ଯୋଜନା ଚାଲିଛି । ଏସମ୍ପର୍କରେ ବୁଧବାର ଦିନ କେନ୍ଦ୍ର ଅର୍ଥ...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଆଜିଠାରୁ ‘ମହା ଲୋନ୍ ଧମାକା’

ଭୁବନେଶ୍ୱର: ଭୁବନେଶ୍ୱରର ସହିଦନଗର ଦୁର୍ଗାପୂଜା ପଡ଼ିଆରେ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ‘ମହା ଲୋନ୍ ଧମାକା’ ଆୟୋଜନ କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହିଋଣ ବ୍ୟାଙ୍କର ଅଣଗ୍ରାହକଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ପାଇପାରିବେ । ୪ ଚକିଆ...
sbi-debit-card-1571062817

ଏଣିକି ଏସ୍‌ବିଆଇ ଏଟିଏମ୍‌ କାର୍ଡରେ ବି ପାଇପାରିବେ ଇଏମ୍‌ଆଇ ସୁବିଧା

ମୁମ୍ବାଇ: ଯଦି ଆପଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀ ଅଛନ୍ତି ତେବେ ଆପଣ ନିଜର ଏଟିଏମ୍‌ କାର୍ଡ ବା ଡେବିଟ୍‌ କାର୍ଡରେ ଇଏମ୍‌ଆଇ ସୁବିଧା ପାଇପାରିବେ। ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍‌ କାର୍ଡ ଏସ୍‌ବିଆଇ ଏକ ସ୍ବତନ୍ତ୍ର ସୁବିଧା ଦେଉଛି।ଏସ୍‌ବିଆଇ ଅନୁଯାୟୀ...

ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସି ଖବର; ଏହି ପ୍ଲାନରେ ମିଳିବ ୩ ଜିବି ଡାଟା ସହ ଅନଲିମିଟେଡ଼ କଲିଂ

ଭୁବନେଶ୍ୱର: ରିଲାଏନ୍ସ ଜିଓ, ଏୟାରଟେଲ ଭଳି ଆଗଧାଡ଼ିର ଟେଲିକମ ସେବାକୁ ଟକ୍କର ଦେବାକୁ ନୂଆ ପ୍ଲାନ ସହ ବଜାରକୁ ଆସୁଛି ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସଏନଏଲ) । ପ୍ରାପ୍ତ ସୂଚନା ଅନୁଯାୟୀ, ବିଏସଏନଏଲ ଏହାର ୬୬୬ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌କୁ...

ରୋନାଲଡୋ କିଣିଲେ ଦୁନିଆର ସବୁଠୁ ଦାମୀ କାର ‘ବୁଗାଟୀ ଲା ଭଏଚର ନୋଇରେ ‘

ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ଗ୍ୟାରେଜରେ ଆଉ ଏକ ବିଳାସପୂର୍ଣ୍ଣ କାର ଯୋଡିଛନ୍ତି। ଏଥର ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର 'ବୁଗାଟୀ ଲା ଭଏଚର ନୋଇରେ ' କିଣିଛନ୍ତି। ମୂଲ୍ୟ ଏତେ ଯେ ଏହି ଦାମ ରେ ୭୫୦...

ଗ୍ରାହକଙ୍କ ଲାଗି ବିଏସଏନଏଲର ନୂଆବର୍ଷ ଅଫର, ଜାଣନ୍ତୁ କେତେ ରହିଛି ପ୍ୟାକ୍

ନୂଆଦିଲ୍ଲୀ: ନବବର୍ଷ ଲାଗି ଘରୋଇ ଟେଲିକମ୍ କମ୍ପାନୀ ଗୁଡିକ ନିଜ ନିଜର ପ୍ଲାନ୍ ଜାରି କଲାପରେ ଏବେ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ମଧ୍ୟ ପ୍ରିପେଡ୍ ଯୋଜନା ଲାଗି ଆକର୍ଷଣୀୟ ଅଫର ଆଣିଛି । ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ତା’ର ବାର୍ଷିକ ଯୋଜନାର...

ସୀମାରେ ପାକିସ୍ତାନ ସେନା କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର/ନୂଆଦିଲ୍ଲୀ : ଏବେ ଇଦ ଉଲ ଫିତର ଏବଂ ପବିତ୍ର ରମଜାନ ମାସ ଲାଗି ଭାରତ-ପାକିସ୍ତାନ ସୀମାରେଖାରେ ଅସ୍ତ୍ରବିରତି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପାକିସ୍ତାନ ସେନା ସୀମାରେଖା ନିକଟରେ ବାରମ୍ବାର ଗୁଳିଚାଳନା କରିବାରେ ଲାଗିଛି । ଆଜି ସକାଳେ ରଜୌରୀ ସେକ୍ଟର...

ଗ୍ରାହକଙ୍କ ଲାଗି ଦିୱାଲୀ ଅଫର; ୮,୦୦୦ ଟଙ୍କା ଡ଼ିସକାଉଣ୍ଟରେ ମିଳୁଛି ଓପୋ କେ-୧ !

ମୁମ୍ବାଇ: ଅଗ୍ରଣୀ ମୋବାଇଲ୍ ନିର୍ମାତା କମ୍ପାନୀ ଓପୋ କେ-୧ ସିରିଜ୍ ଫୋନରେ ଏବେ ଫିଙ୍ଗରପ୍ରିଣ୍ଟ ସେନସର୍ ଡ଼ିସପ୍ଲେ ଉପଲବ୍ଧ ହେଉଛି । ଗ୍ରାହକମାନେ ଓପୋ କେ-୧ ମୋବାଇଲ୍ ଫୋନ ଫ୍ଲିପକାର୍ଟ ଅନଲାଇନ ମାଧ୍ୟମରେ ମଧ୍ୟ କ୍ରୟ କରିପାରିବେ । ଏହି ଫୋନ ୧୮,୯୯୦...

ମୋବାଇଲ୍‌ ଡାଟା ସ୍ପିଡ୍‌ ତାଲିକାରେ ଭାରତର ସ୍ଥାନ ୧୩୧

ନୂଆଦିଲ୍ଲୀ: ଭାରତରେ ବହୁ ସଂଖ୍ୟକ ସ୍ମାର୍ଟଫୋନ୍ ୟୁଜର୍ ବେସ୍ ଅଛି  କିନ୍ତୁ ଏହା ସତ୍ତ୍ୱେ, ବିଶ୍ୱ ମୋବାଇଲ୍ ଡାଟା ସ୍ପିଡ୍ ଚାର୍ଟରୁ ଭାରତ ନେପାଳ ଏବଂ ପାକିସ୍ତାନଠାରୁ ପଛରେ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଭାରତ ମୋବାଇଲ୍ ଡାଟା ସ୍ପିଡ୍...

ସାହିତ୍ୟ